June 21, 2025

Odia Express

Here, There and Everywhere

ଇଣ୍ଟରଭିୟୁ ରେ ଚତୁର ପ୍ରଶ୍ନ – ସେ କିଏ ଯିଏ ଭିକାରୀ ନୁହଁ ମାତ୍ର ପଇସା ମାଗେ, ଝିଅ ନୁହଁ ମାତ୍ର ଝିଅପିଲା ପର୍ସ ରଖେ ମନ୍ଦିର ପୂଜକ ନୁହଁ କିନ୍ତୁ ଘଣ୍ଟି ବଜାଏ ? କେବଳ ଚାଲାକ ଲୋକ ଉତ୍ତର ଦେଇ ପାରିବେ

1 min read

ଆପଣମାନେ ସମସ୍ତେ ପ୍ରସ୍ତୁତ ଅଛନ୍ତି ନା ଆମର ଆଜିର ଆହ୍ଵାନକୁ ସ୍ଵୀକାର କରିବା ପାଇଁ ? କଣ ଆପଣଙ୍କୁ ଭୟ ଲାଗୁଛି କି ଯେ ଆପଣ ନିଜକୁ ବୁଦ୍ଧିର ଘୋଡା ଭଳି ଦ୍ରୁତ ପ୍ରମାଣିତ କରିବାକୁ ଯାଇ ଖଚ୍ଚର ହେଇନଯିବେ? ଆରେ ବନ୍ଧୁ! ଏତେ ମଧ୍ୟ କଷ୍ଟ ନୁହେଁ ଏହି ଗୋଲକଧନ୍ଦା ଗୁଡିକ। କେବଳ ଅଳ୍ପ ବୁଦ୍ଧି ଲଗେଇ ଦିଅ କାରଣ ପଣଙ୍କୁ ଏହାର ଉତ୍ତର ଭଲଭାବରେ ଜଣା । ସର୍ତ୍ତ ଲଗାଉଛୁ ଆମେ ଯେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଖୋଜି ବିବ୍ରତ ହେଇଯିବେ ଆପଣ। କିନ୍ତୁ ଯଦି 10ସେକଣ୍ଡ ରେ ଆପଣ ଉତ୍ତର ଦେଇଦେବେ ତେବେ “ମୋଷ୍ଟ ଜିନିଅସ”ର ଉପାଧି ଆମ ତରଫରୁ ଆପଣଙ୍କ ନାମରେ ହେବ। ତେବେ ଆସନ୍ତୁ ବିଳମ୍ବ କାହିଁକି? ଆରମ୍ଭ କରିବା ଆଜିର ମଜାଦାର ଚାଲେଞ୍ଜ ।ଆଜି ଆମେ ଆପଣଙ୍କ ପାଇଁ ସାଧାରଣ ଜ୍ଞାନ ସହ ଯୋଡ଼ା କିଛି ସବୁଠୁ ବିଚକ୍ଷଣ ପ୍ରଶ୍ନ ଆଉ ତାର ଉତ୍ତର ଆଣିକି ଆସିଛୁ। ତ ଚାଲନ୍ତୁ ଜାଣିବା। 

୧: ଏପରି ଏକ ଜାଗା ଯେଉଁଠାକୁ ଯଦି ୧୦୦ ଲୋକ ଯାଆନ୍ତି ତ ୯୯ ଲୋକ ହି ଫେରିକି ଆସନ୍ତି?

ଉତ୍ତର : ସ୍ମଶାନ ଘାଟ

୨: ଏପରି କଣ ଅଛି ଯାହାକୁ କାଟିବା ପରେ ଆପଣ ଗୀତ ଗାଇବାକୁ ଲାଗନ୍ତି?

ଉତ୍ତର : ଜନ୍ମ ଦିନ ର କେକ

୩: ଏପରି ଜିନିଷ ର ନାମ କୁହନ୍ତୁ ଯାହାକୁ ଆପଣ ଜଳେଇ ପାରିବେ ନାହିଁ ଅଥବା ପାଣିଦ୍ୱାରା ଭିଜେଇ ପାରିବେ ନାହିଁ?

ଉତ୍ତର : ଛାଇ

୪: ସେ କିଏ ଯିଏ କି ଭିକାରୀ ନୁହଁ ମାତ୍ର ପଇସା ମାଗେ, ଝିଅ ନୁହଁମାତ୍ର ଝିଅପିଲା ପର୍ସ ରଖେ ମନ୍ଦିର ପୂଜକ ନୁହଁ କିନ୍ତୁ ଘଣ୍ଟି ବଜାଏ?

ଉତ୍ତର : ବସ କଣ୍ଡକ୍ଟର ଯିଏକି ଲୋକଙ୍କୁ ପଇସା ମାଗେ ,ଝିଅ ପିଲା ପର୍ସ ରଖେ ଓ ଯାତ୍ରୀ ରହିବା ସମୟ ହେଲେ ବସ ଘଣ୍ଟି ବି ହର୍ନ ବଜାଏ

୫: ଏପରି କଣ ଯାହାର ଚାରି ପାଦ ଥିବା ସତ୍ତ୍ୱେ ସେ ଚାଲିପାରେ ନାହିଁ?

ଉତ୍ତର : ଟେବୁଲ

୬: ଏପରି ଜିନିଷ ଯାହା ଆଲୋକ ରେ ଆପଣଙ୍କ ସହ ରହେ ମାତ୍ର ଅନ୍ଧାର ରେ ନୁହଁ?

ଉତ୍ତର : ଛାଇ

୭: ଏମିତି କଣ ଅଛି ଯାହା କି ଉପର ତଳ ହୁଏ ମାତ୍ର ହଳେ ନାହିଁ?

ଉତ୍ତର : ତାପମାତ୍ରା

୮: କିଏ ସେ ଯିଏ କି ନାକରେ ଚଢ଼େ ଆଉ ନାକ ଧରିକି ପଢାଏ?

ଉତ୍ତର : ଚଷମା

୯: ପୃଥିବୀ ଉପରେ ସମ୍ପୂର୍ଣ କେତେ ମହାସାଗର ଅଛି?

ଉତ୍ତର : ୫ 

୧୦: ସେ କିଏ ଯିଏ କି  Dhadkan  ରେ ଅଛି, Maan ରେ ଅଛି ମାତ୍ର ସ୍ପନ୍ଦନ ରେ ନାହିଁ?

ଉତ୍ତର : ଆମୀର ଖାନ

୧୧: ଅନ୍ତରୀକ୍ଷ ରେ ପହଁଚିଥିବା ବିଶ୍ୱ ର ପ୍ରଥମ ବ୍ୟକ୍ତି କିଏ?

ଉତ୍ତର : ମେଜର ୟୁରି ଗାଗ୍ରୀ

୧୨: ରାଷ୍ଟ୍ରମାଣ୍ଡଳ ସମୂହ ରେ ପୁରା କେତେ ଦେଶ ସାମିଲ ଅଛନ୍ତି?

ଉତ୍ତର : ୫୩ ଦେଶ

୧୩: କେଉଁ ଜୀଵ ର ୩୨ ଟି ଦୀମାଗ ଥାଏ?

ଉତ୍ତର : ଜୋକ ର

୧୪: କେଉଁ ଦେଶ ରେ ଗୋଟେ ବି ଟ୍ରାଫିକ ସିଗ୍ନାଲ ନାହିଁ?

ଉତ୍ତର :ଭୁଟାନ ରେ

୧୫: କେଉଁ ଜୀଵ ର ଜିଭ କଳା ଥାଏ?

ଉତ୍ତର : ଜିରାଫ ର

୧୬: ଭାରତ ବ୍ୟତୀତ ରେ ଆଉ କେଉଁ ଦେଶ ରେ ୧୫ ଅଗଷ୍ଟ କୁ ସ୍ୱତନ୍ତ୍ରତା ମନା ଯାଏ?

ଉତ୍ତର : ଦକ୍ଷିଣ କୋରିଆ

୧୭: କେଉଁ ଦେଶ ରେ ଗୋଟେ ବି ନଦୀ ନାହିଁ?

ଉତ୍ତର : ସାଉଦି ଆରବ

୧୮: ବିଶ୍ୱ ର ସବୁଠୁ ପ୍ରାଚୀନ ଭାଷା?

ଉତ୍ତର : ସଂସ୍କୃତ ଭାଷା

୧୯: କ୍ଷୀର କାହା ଯୋଗୁଁ ଫାଟି ଯାଏ?

ଉତ୍ତର : ଜୀବାଣୁ ମାନଙ୍କ କାରଣ ରୁ

୨୦: ମହିଳା କେତେ ଥର ଛୁଆ ଜନ୍ମ କରି ପାରିବେ?

ଉତ୍ତର : ୪୦ ଥର

୨୧: ଘୋଡା ଶରୀର ରେ କଣ ନଥାଏ?

ଉତ୍ତର : ଗଲ ବ୍ଲାଦର

୨୨: ବୃକ୍ଷ ରେ ଲାଗିଥିବା ବିଶ୍ୱ ର ସବୁଠୁ ବଡ଼ ଫଳ କେଉଁଟା?

ଉତ୍ତର : କଟହଲ

Leave a Reply

Your email address will not be published. Required fields are marked *