October 23, 2024

Odia Express

Here, There and Everywhere

ବର୍ଷ ବର୍ଷ ପୁରୁଣା କାଶ ମାତ୍ର ୫ ମିନିଟ ରେ ସମାପ୍ତ ହେଇଯିବ ଆଉ ଆଗକୁ କେବେ ବି କାଶ ହେବନି….

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା ଆପଣ ଜାଣିବା ପରେ ଆପଣଙ୍କର କାଶ ଆପଣ ଗୋଟେ ରୁ ଦୁଇ ଦିନ ଭିତରେ ଚୁଟକି ରେ ଠିକ କରି ପାରିବେ। ଅର୍ଥାତ ଆପଣ ବହୁତ କମ ପ୍ରୟାସ କରିବା ଦ୍ୱାରା ନିଜର କାଶ ଠିକ କରି ପାରିବେ । ଆମର ଏହି ଉପାୟ ଛୋଟ ପିଲା ଠାରୁ ଅର୍ଥାତ ୧ ବର୍ଷ ର ପିଲା ଠାରୁ ଆରମ୍ଭ କରି ବୁଢା ଲୋକ ସଭିଙ୍କ ଯାଏ ଠିକ ରହିବ। ଏହାର କିଛି ବି ସାଇଡ଼ ଇଫେକ୍ଟ ନାହିଁ। ଆପଣଙ୍କୁ ଯଦି କାଶ ବେମାରି ହେଉଛି ତ ଆପଣ ରାତି ରାତି ସୋଇ ପାରୁନାହାନ୍ତି ଆଉ ଯଦି ଆପଣ ଏହାକୁ ଠିକ କରେଇବା ପାଇଁ କାଶ ଔଷଧ ନେଉଛନ୍ତି ତ ଆପଣ କମ ସେ କମ ଦୁଇ ତିନି ଦିନ ସେହି କାଶ ରେ ପୀଡିତ ରହୁଛନ୍ତି।

ଆଉ ଯଦି ତାହା ଠିକ ହେଇ ବି ଯାଉଛି ତ କିଛି ଦିନ ପରେ ଆପଣଙ୍କର କାଶ ପୁଣି ଫେରି ଆସୁଛି। ତ ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କରି ସାରିବା ପରେ ଆପଣଙ୍କ କାଶ କୁଆଡେ ଗାୟବ ହେଇଯିବ ଆଉ ଆପଣ ଏହି ଉପାୟ କରିସାରିବା ପରେ ଆପଣଙ୍କୁ ଆଉ ଔଷଧ ଖାଇବାର ଆବଶ୍ୟକତା ପଡିବନି। ଆଉ ଛୋଟ ପିଲା ଠାରୁ ବଡ଼ ଲୋକ ଯାଏ ସମସ୍ତେ ଏହାକୁ କରି ପାରିବେ ଆଉ ଖାଇ ବି ପାରିବେ। ତ ଆସନ୍ତୁ ଜାଣିବା ସେହି ଉପାୟ।

ଆପଣ ଏହି ଉପାୟ କୁ କରିବା ପାଇଁ ଏକ ତାଟିଆ ରେ ୬ ରୁ ୭ଟି ତୁଳସୀ ପତ୍ର ନେଇଯାଅନ୍ତୁ ଆଉ ତାକୁ ଭଲ ଭାବେ ଧୋଇ ଦେଇ ତାକୁ ପେଷି ଦିଅନ୍ତୁ। ତା ପରେ ଆପଣ ସେହି ପେଷ୍ଟ କୁ ତାଟିଆ ରେ ରଖି ଦିଅନ୍ତୁ। ତା ପରେ ଆପଣ ଏକ ଅଦା ନିଅନ୍ତୁ ଆଉ ତାକୁ ଭଲ ଭାବେ କୁଟି ଦିଅନ୍ତୁ। ତାର ରସ ଏକ ଚାମଚ ବାହାର କରି ଆପଣ ସେହି ତୁଳସୀ ପତ୍ର ର ପେଷ୍ଟ ସହ ଭଲ ଭାବେ ଗୋଳେଇ ଦିଅନ୍ତୁ। ତା ପରେ ଆପଣ ତାକୁ ଭଲ ଭାବେ ମିଶାନ୍ତୁ। ତା ପରେ ଆପଣଙ୍କୁ ଆବଶ୍ୟକତା ପଡିବ ଏକ ଚାମଚ ମହୁ ର। ଆପଣ ଏକ ଚାମଚ ମହୁ ଆଣି ସେଥିରେ ମିଶେଇ ଭଲ ଭାବେ ଗୋଳେଇ ଦିଅନ୍ତୁ।

ଆପଣ ଏହାକୁ ଶୋଇବା ଆଗରୁ ଅଧା ଚାମଚ ଖାଇକି ସୋଇ ପାରିବେ। ଏହାଦ୍ୱାରା ଆପଣଙ୍କର କାଶ ବହୁତ କମ ସମୟ ଭିତରେ ହି ଠିକ ହେଇଯିବ। ଯଦି ଆପଣ ଏହାକୁ ଛୋଟ ପିଲାଙ୍କ ପାଖରେ ବ୍ୟବହାର କରିବାକୁ ଚାହୁଁଛନ୍ତି ତ ଆପଣ ଏହାକୁ ଅଧା ରୁ ଅଧା ଚାମଚ ଦେଇ ପାରିବେ। ଏହା କେଉଁ ଔଷଧି ଠାରୁ ବି ଅଧିକ ଶକ୍ତିଶାଳୀ ଅଟେ ଆଉ ଆପଣଙ୍କର କାଶ ବହୁତ କମ ଦିନ ଭିତରେ ହି ଦୂର କରି ଦେଇ ପାରିବ।

Leave a Reply

Your email address will not be published. Required fields are marked *