October 16, 2024

Odia Express

Here, There and Everywhere

ଚାଣକ୍ୟ ନୀତି:- ପୁରୁଷ ଙ୍କୁ ଦୁଃଖ ଦେଇଥାଏ ଏହି କଥା – ନିଶ୍ଚୟ ମନେ ରଖନ୍ତୁ…

1 min read

ସାଙ୍ଗମାନେ ଚାଣକ୍ୟ ନୀତିରେ ପୁରୁଷ ଙ୍କ ପାଇଁ କିଛି ଏଭଳି କଥା କୁହାଯାଇଛି ଯାହା ସବୁବେଳେ ତାଙ୍କ ଦୁଃଖ ଦେଇଥାଏ। ଯାହା ସହିତ ଏହି କଥା ହୁଏ ସେ ଜୀବନରେ ନିରାଶ ହୋଇପାରନ୍ତି। ତେବେ ସେସବୁ କେଉଁ କଥା ଆସନ୍ତୁ ଏହି ଆର୍ଟିକିଲ ମାଧ୍ୟମରେ ଜାଣିବା।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବୟସ ରୁ ସାନ ହୋଇଥିବା ଛୁଆଙ୍କ ଠାରୁ ଅପମାନ :- ବଡ଼ ଲୋକଙ୍କ ଦ୍ବାରା ଅପମାନ କଥା ସହ୍ୟ କରିହେବ। ହେଲେ ବୟସ ରେ ଛୋଟ ହେଇଥିବା ପିଲା ର ଅପମାନ କଥା ଶୁଣି ସହ୍ୟ କରିହେବ ନାହିଁ । କେଉଁବି ପୁରୁଷ ପାଇଁ ଏହି କଥା ଦୁଃଖ ଦେଇଥାଏ। ପୁରୁଷଙ୍କ ପାଇଁ ମାନ ସମ୍ମାନ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ପତ୍ନୀଙ୍କ ସହିତ ଲଢେଇ ଝଗଡା:- ବନ୍ଧୁଗଣ ପତ୍ନୀ ସହିତ ଛୋଟ ଛୋଟ ଲଢେଇ ହେବା ସାଧାରଣ କଥା ହେଲେ ଅଧିକ ଝଗଡା ହେଲେ ଜୀବନ ନର୍କ ଭଳି ଲାଗିଥାଏ । ପତି ପତ୍ନୀ ଙ୍କୁ ନିଜେ ଆଉ ଜଣଙ୍କର ଇଚ୍ଛା କୁ ଧ୍ୟାନ ରେ ରଖିବା ଆବଶ୍ୟକ ଅଟେ।

ଅସନ୍ତୁଳିତ ଖାଦ୍ୟ:- ଯେଉଁ ଲୋକ ନିଜ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରନ୍ତି ନାହିଁ ଏବଂ ସେହି ଲୋକ ଅଧିକ ସମୟ ପାଇଁ ସୁଖୀ ଏବଂ ସୁସ୍ଥ ରହନ୍ତି ନାହିଁ। ଅଧିକ ମାସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ,ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ମାଂସାହାରି ରୁ ବଞ୍ଚନ୍ତୁ ଏବଂ ସନ୍ତୁଳିତ ଆହାର ନିଅନ୍ତୁ ଯେମିତିକି ସବୁଜ ପନିପରିବା ,ରୁଟି ଇତ୍ୟାଦି।

ବୁଦ୍ଧି ହୀନ ସନ୍ତାନ:- ଯେଉଁ ବ୍ୟକ୍ତିର ସନ୍ତାନ ବୁଦ୍ଧି ହୀନ ଅଟେ ତେବେ ଏହା ବହୁତ ଦୁଃଖ ଦେଇଥାଏ। ସନ୍ତାନ ବୁଦ୍ଧିମାନ ହେଲେ ମାତା ପିତାଙ୍କୁ ସୁଖ ମିଳିଥାଏ। ମୂର୍ଖ ସନ୍ତାନ କିଛି ନା କିଛି ଭୁଲ କରିବ ଯାହା ଫଳରେ ମାତା ପିତା ହଇରାଣ ହେବେ। ସଂସ୍କାରି ବନେଇବା ନିଜ ସନ୍ତାନକୁ ଛୋଟ ବେଳୁ ତାର ଦେଖା ଶୁଣା ଭଲ ଭାବରେ କରିବା ଆବଶ୍ୟକ ଅଟେ।


ବିମାରି:- ପ୍ରଥମ ସୁଖ ହେଉଛି ସୁସ୍ଥ ଶରୀର । ଯଦି ଶରୀର ସୁସ୍ଥ ରହିବ ତେବେ ଆମେ ଜୀବନର ଭରପୁର ଆନନ୍ଦ ନେଇ ପାରିବା।

ଧନର ଅଭାବ:- ସୁଖ ସୁବିଧାର କିଛି ଏମିତି ଜିନିଷ ଅଛି ଯାହା କେବଳ ଧନରୁ ହିଁ ପ୍ରାପ୍ତି ହୋଇଥାଏ। ଧନ ଅଭାବରୁ କେତେ ଥର ପରିବାରରେ ଅଶାନ୍ତି ଆସିଯାଇଥାଏ। ଘରର ସବୁ ସଦସ୍ୟ ଙ୍କୁ ସୁଖ ଦେବା ପାଇଁ ଧନର ଆବଶ୍ୟକତା ରହିଥାଏ। ଧନର କମି ହେଲେ ଚିନ୍ତା କରିବା ଆବଶ୍ୟକ ନୁହେଁ ଯାହାବି ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରେ ରହିବା ଆବଶ୍ୟକ ଅଟେ।

ଆଚାର୍ଯ୍ୟ ଚାଣକ୍ୟ କହୁଛନ୍ତି କୌଣସି ଵ୍ୟକ୍ତିର ମହତ୍ତ୍ୱ ତାର ଗୁଣ ପ୍ରଦାନ କରିଥାଏ। ଯେଉଁ ଲୋକ ଗୁଣରେ ପରିପୂର୍ଣ୍ଣ ତାକୁ ଦୁନିଆରେ ମହତ୍ତ୍ୱ ମାନାଯାଇଥାଏ ଏବଂ ଯିଏ କେବଳ ନିଜର ପ୍ରଶଂସା କରେ ସେ ନିଜେ ନିଜକୁ ଅନ୍ୟ ମାନଙ୍କ ଆଗରେ ତଳକୁ କରିଦିଏ।

Leave a Reply

Your email address will not be published. Required fields are marked *