October 17, 2024

Odia Express

Here, There and Everywhere

ଥାଇରଏଡ଼ ଦୂର କରିବାର ସହଜ ଉପାୟ – , ଥାଇରଏଡ଼ ରେ ସବୁଠୁ ପ୍ରଭାବିଶାଳୀ ୩ଟି ଜିନିଷ ଏହାକୁ ବହୁତ ଜଲଦି ନିୟନ୍ତ୍ରଣ କରେ..

ଆଜି ଆମେ ଆପଣଙ୍କ ପାଖରେ ପ୍ରକାଶ କରିବାକୁ ଯାଉଛୁ କିଛି ଏପରି ଜିନିଷ ଯାହାକୁ କି ଥାଇରଏଡ଼ ରେ ସବୁଠୁ ଅଧିକ ଖିଆ ଯାଇ ଥାଏ। ଅର୍ଥାତ ଏହି ଜିନିଷ ମାନଙ୍କର ସେବନ ଯଦି ନିୟନ୍ତ୍ରିତ ଅବସ୍ଥା ରେ ଥାଇରାଏଡ଼ ରେ କରା ଯାଇ ତ ଆମେ ଥାଇରାଏଡ଼ ରୁ ମୁକ୍ତି ପାଇବା ପାଇଁ ଆଉ ଔଷଧ ର ଆବଶ୍ୟକତା କରିବା ନାହିଁ। ଡାଇବେଟିସ, ଥାଇରାଏଡ଼ ଆଉ ଆନ୍ତଃରାଇଟିସ ଭଳି ବେମାରି କୁ ଠିକ ହେବା ପାଇଁ ବହୁତ ବର୍ଷ ସମୟ ଲାଗି ଥାଏ। କାରଣ ଏହାର ଚିକିତ୍ସା ଔଷଧ ରେ ନୁହଁ ବରଂ ଆମ ଖାଦ୍ୟ ରେ ଲୁଚିକି ଥାଏ। ଆଉ ଏହି ରୋଗ ହେଇଥିବା ସମୟରେ ଲୋକ କେବଳ ଔଷଧ ଉପରେ ହି ନିର୍ଭରଶୀଳ ହେଇ ଯାଆନ୍ତି। ଥାଇରାଏଡ଼ ର ଔଷଧ ଦ୍ୱାରା ଆମ ଶରୀର ରେ ଥାଇରାଏଡ଼ ର ହରମୋନ ମାନଙ୍କର ସନ୍ତୁଳନ ତ ଠିକ ରହେ ମାତ୍ର ଏହା ଦ୍ୱାରା ଆମ ଶରୀର ରେ କିଛି ସାଇଡ଼ ଇଫେକ୍ଟ ପଡ଼ିବାକୁ ଲାଗେ।

ଯେପରି କି ଆମ ଚୁଟି ଝଡ଼ିବା, ଆମର ସ୍କିନ ଖରାପ ହେବା ଇତ୍ୟାଦି। ତେଣୁ ଥାଇରାଏଡ଼ ହେବା ସମୟରେ ଆମେ ଔଷଧ ଖାଇ ତାକୁ ନିୟନ୍ତ୍ରଣ ତ କରିଦେଉ ମାତ୍ର ଏହା କରିବା ପରେ ଆମେ ନିଜର ହରମୋନ କୁ ନିୟନ୍ତ୍ରଣ କରିବା ପାଇଁ କିଛି ଖାଦ୍ୟ ର ସେବନ ବି କରିବା ଦରକାର। ତେଣୁ ଏହା ତାହା ଦ୍ୱାରା ସମ୍ଭବ ଯାହାଦ୍ୱାରା କି ଆମେ ଏପରି କିଛି ଖାଦ୍ୟ ଖାଇବା ଯାହା କି ଆମ ଥାଇରାଏଡ଼ ପାଇଁ ଉପଯୋଗୀ ହେଇଥିବ। ତ ଆଜି ଆମେ ଏପରି କିଛି ଜିନିଷ ବାବଦରେ କହିବାକୁ ଯାଉଛୁ ଯାହାକୁ କି ଆମେ ଥାଇରାଏଡ଼ ସମୟରେ ଖାଇବା ଦରକାର।

୧.ନଡିଆ ତେଲ: ନଡିଆ ତେଲ ରେ ଫ୍ୟାଟି ଏସିଡ ଭରପୁର ମାତ୍ରା ରେ ଥାଏ ଯାହା କି ଆମ ଶରୀର ର ମେଟା ବୋଲିଯିମ ବୃଦ୍ଧି କରିବାରେ ସହାୟକ ହୁଏ। ଥାଇରାଏଡ଼ ଆମ ଶରୀର ର ମେଟାବୋଲିଯିମ କୁ କମେଇ ଦେଇଥାଏ ଯାହାଦ୍ୱାରା କି ବ୍ୟକ୍ତି ମୋଟା ହେଇଯାଏ। ମାତ୍ର ନଡ଼ିଆ ତେଲ ଖାଇବା ଦ୍ୱାରା ବ୍ୟକ୍ତି ମୋଟାପା ରୁ ମୁକ୍ତି ପାଏ।।

୨.ଦହି: ନଡିଆ ତେଲ ପରି ଥାଇରାଏଡ଼ ସମୟରେ ଦହି ର ସେବନ କରିବା ଦରକାର। ଦହି ରେ ଭିଟାମିନ ଡି ସେଲେନିଆମ ଆଉ ଆୟୋଡିନ ଥାଏ ଯାହା କି ଆମ ଶରୀର ରେ ଥାଇରାଏଡ଼ ଜନିତ ବେମାରି ପାଇଁ ବହୁତ କାମରେ ଲାଗେ।

୩.ଧନିଆ: ଧଣିଆ ପତ୍ର ଠାରୁ ଆରମ୍ଭ କରି ସବୁ ପ୍ରକାର ର ଧଣିଆ ଆମ ଶରୀର ରେ ଥାଇରାଏଡ଼ ଜନିତ ସମସ୍ୟା ପାଇଁ ବହୁତ ଲାଭକାରୀ ମାନା ଯାଇଥାଏ। ଏହା ଥାଇରାଏଡ଼ କୁ ଠିକ କରିବା ସହ ବ୍ୟାଡ କୋଲେଷ୍ଟେରଲ ଆଉ ଏସିଡିଟି ବି ଦୂର କରିଥାଏ। ତେଣୁ ଧନିଆ ନିହାତି ସେବନ କରିବା ଦରକାର।

Leave a Reply

Your email address will not be published. Required fields are marked *