୭୬ ବର୍ଷର ଗାର୍ଲଫ୍ରେଣ୍ଡ ନେଇ ପଳେଇଲେ ୮୦ ବର୍ଷର ପ୍ରେମିକ, ପୁଅ ଯାହା କଲା ତାହା ଜାଣିଲେ କହିବେ ‘ସାବାସ’…
1 min read
ଉଦୟପୁର- ନିକଟରେ ଏକ ଏଭଳି ଘଟଣା ସାମନାକୁ ଆସିଛି ଯାହାକୁ ଜାଣିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ. ଘଟଣା ଏକ 80 ବର୍ଷର ବୟୋଜ୍ୟେଷ୍ଠ ଜଣେ 76ବର୍ଷର ଗାର୍ଲଫ୍ରେଣ୍ଡ ସହିତ 48ବର୍ଷ ହେବ ଲିଭ-ଇନ ରେ ରହିବା ପାଇଁ । ରିପୋର୍ଟ ଅନୁଯାୟୀ, ଏହି ଦୁଇଜଣ ବୟସ୍କ ପ୍ରାୟ 48ବର୍ଷରୁ ଲିଭ-ଇନ ରିଲେସନରେ ରହୁଥିଲେ। କିନ୍ତୁ ଯାହାକି ଆମର ସମାଜରେ ଏପରି ସମ୍ବନ୍ଧ ଉପରେ ଆଲୋଚନା ହୁଏ । ଏହି ଦୁଇଜଣଙ୍କ ସହିତ ଏଭଳି କିଛି ହେଲା । କିନ୍ତୁ , ଏହା ପରେ ବୟସ୍କଙ୍କର ପୁଅ ଯାହା କଲା ତାହା ଏବେ ବହୁତ ଆଲୋଚନାର ବିଷୟ ହୋଇଛି। ଏହି ଦୁହେଁ 48ବର୍ଷହେବ ଲିଭ-ଇନ ରେ ରହୁଥିଲେ ଏବଂ ଏହି କଥା ଯୋଗୁ ବୟସ୍କଙ୍କ ପୁଅକୁ ସମାଜରେ ନିନ୍ଦା ଶୁଣିବାକୁ ମିଳୁଥିଲା ।
ଏ ଦୁହେଁ 48ବର୍ଷ ହେବ ଲିଭ-ଇନରେ ରହୁଥିଲେ – ଉଦୟପୁର ଜିଲ୍ଲାର ଏକ ଗ୍ରାମରେ ଗତ ମଙ୍ଗଳବାର ଦିନ ଲୋକମାନେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ଯେବେ ସେମାନଙ୍କୁ ଖବର ମିଳିଲା ଯେ ଜଣେ 80ବର୍ଷର ବୟସ୍କ ବ୍ୟକ୍ତି ନିଜର 76ବର୍ଷର ଗାର୍ଲଫ୍ରେଣ୍ଡ ସହିତ ବିବାହ କରୁଛନ୍ତି। ରିପୋର୍ଟ ଅନୁଯାୟୀ, 80ବର୍ଷର ଦେବଦାସ କାଲାସୁଆଙ୍କର ବିବାହ 76ବର୍ଷର ମଗଦୁ ବାଇଙ୍କ ସହିତ ହୋଇଛି । ଏହି ନିଆରା ବିବାହ ବିଷୟରେ ଶୁଣିକି ପ୍ରତ୍ୟେକ ସ୍ତବ୍ଧ ରହିଗଲେ । କାହାକୁ ଏହି କଥାର ବିଶ୍ବାସ ହେଲା ନାହିଁ ଯେ ଏ ଦୁହେଁ 48ବର୍ଷରୁ ଲିଭ-ଇନ ରେ ରହୁଥିଲେ । ଲୋକଙ୍କ ନିମନ୍ତେ ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ଥିଲା ଯେ ଦୁଇଜଣଙ୍କ ପରିବାର ଲୋକମାନେ ଶେଷରେ ଏତେ ବଡ ନିଷ୍ପତ୍ତି ନେଲେ ।
ତେବେ ଆସନ୍ତୁ ଆପଣଙ୍କୁ ପୁରା ଘଟଣା ଜଣେଇଦେଉଛୁ । ଯେଉଁ ବୟସରେ ଲୋକମାନେ ଭଗବାନଙ୍କ ନାମ ନିଅନ୍ତି ଏବଂ ନିଜର ନାତି ନାତୁଣୀଙ୍କର ବିବାହ କରାନ୍ତି ସେହି ବୟସଏ ଏହି ଦୁଇଜଣ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଦେଇଛନ୍ତି । ଲୋକଙ୍କୁ ପ୍ରଥମେ ତ ଏହା ଲାଗିଲା ଯେ ବୋଧହୁଏ ଏ ଦୁଇଜଣ ଦ୍ଵିତୀୟ ଥର ବିବାହ କରି ନିଜର ବିବାହ ବାର୍ଷିକୀ ପାଳନ କରୁଛନ୍ତି, କିନ୍ତୁ ଯେବେ ସେମାନଙ୍କୁ ଏହା ମାଲୁମ ହେଲା ଯେ ଦୁଇଜଣ ପ୍ରଥମଥର ପତିପତ୍ନୀ ହେଇଛନ୍ତି ତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।
ନାତି ନାତୁଣୀ କରେଇଛନ୍ତି ଏହି ନିଆରା ବିବାହ – ଏହି ଦୁହେଁ 48ବର୍ଷ ପର୍ଯ୍ୟନ୍ତ ଲିଭ-ଇନ ରେ ରହୁଥିଲେ । ପ୍ରକୃତରେ, ଉଦୟପୁରର ପରଗିଆପଦ ଗ୍ରାମର ନିବାସୀ ଦେବଦାସଙ୍କ ବାପା ଦିତାରାମ ତାଙ୍କର ବିବାହ ଚମ୍ପାବାଇଙ୍କ ସହିତ କରେଇଥିଲେ। କିନ୍ତୁ, ବିବାହିତ ଦେବଦାସଙ୍କୁ କିଛିଦିନ ପରେ ପଡୋଶୀ ଗ୍ରାମରେ ଥିବା ମଗଦୁ ବାଇଙ୍କ ସହିତ ପ୍ରେମ ହୋଇଗଲା । ଏହାପରେ ଦେବଦାସ ସାହସ ଦେଖାଇଲେ ଏବଂ ନିଜର ପତ୍ନୀଙ୍କୁ ଛାଡି ମଗଦୁବାଇଙ୍କ ସହିତ ଘରୁ ପଳେଇଲେ। ଏହି ଘଟଣା 48 ବର୍ଷ ପୂର୍ବେ ହୋଇଥିଲା । 48ବର୍ଷ ପର୍ଯ୍ୟନ୍ତ ଦୁହେଁ ବିବାହ କରିନଥିଲେ ଏବଂ କେବଳ ଲିଭ ଇନ ରିଲେସନରେ ଥିଲେ ।
ସୂଚନା ଅନୁଯାୟୀ , ଦେବଦାସ ବଗଡୁବାଇଙ୍କୁ ନିଜର ପ୍ରଥମ ପତ୍ନୀ ଚମ୍ପା ବାଇ ଏବଂ ଛୁଆଙ୍କ ସହିତ ନିଜର ଘରେ ରଖିଥିଲେ। ଏହା ପରେ ତାଙ୍କର ପତ୍ନୀ ଚମ୍ପା ବାଇ ଝିଅକୁ ନେଇ ତାଙ୍କ ଘର ଛାଡିଦେଲେ । କିନ୍ତୁ, ମଗଦୁବାଇ ଏବଂ ଚମ୍ପା ବାଇ ଙ୍କ ମଧ୍ୟରେ ଦେବଦାସଙ୍କୁ ନେଇ କେବେ କୌଣସି ବିବାଦ ହୋଇନଥିଲା । 48ବର୍ଷ ପରେ ଦେବଦାସ ଏବଂ ମଗଦୁ ବାଇଙ୍କ ସମ୍ପର୍କକୁ ମଗଦୁବାଇଙ୍କ ପରିବାର ଲୋକମାନେ ମଞ୍ଜୁରୀ ଦେଇଦେଲେ । ପ୍ରାୟ 48ବର୍ଷ ପର୍ଯ୍ୟନ୍ତ ଲିଭ ଇନରେ ରହିବା ପରେ ଏହି ଦୁଇଜଣଙ୍କର ବିବାହ ହେଲା । ଏହି ନିଆରା ବିବାହରେ ସବୁଠାରୁ ବଡ ଯୋଗଦାନ ଦେବଦାସଙ୍କର ପୁଅ ଅର୍ଜୁନଲାଲଙ୍କର ଥିଲା ଯିଏ ଗ୍ରାମ ସ୍କୁଲରେ ଶିକ୍ଷକ ଅଛନ୍ତି ।