December 22, 2024

Odia Express

Here, There and Everywhere

ରାତି ୧୨ ପରେ ଶୋଉଥିବା ଲୋକମାନେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ..

ଡେରି ରାତି ଯାଏ ଶୋଉଥିବା ଲୋକ ମାନଙ୍କୁ ସମାଜ ରେ ବେଦାୟିତ୍ତ୍ୱ ତଥା ବହୁତ ଆଳସୁଆ ଭାବେ ମାନା ଯାଇଥାଏ। ମାତ୍ର ବିଜ୍ଞାନ ଏହା ବାବଦରେ ଆହୁରି କିଛି କହିଥାଏ। ଆଜି ଆମେ ଆପଣଙ୍କ କହିବୁ କି ଡେରି ରାତି ରେ ଶୋଉଥିବା ଲୋକ ଆଉ ଜଲଦି ଶୋଉଥିବା ଲୋକଙ୍କର ବୌଦ୍ଧିକ ଜ୍ଞାନ ବାବଦରେ। ଜଣେ ଲୋକପ୍ରିୟ ଲେଖକ ବେଞ୍ଜମିନ ଫ୍ରାନ୍କଲିନ କୁହନ୍ତି କି ଜଲଦି ଶୋଇବା ଆଉ ସକାଳୁ ଜଲଦି ଉଥିବା ଜଣେ ବ୍ୟକ୍ତି କୁ ବହୁତ ଆଶାବାଦୀ ଆଉ ଫୁର୍ତିକର କରାଇଥାଏ। ସେମାନେ ବହୁତ ହେଲଦୀ ରୁହନ୍ତି।
ମାତ୍ର ସାଇନ୍ସ କହେ କି ଜଲଦି ସୋଇକି ଉଠୁଥିବା ଲୋକ ମାନଙ୍କର ବୌଦ୍ଧିକ ଜ୍ଞାନ ଡେରି ଯାଏ ନ ଶୋଉଥିବା ଲୋକ ଙ୍କର ବୌଦ୍ଧିକ ଜ୍ଞାନ ତୁଳନା ରେ ବହୁତ କମ ହେଇଥାଏ।

ଏହା ଶୁଣିବା ପରେ ଆପଣ ଡେରି ଯାଏ ଜାଗ୍ରତ ରହିବା ଆରମ୍ଭ କରିଦେବେନି। କାରଣ ଏକ ରିପୋର୍ଟ ରେ ଏହା ବି କୁହା ଯାଇଛି କି ଜଲଦି ଉଠୁଥିବା ଲୋକ ମାନଙ୍କର ଶରୀର ବହୁତ ଫିଟ ଆଉ ହେଲଦୀ ରହିଥାଏ। ଏମାନେ ସୂର୍ଯ୍ୟ କିରଣ ର ବହୁତ ପାଖରେ ରୁହନ୍ତି ଯାହାଦ୍ୱାରା କି ତାଙ୍କର ଶରୀର ବହୁତ ହେଲଦୀ ରହିଥାଏ।

ଏକ ରିପୋର୍ଟ ସ୍କାନ ରେ କୁହାଗଲା କି ଆମ ମସ୍ତିଷ୍କ ର ଗର୍ତ୍ତହାର ସକାଳ ସମୟରେ ହି ଅଧିକ ଏକ୍ଟିଭ ରହିଥାଏ। ଏହି ଭାଗ ଆମ ଦୀମାଗ ରେ ଇଛାଶକ୍ତି ଜାଗ୍ରତ କରାଏ। ଏହି ଇଛା ଶକ୍ତି ହି ଆମକୁ ବଡ଼ ରୁ ବଡ଼ ଜିନିଷ ପାଇବାରେ ସାହାଯ୍ୟ କରେ। ଅର୍ଥାତ ଇଛାଶକ୍ତି ହି ସବୁଠାରୁ ମହତ୍ତ୍ୱପୁର୍ଣ ହେଇଥାଏ ଜୀବନ ରେ ଯାହା କି ଜଲଦି ଶୋଉଥିବା ଆଉ ଜଲଦି ଉଠୁଥିବା ଲୋକ ମାନଙ୍କ ଭିତରେ ବହୁତ ଅଧିକ ଥାଏ। ଅର୍ଥାତ ଜଲଦି ଶୋଇବା ଆମ ପାଖେରେ କେଉଁ ଆଡୁ ବି ଖରାପ ନୁହଁ। ବରଂ ଏହା ଆମ ପାଇଁ ବହୁତ ହେଲଦୀ ଆଉ ଫିଟ ହେଇଥାଏ।

ମାତ୍ର ଯେପରି କି ଆମେ କହିଛୁ କି ଡେରି ରାତି ଯାଏ ଜାଗ୍ରତ ଥିବା ବ୍ୟକ୍ତି ଙ୍କର ବୌଦ୍ଧିକ କ୍ଷମତା ଜଲଦି ଶୋଉଥିବା ଲୋକଙ୍କର ବୌଦ୍ଧିକ କ୍ଷମତା ଠାରୁ ଅଧିକ ହେଇଥାଏ। ଏହାର ଅର୍ଥ କି ଆମକୁ ବୌଦ୍ଧିକ କ୍ଷମତା ବଢ଼େଇବା ପାଇଁ ଡେରି ଯାଏ ଜାଗ୍ରତ ରହିବାର ଆବଶ୍ୟକତା ନାହିଁ।

ଯେଉଁମାନେ ଡେରି ରାତି ଯାଏ ଜାଗ୍ରତ ରୁହନ୍ତି ସେମାନେ ସମାଜ ସହ ମିଶି ପାରନ୍ତି ନାହିଁ। ଅର୍ଥାତ ସେମାନେ ଅନ୍ୟ ଏକ ଟାଇମ ଯୋନ ରେ ବଂଚନ୍ତି। ତେଣୁ ସେମାନଙ୍କ ପାଇଁ ଦିନ ର ଆରମ୍ଭ ସକାଳୁ ଡେରି ରେ ହୁଏ ଆଉ ସେମାନେ ସମାଜ ସହ ମିଶି ପାରନ୍ତି ନାହିଁ। ସେମାନେ ସବୁ କାମ ରେ ପଛୁଆ ଥାଆନ୍ତି। ଏହାକୁ ବୈଜ୍ଞାନିକ ମାନେ ସୋସିଆଲ ଜେଟ ଲ୍ୟାଗ ଭାବେ ନାମିତ କରିଛନ୍ତି। ମାତ୍ର ଏମାନଙ୍କର ବୌଦ୍ଧିକ କ୍ଷମତା ବହୁତ ଅଧିକ ଥାଏ।

Leave a Reply

Your email address will not be published. Required fields are marked *