ଆଜିର ମଜାଦାର ୧୫ଟି ନୂଆ ହସକଥା – ବିବାହର 1ମାସ ପରେ ପତ୍ନୀ ସ୍ଵାମୀଙ୍କୁ କହିଲେ, ପତ୍ନୀ- ଆପଣ ପ୍ରଥମେ କାହିଁକି କହିଲ ନାହିଁ ଯେ ଆପଣଙ୍କ ରାଣୀ ନାମର ଜଣେ ସ୍ତ୍ରୀ ଅଛି ବୋଲି – ତାପରେ ସ୍ୱାମୀ ଯାହା କହିଲେ…
1 min readନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ନିମନ୍ତେ ଇଣ୍ଟରନେଟରେ ଭାଇରାଲ ହେଇଥିବା କିଛି ମଜାଦାର ଜୋକ୍ସ ନେଇ ଆସିଛୁ। ଏହି ହସକଥାକୁ ପଢିକି ଆପଣ ନିଜର ସମସ୍ତ ଟେନସନ ଭୁଲିଯିବେ ଏବଂ ନିଜକୁ ଟେନସନଫ୍ରୀ ଅନୁଭବ କରିବେ। ତେବେ ଆଉ ବିଳମ୍ବ କାହିଁକି, ଆସନ୍ତୁ ପଢିବା ଏକ ରୁ ବଳି ଆରେକ ଜୋକ୍ସ
1- ଆଜିର ନାରୀ ସମସ୍ତଙ୍କ ଉପରେ ଭାରି । ଶାଶୁ- ମୋର ଶୀଘ୍ର ନାତି ଦରକାର। ବୋହୁ- ଆଗରୁ କହିବା ଉଚିତ ଥିଲା ନା, ସାଥିରେ ନେଇ ଆସିଥାନ୍ତି ।
2 – ପୁଅ- ବାପା, 10ଟଙ୍କା ଦେବେ ଗରିବକୁ ଦେବାର ଅଛି! ବାପା- କେଉଁଠି ଅଛି ଗରିବ? ପୁଅ- ବିଚରା ବାହାରେ ଖରାରେ ଆଇସକ୍ରିମ ବିକ୍ରି କରୁଛି ।
3 – ଗତକାଲି ପାରିବା କିଣୁଥିଲି। ଅଚାନକ ପୁରାତନ ପ୍ରେମିକା ଉପରେ ଦ୍ରୁଷ୍ଟି ପଡିଗଲା। ସେ ହସିଲା ଏବଂ କହିଲା hello, ତାପରେ ନିଜର ଛୁଆକୁ କହିଲା, “ପୁଅ, ମାମୁଙ୍କୁ ନମସ୍କାର କର” । ଛୁଆ ମୋଭଳି ନିରୀହ ଥିଲା । କହିଲା, -“ମମ୍ମି ଏତେ ତ ତୁମେ ଆଳୁ କିଣିନ ଯେତିକି ମୋତେ ମାମୁ ଗଣେଇଲ”
4 – ପ୍ରଥମେ ଜଣେ ଗାଡିବାଲା ରେଡଲାଇଟ ଜମ୍ପ କଲା। ପଛରୁ ଆଉ 5ଜଣ କଲେ। ବାକି ମାନେ ପଚାରିଲେ- ଏହାକୁ କାହିଁକି ଛାଡିଦେଲ? ଇନ୍ସ୍ପେକ୍ଟର – ସେ ଆମର ଲୋକ ଅଟେ। ସେ ଫେରି ଆସିବ, ରେଡଲାଇଟ ଜମ୍ପ କରିବ ଏବଂ ତୁମ ଭଳି 4-5ଜଣଙ୍କୁ ଫସେଇବ । ଆମକୁ ବି ଟାର୍ଗେଟ ପୂରଣ କରିବାକୁ ହେବ ।
5 – ପତ୍ନୀ କ୍ରୋଧରେ ସ୍ଵାମୀଙ୍କୁ କହିଲେ: ମୁଁ ବିରକ୍ତ ହୋଇଗଲିଣି ପ୍ରତିଦିନର ଏହି କିଚ-କିଚ ଯୋଗୁ… ମୋର ଛାଡପତ୍ର ଦରକାର। ସ୍ଵାମୀ- ଏହା ନିଅ ଚକୋଲେଟ ଖାଅ । ପତ୍ନୀ(ରୋମାଣ୍ଟିକ ହୋଇ): ଶାନ୍ତ କରୁଛ ମୋତେ… । ସ୍ଵାମୀ- ନା ରେ ପାଗଳୀ, ମା କୁହନ୍ତି ଯେ ଭଲ କାମ କରିବା ଆଗରୁ ମିଠା ଖାଇବା ଉଚିତ ।
6- 4-4 ବର୍ଷର ଛୁଆ ଗାଇ ବୁଲୁଛନ୍ତି… । “ଛୋଟ ଡ୍ରେସରେ ମୁଁ ବମ୍ବ ଦେଖାଯାଉଛି” । ଶଳା ଯେବେ ଆମେ 4ବର୍ଷରଥିଲେ ତ 1ଶବ୍ଦ ମନେଥିଲା… ଏବଂ ତାହାକୁ ଗଉଥିଲୁ “ଶକ୍ତି… ଶକ୍ତି… ଶକ୍ତିମାନ”
7 – ଗୋଟେ ଝିଅ ଏବଂ ଗୋଟେ ପୁଅ ବସ ଷ୍ଟପରେ ଠିଆ ହେଇଥିଲେ । ପୁଅ- ଭଲ ଲିପଷ୍ଟିକ ଅଟେ । ଝିଅ- ଧନ୍ୟବାଦ । ପୁଅ- କାନଫୁଲ ବି ଭଲ ଅଟେ । ଝିଅ- ଧନ୍ୟବାଦ । ପୁଅ- ନେକଲେସ ବି ବହୁତ ସୁନ୍ଦର ଅଟେ । ଝିଅ- ଧନ୍ୟବାଦ ଭାଇ । ପୁଅ- ଆଶ୍ଚର୍ଯ୍ୟ ଅଟେ! ତଥାପି ଡାଆଣି ଭଳି ଲାଗୁଛୁ ।
8 – ଶିକ୍ଷକ- Date ଏବଂ ତାରିଖରେ କଣ ଅନ୍ତର ଅଛି? ସମସ୍ତ କ୍ଳାସ ଚୁପ…. । ପପ୍ପୁ- ସାର,dateରେ ଗାର୍ଲଫ୍ରେଣ୍ଡ ସହିତ ଯାଆନ୍ତି ଏବଂ ତାରିଖରେ ଓକିଲଙ୍କ ସହିତ ।
9 – ଚାଇନା ଲୋକେ କେବେ ଆମର ବରାବରି କରିପାରିବେ ନାହିଁ!!! କାରଣ ଯେତିକି ତାଙ୍କ ଆଖି ଖୋଲେ, ନିଦରେ ସେତିକି ଆଖି ଖୋଲି ତ… ଆମ ଏଠାକାର ଲୋକେ ଷ୍ଟାଟସ ପୋଷ୍ଟ କରିଦିଅନ୍ତି ।
10 – ଉପବାସ ନୂତନ ଷ୍ଟାଇଲରେ ,। ଦିନେ ରହିକି ଦେଖାଅ ଏସବୁ ବିନା… । କମ୍ପ୍ୟୁଟର , ମୋବାଇଲ, ଫେସବୁକ, ବିଜୁଳି, ଇଣ୍ଟରନେଟ, ବାଇକ, ହ୍ଵାଟସଆପ, ଟିଭି । ଏସବୁ ଛାଡି ଗୋଟିଏ ଦିନ ରହିକି ଦେଖାଅ । ଭଗବାନ ପୃଥିବିକୁ ନିଜେ ଆସି କହିବେ, “ ରହି ଜା ପାଗଳ, କନ୍ଦେଇବୁ କି “ !
11- ସ୍ଵାମୀ ନିଜର ଚାକରାଣୀକୁ ଭଲ ପାଉଥିଲା । ସ୍ଵାମୀ- ତୁମେ ତ ମୋର ସ୍ତ୍ରୀ ଠାରୁ ମଧ୍ୟ ସୁନ୍ଦର ଅଛ… ଚାକରାଣୀ- ମିଛ କୁହନ୍ତୁ ନାହି ମାଲିକ… ସ୍ଵାମୀ- ନା… ସତ କହୁଛି । ଚାକରାଣୀ- ଆଚ୍ଛା ଡ୍ରାଇଭର ତ କହୁଥିଲା ମାଲିକାଣୀ ଅଧିକ ସୁନ୍ଦର ଅଟନ୍ତି । ସ୍ଵାମୀ ବେହୋଶ…
12 – ବସ (ଯୁବ କର୍ମଚାରୀଙ୍କୁ) – ତାହେଲେ କୁହ, ତୁମକୁ ଏପରି କେବେକେବେ ଲାଗେ ଯେ ତୁମେ କମ୍ପାନୀ ନିମନ୍ତେ ବହୁତ ଜରୁରୀ ଅଟ ଏବଂ କମ୍ପାନୀ ତୁମ ବିନା କାମ କରିପାରିବ ନାହିଁ ? କର୍ମଚାରୀ- ସାର , ଯେବେ ମଧ୍ୟ ମୁଁ ଛୁଟି ମାଗେ ।
13 – 90ବର୍ଷର ଜଣେ ଜେଜେ ମୃତ୍ୟୁ ପରେ ସ୍ଵର୍ଗରେ ପହଞ୍ଚିଲେ । ସ୍ଵର୍ଗରେ ସୁନ୍ଦରୀ ଅପ୍ସରା ମାନଙ୍କର ନୃତ୍ୟ ଦେଖି କାନ୍ଦି କାନ୍ଦି କହିଲେ, “ଯୋଗ ଚକ୍କରରେ ମୁଁ ପଡିନଥାନ୍ତି ତ କେବେଠାରୁ ଏଠାରେ ପହଞ୍ଚି ଯାଇଥାନ୍ତି”।
14 – ପପ୍ପୁର ସୁନ୍ଦରୀ ସ୍ତ୍ରୀର କଳା ଛୁଆ ଜନ୍ମ ହେଲା। ପପ୍ପୁ କ୍ରୋଧରେ ପତ୍ନୀକୁ ପଚାରିଲା । ପପ୍ପୁ- ତୁମେ ଗୋରୀ… ମୁଁ ଗୋରା… ତାହେଲେ ଛୁଆ କଳା କିପରି? ସ୍ତ୍ରୀ- ପ୍ରିୟ ତୁମେ ଗରମ ଥିଲ, ମୁଁ ବି ଗରମ ହେଇଗଲି, ଛୁଆ ଜଳିଯାଇଥିବ ।
15 – ବିବାହର ଏକ ମାସ ପରେ ସ୍ତ୍ରୀ ନିଜର ସ୍ଵାମୀଙ୍କୁ କହିଲା… । ପତ୍ନୀ- ଆପଣ ଆଗରୁ କାହିଁକି ଜଣେଇ ନାହାନ୍ତି ଯେ ଆପଣଙ୍କର ରାଣୀ ନାମରେ ଆଉ ଏକ ପତ୍ନୀ ଅଛି? ସ୍ଵାମୀ- ଆରେ! ଜଣେଇଥିଲି ତ… । ସ୍ତ୍ରୀ- କେବେ? ସ୍ଵାମୀ- କହି ତ ଥିଲି, “ବାହାଘର ପରେ ତୁମକୁ ରାଣୀ ଭଳି ରଖିବି” । ସ୍ତ୍ରୀ ବେହୋଶ!!!