October 23, 2024

Odia Express

Here, There and Everywhere

ବାଛନ୍ତୁ ନିଜର ପସନ୍ଦର କବାଟ ଆଉ ଜାଣନ୍ତୁ କି ଆପଣଙ୍କର ଭାବନା କଣ କହୁଛି – ଆଗାମୀ ଭବିଷ୍ୟତ ବିଷୟରେ ନିଶ୍ଚୟ ଜାଣି ରଖନ୍ତୁ …

ଆପଣଙ୍କୁ କେଉଁ ପ୍ରକାର ର ଜିନିଷ ନିଜ ଆଡକୁ ଆକର୍ଷିତ କରାଉଛି ଏହି ଜିନିଷ ଆପଣଙ୍କର ଭାବନା ତଥା ସ୍ଵଭାଵ ଉପରେ ବହୁତ କିଛି କହି ଥାଏ। ଜଣେ ବ୍ୟକ୍ତି ର ସ୍ଵଭାଵ ତାର ପସନ୍ଦ ଉପରେ ବହୁତ ନିର୍ଭର କରି ଥାଏ। ଜଣେ ବ୍ୟକ୍ତି କେଉଁ ଜିନିଷ ପସନ୍ଦ କରୁଛି ତଥା କେଉଁ ଜିନିଷ ପାଖରୁ ଦୁରକୁ ଦୌଡୁଛି ତାହା ସେହି ବ୍ୟକ୍ତି ବାବଦରେ ବହୁତ କିଛି କହିଥାଏ। ତ ଚାଲନ୍ତୁ ଜାଣିବା ଏହି ଅଭ୍ୟାସ ବାବଦରେ ଏକ ଛୋଟ ପରୀକ୍ଷଣ ଦ୍ୱାରା। ଆପଣଙ୍କ ଚରିତ୍ର ର ଦୃଶ୍ୟ ଜଣା ପଡିଯିବ ଏହି ଛୋଟ ପରୀକ୍ଷା ଦ୍ଵାରା। ଆପଣଙ୍କ ସାମ୍ନା ରେ ୬ଟି କବାଟ ର ଚିତ୍ର ଦିଆ ଯାଇଛି। ସେହି ସମସ୍ତ କବାଟ ରେ ଅଲଗା ଅଲଗା ପ୍ରକାର ର ଚିତ୍ର ସାମିଲ ଅଛି। ଆପଣଙ୍କୁ ବାସ ଗୋଟେ କବାଟ ବାଛିବାର ଅଛି ଯାହା କି ଆପଣଙ୍କ ପସନ୍ଦ ର ହେଇଥିବା ଦରକାର।

୧: ଯଦି ଆପଣ ସେ ସମସ୍ତ ଭିତରୁ ପ୍ରଥମ କବାଟ ଅର୍ଥାତ କବାଟ ନମ୍ବର ୧ କୁ ବାଛିଛନ୍ତି ତ ଆପଣଙ୍କୁ କହି ରଖୁଛୁ କି ଆପଣ ଜଣେ ସ୍ୱତନ୍ତ୍ରତା ବାଦୀ ବ୍ୟକ୍ତି ଅଟନ୍ତି। ଯେତେବେଳେ ବି ଆପଣ ଜୀବନ ରେ କିଛି ନିଷ୍ପତ୍ତି ନିଅନ୍ତି ତ ଆପଣ ଜଲଦି ଜଲଦି ନ ନେଇ ଆପଣ ଭାବି ଚିନ୍ତି ଏହି ନିର୍ଣ୍ଣୟ ନିଅନ୍ତି।

୨: ଯଦି ଆପଣ ଦୁଇ ନମ୍ବର କବାଟ କୁ ଚୟନ କରିଛନ୍ତି ତ ଆପଣ ନିଜର ଅଲଗା ହି ଦୁନିଆ ରେ ରହିବାକୁ ପସନ୍ଦ କରନ୍ତି। ଏକୁଟିଆ ରହିବା ତଥା ତା ଭିତରେ ନିଜର କିଛି କରିବା ଆପଣଙ୍କର ସ୍ୱତନ୍ତ୍ର କଳା ଅଟେ। ଏହା ନୁହଁ କି ଆପଣ ସାଙ୍ଗ ବନଅନ୍ତି ନାହିଁ ମାତ୍ର ଜୀବନ ର କିଛି ଖାସ କାମ ଆପଣ ଏକା ହି କରିବାକୁ ଚାହାନ୍ତି।

୩: ଏହି କବାଟ ଚୟନ କରିଥିବା ବ୍ୟକ୍ତି ନିଜ ଜୀବନ ରେ ବହୁତ ଖୁସି ରେ ରହିବାକୁ ପସନ୍ଦ କରନ୍ତି। ସେମାନେ ନିଜ ଜୀବନ ର ସବୁ କଥା କୁ ରଙ୍ଗ ସହ ଯୋଡି ଦିଅନ୍ତି ଆଉ ତାଙ୍କୁ ରଙ୍ଗ ବହୁତ ପସନ୍ଦ ଥାଏ।

୪: ଏହି କବାଟ କୁ ବାଛିଥିବା ବ୍ୟକ୍ତି ବହୁତ ଯୋଶୀଳା ବ୍ୟକ୍ତି ମାନଙ୍କ ଭିତରେ ଆସନ୍ତି। ସେମାନେ ତାଙ୍କ ଜୀବନ ରେ ସବୁ କିଛି କାମ ବହୁତ ଚେଷ୍ଟା ଲାଗେଇକି କରନ୍ତି ଆଉ ସଫଳତା ପାଆନ୍ତି।

୫: ଏହି କବାଟ ବାଛିଥିବା ବ୍ୟକ୍ତି ବହୁଥିବା ସ୍ରୋତ ସହ ବୋହିଯିବା ଲୋକ ହେଇ ଥାଆନ୍ତି। ଅର୍ଥାତ ଯେପରି ପରିସ୍ଥିତି ସେପରି ନିଜକୁ ବନାନ୍ତି।

୬: ଯେଉଁମାନେ କବାଟ ନମ୍ବର ୬ କୁ ବାଛିଛନ୍ତି ସେମାନଙ୍କ ଜୀବନ ରେ ବହୁତ ଅଟକଳ ଅଛି। ଆପଣ ଅଟକଳ କୁ ବହୁତ ଓଏସନ୍ଦ କରନ୍ତି ଆଉ ଟିକେ ବି ହଲଚଲ ରୁ ଡରି ଯାଆନ୍ତି।

Leave a Reply

Your email address will not be published. Required fields are marked *