ଆସନ୍ତୁ ଜାଣିବା ଭାରତର ଧନୀ ପରିବାର ନିଜ ପଇସା କେଉଁଥିରେ ଖର୍ଚ୍ଚ କରିଥାନ୍ତି ? ଜାଣିଲେ ଆପଣ କହିବେ ଜୀବନ ବଂଚିବ ତା ଏପରି…
ଭାରତ ସବୁଠୁ ସୁନ୍ଦର ଦେଶ ମାନଙ୍କ ମଧ୍ୟରୁ ଗୋଟେ ।ଏଠି ଆପଣ ଙ୍କୁ ସେହି ସବୁ ଦେଖିବାକୁ ମିଳେ ଯାହା ଆଉ କେଉଁଠି ଦେଖିବାକୁ ମିଳିନଥାଏ।ଏଠି କାର କିଛି ଧନୀ ପରିବାର ଅଛନ୍ତି ଯାହାଙ୍କୁ ଯଦି କୌଣସି ଜିନିଷ ପସନ୍ଦ ଆସିଯାଇଥାଏ ସେ ତାକୁ କୌଣସି ପ୍ରକାର କିଣିଥାନ୍ତି।ଯେପରି ନିଜ ବିମାନ ,ହୀରା ବ୍ୟାଗ ଓ ୨୫୦ କୋଟି ର ଜନ୍ମ ଦିନ ପାଳନ କରିଥାନ୍ତି।ଆପଣ ଭୁଝି ଯାଇଥିବେ ଆମେ କାହା ବିଷୟରେ କହୁଛୁ ଆମେ କହୁଛୁ ଅମ୍ବାନୀ ପରିବାର ବିଷୟରେ।ଆସନ୍ତୁ ଜାଣିବା ଏହି ଧନୀ ପରିବାର ନିଜ ପଇସା କେଉଁଥିରେ ଖର୍ଚ୍ଚ କରିଥାନ୍ତି।ତେବେ ଆପଣଙ୍କୁ କହିରଖୁ ଯେ ଅମ୍ବାନୀ ପରିବାର ଅନେକ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତି
ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି। ଯାହାଙ୍କ ପାଖରେ ୧୬୮ ପସନ୍ଦ ର କାର ଅଛି ଯାହା ମଧ୍ୟରେ ମସଡ଼ିସ,ବିଏମଡବ୍ଲୁ,ଅଡ଼ି,ଫରାରୀ, ଜାଗୁଆର ଆଦି ଅନେକ ଗାଡି ଅଛି।ତାଙ୍କ ପାଖରେ ଏକ ଏପରି ଭ୍ୟାନ ଅଛି ଯାହା ମଧରେ ୨ ଟି ରୁମ ଫୁଲ ଏସି ସହିତ ସବୁ ସୁବିଧା ଅଛି।ତାହା ଭିତରେ ବସି ଆପଣ ସବୁ ବାହାର ଦୁନିଆକୁ ଦେଖି ପାରିବେ।ଅମ୍ବାନୀ ପରିବାରୁ କୁ ପାର୍ଟି କରିବା ବହୁତ ପସନ୍ଦ ସେ ନିଜ କୌଣସି ସଫଳତା ପରେ ପାର୍ଟି କରିଥାନ୍ତି ଓ ତାଙ୍କ ପାର୍ଟି ରେ ଆପଣଙ୍କୁ ବଲିଉଡ,ହଲିଉଡ଼ ଓ ଖେଳାଳି ମାନେ ବି ଦେଖିବାକୁ ମିଳିଥାନ୍ତି।ମୁକେଶ ଅମ୍ବାନୀ ନିଜ ପତ୍ନୀ ନିତା ଅମ୍ବାନୀ ଙ୍କ ଜନ୍ମ ଦିନରେ ୨୫୦ କୋଟି ଖର୍ଚ୍ଚ କରିଥିଲେ।ଏହି ପାର୍ଟି ରେ ଅନେକ ବଡ କଳାକାର ଓ ଖେଳାଳି ଦେଖା ଯାଇଥିଲେ।ଏହି ପାର୍ଟି ପାଇଁ ମହଲକୁ ସୁନ୍ଦର ଭାବେ ସଜା ଯାଇଥିଲା ।
ନିତା ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ଙ୍କ ପତ୍ନୀ ଅଟନ୍ତି ତାଙ୍କର ଯାହା ମନ କରେ ସେ ତାହାକୁ କିଣିଥାନ୍ତି।ତାଙ୍କ ପାଖେ ଦୁନିଆର ସବୁଠୁ ଦାମୀ ବ୍ୟାଗ ମଧ୍ୟରେ ଗୋଟେ ହମସ ବ୍ୟାଗ ଅଛି ଯାହା ଯାହା ଉପରେ ସୁନା ଓ ହୀରା ଲାଗିଛି ଓ ଏହାର ଦାମ ୨.୬ କୋଟି ଅଟେ।ସେ ଯେଉଁ ଶାଢ଼ୀ ପିନ୍ଦିଥାନ୍ତି ତା ଦାମ ୪୦ ଲକ୍ଷ ଅଟେ।ସେ ଯେଉଁ ଚପଲ ଥରେ ପିନ୍ଦିଥାନ୍ତି ତାକୁ ଆଉ ଥରେ ପିନ୍ଦି ନଥାନ୍ତି।ଅମ୍ବାନୀ ଙ୍କ ପାଖରେ ଏକ ଏପରି ଜାହାଜ ଅଛି ଯାହା ର ଦାମ ୧୬୯ କୋଟି ଏହା ମଧରେ ସବୁ ସୁବିଧା ରହିଛି।ଯେପରି ଯିମ ସହିତ ଅନ୍ୟ ସମସ୍ତ ସୁବିଧା ରହିଛି।
ସେ ଯେଉଁ ଘରେ ରହିଥାନ୍ତି ତାର ଦାମ ୭ ହଜାର ୧୩୩ କୋଟି ୬୮ ଲକ୍ଷ ଅଟେ।ଏହି ଘର ଦୁନିଆର ସବୁଠୁ ମହଙ୍ଗା ଘର ଅଟେ।ଯାହା ମଧରେ ସେଲୁନ,ସିନେମାଘର,ଆଇସ ପାର୍କ,ଖେଳପଡ଼ିଆ, ଇତ୍ୟାଦି ରହିଛି।ତାଙ୍କ ଘରେ ଏପରି ୪ ଟି ଟଏଲେଟ ଅଛି ଯାହା ସୁନା ରେ ତିଆରି ହୋଇଛି।ଅମ୍ବାନୀ ଙ୍କ ଝିଅ ର ବାହାଘର ରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।ଏହି ଧନୀ ପରିବାର ଯେତେ ଧନୀ ତାଙ୍କ ମନ ବି ସେତେ ବଡ ସେ ସବୁବେଳେ ଗରିବ ଲୋକଙ୍କ ପାଇଁ ଓ ଅନ୍ୟାନ୍ୟ କାମ ପାଇଁ ପଇସା ଦେଇଥାନ୍ତି ଯଦି ଆମ ଲେଖା ପସନ୍ଦ ଆସୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।