February 14, 2025

Odia Express

Here, There and Everywhere

ଏକ ଗରିବ ଝିଅକୁ ପସନ୍ଦ କରିଲେ କୋଟିପତି ପୁଅ ,ତାହାପରେ ଯାହା ହେଲେ ଆଶ୍ଚର୍ଯ୍ୟ ହୋଇଗଲେ ସାରା ଅଂଚଳ…

ଏକ ଗରିବ ଝିଅକୁ ଜଣେ କୋଟିପତି ଶିଳ୍ପ ପରି ଭଲ ପାଇଲେ ଏହା ପରେ କଣ ହେଲା ଆସନ୍ତୁ ଜାଣିବା।ଇନଦୋର ପଠାନ ତୋଲି ରୁ ଏହି ତଥ୍ୟ ସାମ୍ନା କୁ ଆସିଛି ଯେଉଁଠି ଗରିବ ଓ ଧନୀ ଏକ ଅଲଗା କାମ କରିଛନ୍ତି।ଆପଣଙ୍କ ଜାଣିଥିବେ କୌଣସି ଧନୀ ଏକ ଗରିବ କୁ କେବଳ ଛୋଟ ନଜର ରେ ଦେଖିଥାଏ ତାକୁ କେବଳ ନିଜ ଘର କାମ ପାଇଁ ଯୋଗ୍ୟ ଭାବିଥାଏ।ଏହା ଛଡା ଅନ୍ୟ ଦୃଷ୍ଟିରେ ବି ତାକୁ ଦେଖିନଥାଏ କି ତାର ସମ୍ମାନ କରିନଥାଏ।ଆଜି ଜାଣନ୍ତୁ ଏକ ଏପରି ଘଟଣା ଯେଉଁଠି ଏହିପରି ଏକ ଗରିବ ଝିଅ କୁ ଜଣେ ଧନୀ ବହୁତ ପସନ୍ଦ କରିଛି।ସେ ଏତେ ଗରିବ ଯେ ଭଲସେ ଖାଇବା ବି ତାଙ୍କ ପାଖେ କଷ୍ଟ।ଏହାପରେ ସେହି ଝିଅ ନିଜ ମା ସହିତ ନିଜ ବନ୍ଧୁ ଘରକୁ ଗଲା ଯେଉଁଠି ନିଜ ବନ୍ଧୁ ଘର ପାଖରେ ଏକ ବଡ ଘର ଥିଲା।

ସେହି ଝିଅଟି ସେଠି କାମ କରୁଥିଲା ସେହି ସମୟରେ ସେହି ବଡ ଘର ର ମାଲିକାଣି ଙ୍କୁ ଏହି ଝିଅ ବହୁତ ପସନ୍ଦ ଆସିଲା ସେ ତା ପୁଅ ପାଇଁ ଏହିଭଳି ଏକ ସଂସ୍କାରି ଝିଅ ଖୋଜୁଥିଲ। ସେ ପ୍ରଥମେ ସେହି ଝିଅର ମା ସହିତ କଥା ହୁଏ କିନ୍ତୁ ଝିଅ ର ମା ଆଶ୍ଚର୍ଯ୍ୟ ହୋଇଯାଏ ଓ ଭାବିବାରେ ଲାଗେ ଏତେ ବଡ଼ ଧନୀ ଆମ ଝିଅ କୁ କଣ ପାଇଁ ପସନ୍ଦ କରିବେ ଏହା ପଛରେ କିଛି କାରଣ ନାହିଁ ତ। କାଳେ ତା ଝିଅ ସହିତ କିଛି ଖରାପ ହେବନିତ।ଏହା ପରେ ସେ ଧନୀ ମା ଜଣଙ୍କ କହିଲେ କି ଆମେ ଧନୀ ଅଟୁ ସତ କିନ୍ତୁ ମୁଁ ନିଜ ପୁଅ ପାଇଁ ଏକ ସୁନ୍ଦର ଓ ସଂସ୍କାର ପୁର୍ଣ ଝିଅ ଖୋଜୁଛି ଯାହା ପାଇଁ ଆପଣଙ୍କ ଝିଅ ପୁରା ପରିପୂର୍ଣ୍ଣ।

ମୁ ଯଦି ନିଜ ପୁଅ କୁ କହିବି ତ ସେ ନିଶ୍ଚିତ ରାଜି ହେବ ବିବାହ ପାଇଁ।ଏହା ପରେ ସେ ନିଜ ପୁଅ କୁ ଏହି କଥା କହିଲା ଓ ସେ ପୁଅ ଏହି ଝିଅ କୁ ଦେଖିକି ତାହା ସହ ବିବାହ ପାଇଁ ରାଜି ହୋଇଗଲା ଓ ବିବାହ ପାଇଁ ବର ହେଲିକପ୍ଟର ରେ ଆସିଲା ଯାହା ଦେଖି ସେଠାକାର ଲୋକ ଆଶ୍ଚର୍ଯ୍ୟ ହେଲେ ଓ ସେହି ଧନୀ ଲୋକର ପ୍ରଶଂସା କରିବାରେ ଲାଗିଲେ। ସାଇସ୍ତା ଓ ଆସିଫ ଦୁଇଜଣ ଏବେ ବିବାହ ପରେ ବହୁତ ଖୁସି ଅଛନ୍ତି।ଆସିଫ ଯାହା ବି ସାଇସ୍ତା ର ଆବଶ୍ୟକ ସବୁ ଜିନିଷ ତାକୁ ଦେଇଥାଏ।

ଏହାପରେ ସେ ନିଜ ମା ଙ୍କ ପସନ୍ଦ କୁ ଧନ୍ୟବାଦ ଜଣାଇଛି ଏହି ଭଳି ଏକ ଭଲ ଝିଅ ବଞ୍ଚିବାକୁ। ଯଦି ସେ ଏକ ଧନୀ ଝିଅ କୁ ବିବାହ କରିଥାନ୍ତ ସେ ବି ଧନୀଙ୍କ ଭଳି ବ୍ୟବହାର କରିଥାନ୍ତେ ଓ ଘରକୁ ଠିକ ସେ ସମ୍ଭାଳି ପାରିନଥାନ୍ତା।ତ ସାଙ୍ଗ ମାନେ ଆପଣଙ୍କୁ କୋଉଭଳି ଝିଅ ପସନ୍ଦ କମେଣ୍ଟ ରେ ଲେଖନ୍ତୁ।ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *