October 17, 2024

Odia Express

Here, There and Everywhere

ପୋଲିସ କୁ ଦେଖିକି ଏହି ଯୁବକ ୧୦ ଟଙ୍କିଆ ନୋଟ ରୁ ହି ମାସ୍କ ବନେଇ ଦେଲା – ତା ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ…

ଆଜି ଆପଣ ମାନଙ୍କ ପାଇଁ ଆମେ ଏକ ବହୁତ ମଜାଳିଆ ରିପୋର୍ଟ ଆଣିଛୁ। ଏହା ହେଉଛି ଦୁଇଟି ଯୁବକ ଙ୍କର ଖବର ଯେବେ କି ତାଙ୍କୁ ପୋଲିସ ଫୋଲୋ କଲା ଆଉ ତାଙ୍କ ଭିତରୁ ଏକ ଯୁବକ ନିଜର ୧୦ ଟଙ୍କିଆ ନୋଟ କୁ ହିଁ ମାସ୍କ ବନେଇ ଦେଲା। ଏହା ଆପଣ ମାନଙ୍କୁ ବହୁତ ମଜାଳିଆ ଲାଗୁ ଥାଇପାରେ ମାତ୍ର ଏହା ସତ ଘଟଣା ଅଟେ। ଏହା ପୂର୍ବରୁ ଆପଣ ମାନେ କୁହନ୍ତୁ କି ଆପଣ କରୋନା ଭାଇରସ ଉପରେ ଦିଆ ଯାଇଥିବା ସରକାର ଙ୍କର ଗାଇଡ଼ଲାଇନ କୁ ଫୋଲୋ କରୁଛନ୍ତି କି ନାହିଁ। ତେବେ ଆମର ଅନୁରୋଧ ଆପଣ ନିଶ୍ଚିତ ସରକାର ଙ୍କର କଥା ମାନନ୍ତୁ।

ଏହି ସବୁ ମାମଲା ଆସିଛି ମେରାଟ ରୁ।ଆପଣ ଜାଣିଛନ୍ତି କି କରୋନା ଭାଇରସ କୁ ନେଇ ଆମର ହେଇଥିବା ଲକଡାଉନ ଲଗାତାର ଆଗକୁ ହି ବଢି ବଢି ଚାଲିଛି। ଏହାଦ୍ୱାରା ଆମର ଦେଶ ର ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କିଛି ଗାଇଡ଼ଲାଇନ ଜାରି କରିଛନ୍ତି ଯାହା କି ଆମକୁ ପାଳନ କରିବା ନିହାତି ଦରକାର। ଏହି ଗାଇଡ୍ଲାଇନ ଅନୁସାରେ ଆପଣ ଯେତେବେଳେ ବି ଘରୁ ବାହାରକୁ କୁଆଡେ ବି ଯାଉଛନ୍ତି ତ ଆପଣଙ୍କର ମାସ୍କ ଲଗେଇବା ଆଣିବାର୍ଯ୍ୟ ହେଇ ଯାଇଛି।

ଅର୍ଥାତ ଆପଣ କୁଆଡେ ବି ବିନା ମାସ୍କ ରେ ଯାଇ ହି ପାରି ବେନି। ଆଉ ଏହା ସହିତ ହି ଆପଣ ନିଜ ପାଖରେ ଏକ ହ୍ୟାଣ୍ଡ ସ୍ୟାନିଟାଇଜର ରଖିବା ନିହାତି ଦରକାର ଯାହାଦ୍ୱାରା କି ଆପଣ ଯେତେବେଳେ ବି ସୁପର ମାର୍କେଟ କୁ ଯିବେ ତାହା ଆପଣ ମାସ୍କ ଲାଗେଇକି ହି ଯାଇ ପାରିବେ। ଆଉ ସୁପର ମାର୍କେଟ ରେ ବି ମାସ୍କ ଲଗେଇବା ଆଣିବାର୍ଯ୍ୟ ହେଇଯାଇଛି।

ମେରାଟ ରୁ ଏହି ମାମଲା ସାମ୍ନା କୁ ଆସୁଛି ଯେଉଁଠି କି ଦୁଇଜଣ ଯୁବକ ଏମିତି ହି ବୁଲୁ ବୁଲୁ ନିଜର ବାଇକ ଧରି ସୁପର ମାର୍କେଟ ଆଡକୁ ଚାଲିଲେ।।ଏହି ଭିତରେ ସେମାନଙ୍କୁ ପୋଲିସ ଦେଖିନେଲା। ତ ପଛରେ ବସିଥିବା ଯୁବକ ତା ପକେଟ ରୁ ରୁମାଲ ବାହାର କଲା ଆଉ ତାକୁ ନିଜ ମୁହଁ ରେ ଗୋଡେଇ ବନ୍ଧିଦେଲା। ମାତ୍ର ଆଗରେ ଚଳାଉଥିବା ଯୁବକ ପାଖରେ ନା ତ ମାସ୍କ ଥିଲା ଆଉ ନା ହି ରୁମାଲ ଥିଲା। ତ ସେ ବାସ ଏତିକି କଲା ସେ ନିଜର ପକେଟ ରୁ ଏକ ୧୦ ଟଙ୍କିଆ ନୋଟ ବାହାର କଲା ଆଉ ତାକୁ ହି ନିଜ ମୁହଁ ରେ ମାସ୍କ କରିକି ବାନ୍ଧି ଦେଲା

ଆପଣଙ୍କୁ ଆମେ କହି ରଖୁଛୁ କି ପଇସା ନୋଟ ସବୁଠୁ ଅଧିକ ଭୟଙ୍କର ହେଇଥାଏ। ଏହା ବହୁତ ଲୋକଙ୍କ ଭିତରେ ଯିବା ଆସିବା କରେ ତେଣୁ ଏଥିରେ ଭାଇରସ ଲାଗି ରହିବାର ମାତ୍ରା ସର୍ବାଧିକ ଥାଏ।ଏହି ପୁଅ କୁ ପୋଲିସ ଯେତେବେଳେ ଦେଖିଲା କି ସେ ମାସ୍କ ବଦଳରେ ନୋଟ ଲାଗେଇଛି ତ ପୋଲିସ ତାଙ୍କୁ ଅଟକାଇଲା ଆଉ ତାଙ୍କର ବାଇକ ର ଚାଲାଣ ବି କାଟିଲା। କାଟିସାରିବା ପରେ ପୋଲିସ ତାଙ୍କୁ କହିଲା କି ମାସ୍କ ଲଗେଇବା ଅନୀବାର୍ଯ୍ୟ ଅଟେ।

Leave a Reply

Your email address will not be published. Required fields are marked *