October 23, 2024

Odia Express

Here, There and Everywhere

ଏକ ମାସ ହି ଆପଣ ସକାଳୁ ତୁଳସୀ ପତ୍ର ଖାନ୍ତୁ, ସବୁ ରୋଗ ଜଡ ରୁ ସମାପ୍ତ ହେଇଯିବ…

ଯେମିତି ଆମର ପେଟ୍ରୋଲ ଗାଡି ରେ ଡିଜେଲ ପକେଇବା ଦ୍ୱାରା ଆମର ଗାଡି ଖରାପ ହେଇଯାଏ ସେମିତି ହିଁ ଆମ ଶରୀର ଭିତରକୁ ଭୁଲ ଜିନିଷ ଯିବା ଦ୍ୱାରା ଆମ ଦେହ ବି ଖରାପ ହେଇ ପାରେ। ତେଣୁ ଆମେ ଖାଦ୍ୟ ଉପରେ ସତର୍କତା ଅବଲମ୍ବନ କଲେ ହି ଯାଇକି ଆମେ ସୁସ୍ଥ ରହି ପାରିବା। ଆମେ ସେହି ୧୦ କି ୫ ଲକ୍ଷ ଗାଡି ପାଇଁ। ତ ଏତେ ଯତ୍ନ କରୁଛୁ ମାତ୍ର ଆମ ଶରୀର ରୂପୀ ଏହି ଗାଡି ର କିଛି ଯତ୍ନ କରିନାହୁଁ। ତେଣୁ ଆମର ଏହି ଲିଖନ ରେ ଆମେ ଆପଣଙ୍କ ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ କହି ଥାଉ । ତ ଆଜି ଆମେ ଏକେପରି ଜିନିଷ ବାବଦରେ ଜାନିବାକୁ ଚାହୁଁଚୁ ଯାହାକୁ ଲୋକ ତୁଳସୀ ବୋଲି କୁହନ୍ତି। ଆୟୁର୍ବେଦ କହେ କି ଆପଣ ଖାଦ୍ୟ ସହ ଯଦି ଗୋଟେ ତୁଳସୀ ପତ୍ର ସେବନ କରନ୍ତି ତ ଆପଣ ସର୍ବଦା ସୁସ୍ଥ ରହି ପାରିବେ। ତ ଆଜି ଆମେ ଆପଣଙ୍କୁ ତୁଳସୀ ର ଫାଇଦା କହିବାକୁ ଯାଉଛୁ। ଏହାକୁ ଅନ୍ତ ଯାଏ ପଢନ୍ତୁ।

ଆଜି ଆପଣଙ୍କୁ ଯଦି ସୁସ୍ଥ ରହିବାର ଅଛି ତ ଆପଣଙ୍କୁ କିଛି କାମ କରିବାକୁ ହେବ। ଆପଣ ଏହା ଦ୍ୱାରା ନିଜ ପରିବାର ତଥା ପରିବାର ର ସମସ୍ତ ସଦଶୟ ମାନଙ୍କୁ ବି ସୁସ୍ଥ ରଖି ପାରିବେ। ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି ଆପଣ ନିଜେ ତୁଳସୀ ପତ୍ର ଖାଆନ୍ତୁ ଆଉ ନିଜର ପରିବାର ଲୋକ ମାନଙ୍କୁ ବି ଦିଅନ୍ତୁ। ଏହା ବହୁତ ସହଜ ଉପାୟ ଅଟେ ସୁସ୍ଥ ରହିବାର। ଏମିତି ରେ ବି ଯଦି ଆପଣ ସକାଳୁ ଉଥାନ୍ତି ଆଉ ତୁଳସୀ ପତ୍ର ଖାଆନ୍ତି ତ ଆପଣଙ୍କୁ ରୋଗ ଛୁଇଁ ବି ପାରିବନି। ତ ଚାଲନ୍ତୁ ଜାଣିବା ଏହି ତୁଳସୀ ପତ୍ର ଖାଇବାଇ କି କି ଫାଇଦା ରହିଛି।

୧: ପ୍ରଥମ ଫାଇଦା ହେଉଛି ଡାଇବେଟିସ। ସୁଗାର ସ୍ତର ଶରୀର ରେ ବଢିବା ଦ୍ୱାରା ଆମକୁ ଡାଇବେଟିସ ହେଇ ଥାଏ। ତେଣୁ ଏହାଠାରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ଇନ୍ସୁଲୀନ କୁ ବଢ଼େଇବା। ଆଉ ତୁଳସୀ ପତ୍ର ଆମ ଦେହ ର ଇନ୍ସୁଳୀନ ବଢ଼େଇ ଥାଏ।

୨: ଦ୍ୱିତୀୟ ଫାଇଦା ହେଉଛି ଏହା ଆମ ହୃଦୟ କୁ ସୁସ୍ଥ ରଖି ଥାଏ। ଆମ ହୃଦୟ ସୁସ୍ଥ ରହିବ ତ ଆମ ଶରୀର ବି ସୁସ୍ଥ ଆଉ ମଜବୁତ ରହିବ। ତେଣୁ ଆମକୁ ହୃଦୟ ସୁସ୍ଥ ରଖିବା ପାଇଁ ଖରାପ କଲେଷ୍ଟେରୋଲ ର ସ୍ତର କୁ କମେଇବା ଦରକାର। ଏହା ପାଇଁ ଆପଣଙ୍କୁ ତୁଳସୀ ପତ୍ର ର ସେବନ କରିବା ଦରକାର।

୩: ଯଦି ଆପଣଙ୍କୁ ସର୍ଦ୍ଧି , କାଶ ତଥା ଥଣ୍ଡା କି ଜ୍ୱର କିଛି ବି ହେଉଛି ତ ଆପଣ ତୁଳସୀ ପତ୍ର ଖାଇବା ଆରମ୍ଭ କରନ୍ତୁ। ଏହାଦ୍ୱାରା ତାହା ଭଲ ହେଇଯିବ।

Leave a Reply

Your email address will not be published. Required fields are marked *