ଭାରତର ଏକ ଏପରି ମନ୍ଦିର ଯାହାର କବାଟ ଆଜି ପର୍ଯ୍ୟନ୍ତ କେହି ଖୋଲି ପାରିନାହାନ୍ତି, ଜାଣନ୍ତୁ କଣ ଅଛି କବାଟ ପଛରେ?

ପଦ୍ମନାଭ ସ୍ଵାମୀ ମନ୍ଦିର: ଏକ ଏପରି ମନ୍ଦିର ଯାହାର ରହସ୍ୟକୁ ନେଇ କୋର୍ଟର କବାଟରେ କରାଘାତ କରାଯାଇସାରିଛି, କିନ୍ତୁ ରହସ୍ୟର ଗଣ୍ଠି ଏପର୍ଯ୍ୟନ୍ତ ଖୋଲିବାର ନାମ ନେଉନାହିଁ । ହଁ ଆଜ୍ଞା, ଏବେ କିଛି ବର୍ଷ ପୂର୍ବରୁ ଏହି ମନ୍ଦିରକୁ ନେଇ ବଡ ବିବାଦ ମଧ୍ୟ ଆଗକୁ ଆସିଥିଲା । କିନ୍ତୁ ଏହି ବିବାଦରେ ମଧ୍ୟ ମନ୍ଦିରର ଭିତରେ କଣ ଅଛି, ତାହାର କିଛି ଜଣା ପଡି ନାହିଁ । ଶତାବ୍ଦୀ ହେବ ଏହି ମନ୍ଦିରକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗୁଜବ ବିସ୍ତାର କରୁଛି। ବୋଧହୁଏ ଏହି କାରଣ ଅଟେ ଯେ ଗୁଜବ ମଧ୍ୟରେ ମନ୍ଦିର ଭିତରେ କଣ , ଏହାର ସୂଚନା ମିଳିପାରୁନାହିଁ । ଯଦିଓ ଘଟନା ପଛକେ କିଛି ଭି ହେଉ ନା କାହିଁକି କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ମନ୍ଦିର ସହ ଜଡିତ ସମସ୍ତ ତଥ୍ୟ ଏବଂ ଗୁଜବ ସହିତ ମୁହାଁମୁହିଁ କରିବାକୁ ଯାଉଛୁ । ତେବେ ଆସନ୍ତୁ ଦେଖିବା ଯେ ଆମର ଏହି ରିପୋର୍ଟରେ କଣ ଖାସ ଅଛି?
ପ୍ରକୃତରେ ଯେଉଁ ମନ୍ଦିରକୁ ନେଇ ଆମେ କଥା ହେଉଛେ ତାହାର ଭିତରେ ଏକ ବଡ ଭଣ୍ଡାର ଥିବାର ମଧ୍ୟ ପୂର୍ଣ୍ଣ ସମ୍ଭାବନା ଥିବାର କୁହାଯାଉଛି । ଏହା ବ୍ୟତିତ ନଜାଣେ କେତେ ସମ୍ଭାବନା ଏହି ମନ୍ଦିରକୁ ନେଇ ସୃଷ୍ଟି କରାଯାଉଛି । କିନ୍ତୁ ଅ ମଧ୍ୟ ହେଉ କୌଣସି ବି ସମ୍ଭାବନାକୁ ଆଗ୍ରାହ୍ୟ କରାଯାଉ ନାହିଁ। କାରଣ ସତ ତ ସେତେବେଳେ ଆଗକୁ ଆସିବ, ଯେବେ ମନ୍ଦିରର ଦ୍ଵାର ଖୋଲିବ। ଜଣେଇଦେବୁ ଯେ ଏହି ମନ୍ଦିର କେରଳରେ ଅବସ୍ଥିତ ଅଟେ, ଯାହା ଶ୍ରୀ ପଦ୍ମନାଭସ୍ଵାମୀ ମନ୍ଦିର ନାମରେ ବିଖ୍ୟାତ ଅଟେ ।
ଏହି ମନ୍ଦିରକୁ ନେଇ ନଜାଣେ କେତେ ଥର ନ୍ୟାୟିକ ପ୍ରକ୍ରିୟା କରିବାର କଥା ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ କିଛି ବି କାମ ଆସିଲା ନାହିଁ । ଜଣେଇଦେବୁ ଯେ ଏହି ମନ୍ଦିରରେ ଏକ ଏପରି ଗନ୍ତାଘର ଥିବାର ପୂର୍ଣ୍ଣ ସମ୍ଭାବନା ଥିବାର କୁହାଯାଉଛି, କିନ୍ତୁ ଏହି ଘଟଣା ଏହି ଆଧାରରେ ଶେଷ କରିଦିଆଗଲା ଯେ ଯଦି ଏହା ଖୋଲିବ ତ ପୁରା ଦୁନିଆରେ ଚାଞ୍ଚଲ୍ୟ ମାନେ ପ୍ରଳୟ ଆସିଯିବ। ଅର୍ଥ ପରିଷ୍କାର ଅଟେ ଯେ ଏହି ପ୍ରସଙ୍ଗକୁ ଧର୍ମ ଏବଂ ଇଶ୍ଵରଙ୍କ ସହିତ ଖେଳ କରିବାର କଥା କହି ହୁଏତ ଶେଷ କରିଦିଆଗଲା କିନ୍ତୁ ରହସ୍ୟ ତ ଯେମିତି କୁ ସେମିତି ପଡିରହିଛି।
ରହସ୍ୟମୟୀ ମନ୍ଦିରକୁ ଖୋଲିବା ପଛରେ ଦିଆଯାଇଛି ଏହି ତର୍କ: ପଦ୍ମନାଭସ୍ଵାମୀ ମନ୍ଦିର ଆପଣଙ୍କୁ ଜଣେଇଦେବୁ ଯେ ଏହି ମନ୍ଦିରର ପାଞ୍ଚ ଭଣ୍ଡାର ଘରର କବାଟକୁ କୋର୍ଟ ଆଦେଶାନୁସାରେ ଖୋଲା ଯାଇସାରିଛି, ଯେଉଁଥିରେ ଖର୍ବ ପରିମାଣର ସମ୍ପତ୍ତି ମଧ୍ୟ ବାହାରିଥିଲା, କିନ୍ତୁ ଷଷ୍ଠ କବାଟ ଖୋବା ନିମନ୍ତେ କୋର୍ଟ ମଧ୍ୟ ମନାକରୁଛନ୍ତି। ପ୍ରକୃତରେ , ଏହା ପଛରେ ଏହି ତର୍କ ଦିଆଯାଉଛି ଯେ ଏହି କଥାର ପଛରେ ତର୍କ ଦିଆଯାଉଛି ଯେ ପଦ୍ମନାଭସ୍ଵାମୀ ମନ୍ଦିରର ଷଷ୍ଠ ଭଣ୍ଡାର ଘର ଭଗବାନ ବିଷ୍ନୁଙ୍କର ଆସନର ତଳେ ଅଛି, ଏମିଟରେ ଯଦି ଏହାକୁ ଖୋଲିବାର ପ୍ରୟାସ କରାଯିବ ତେବେ ଭଗବାନଙ୍କୁ କ୍ରୋଧ ଆସିବ , ଯେଉଁ କାରଣରୁ ନା କେବଳ ଖୋଲିବା ବାଲାର ସର୍ବନାଶ ହେବ, ପରନ୍ତୁ ଏହାର ପ୍ରକୋପ ସାରା ଦୁନିଆ ଉପରେ ବର୍ଷିବ।
ଯାଚିକାକର୍ତ୍ତାଙ୍କର ତିନି ସପ୍ତାହ ପରେ ହୋଇଥିଲା ମୃତ୍ୟୁ – ଏହି ରହସ୍ୟକୁ ଉଜାଗର କରିବା ନିମନ୍ତେ ଯେଉଁ ବ୍ୟକ୍ତି ଯାଚିକା ଦାଖଲ କରିଥିଲେ , ତାଙ୍କର ତିନି ସପ୍ତାହ ପରେ ମୃତ୍ୟୁ ହୋଇଯାଇଥିଲା, ଯେଉଁ କାରଣରୁ ଅଟକଳ ଆଜି ମଧ୍ୟ ଜାରି ଅଛି। ଯଦିଓ, କୋର୍ଟ ଏହି କବାଟ ଖୋଲିବାର ପୂର୍ଣ ପ୍ରଚେଷ୍ଟା କରିଥିଲେ କିନ୍ତୁ ପରେ ଏହାକୁ ଦୈବ ଇଚ୍ଛା ମାନି ମାମଲା ରଫାଦଫା କରିବାର କଥା ମଧ୍ୟ ଆଗକୁ ଆସିଥିଲା। ସୂଚନା ଅନୁଯାୟୀ ତାଙ୍କର କହିବା ଅଟେ ଯେ ଷଷ୍ଠ ଭଦର ଘର ମାନେ କବାଟ ତିନି ଅନ୍ୟ କବାଟ ଦ୍ଵାରା ବନ୍ଦ ଅଛି। ଏମିତିରେ ଏହାକୁ ଖୋଲିବା ସହଜ ନୁହେଁ । ଜଣେଇଦେବୁ ଯେ ପ୍ରଥମ କବାଟ ଲୁହାର ଛଡ ଦ୍ଵାରା ନିର୍ମିତ ହୋଇଛି, ତ ଦ୍ଵିତୀୟ କବାଟ କାଠ ନିର୍ମିତ ଅଟେ , ଏତିକି ନୁହେଁ ଶେଷ କବାଟ ଲୁହା ଦ୍ଵାରା ନିର୍ମିତ ବହୁତ ବଡ ଏବଂ ମଜବୁତ ଅଟେ , ଯାହାକୁ ଖୋଲିବା ସମ୍ଭବ ନୁହେଁ ।
ରହସ୍ୟମୟୀ ମନ୍ଦିରର ଷଷ୍ଠ କବାଟ ଉପରେ ଏପରି ଦିଆଯାଇଛି ଚେତାବନୀ – ପଦ୍ମନାଭସ୍ଵାମୀ ମନ୍ଦିରର କବାଟ ଉପରେ ବିଷାକ୍ତ ଏବଂ ଭୟଙ୍କର ସର୍ପଙ୍କର ଛବି ତିଆରି କରାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଛବି ଏହି କଥା ର ସଂକେତ ଅଟେ ଯେ ଯଦି ଏହାକୁ ଖୋଲିବାର ଚେଷ୍ଟା କରାଯାଏ ତ ଭୟଙ୍କର ଅନିଷ୍ଟ ହୋଇପାରେ, ଏତିକି ନୁହେଁ ସାରା ଦୁନିଆ ସ୍ଵାହା ହୋଇଯିବ । ଉଲ୍ଲେଖାଯୋଗ୍ୟ ଅଟେ ଯେ ଏହି ସର୍ପଙ୍କୁ ଏହି କବାଟର ରକ୍ଷକ କୁହାଯାଉଛି। ଏହି ସବୁ ମଧ୍ୟରେ ଏକ ଏପରି ଖବର ମଧ୍ୟ ଆସିଥିଲା ଯେ ଏହି କବାଟ ଶତାବ୍ଦୀ ପୂର୍ବେ ଖୋଲିସାରିଛି । ହଁ ଆଜ୍ଞା, କୁହାଯାଉଛି ଯେ 139ବର୍ଷ ପୂର୍ବେ ଏହାକୁ ଖୋଲାଯାଇଥିଲା। ଥରେ ଏହାକୁ ଖୋଲିବାର ଚେଷ୍ଟା କରଯାଇଥିଲା, କିନ୍ତୁ ସେତେବେଳେ ସାବଧାନୀ ରଖିବା ପାଇଁ ବାହାରେ ଆମ୍ବୁଲାନ୍ସର ବ୍ୟବସ୍ଥା କରଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିରର ଭିତରେ ଏକ ରାସ୍ତା ସମୁଦ୍ର ଆଡକୁ ଯାଇଛି ।