ଜାଣନ୍ତୁ “P” ନାମ ବାଲା ଲୋକଙ୍କ ବିଷୟରେ କିଛି ବିଶେଷ କଥା…
1 min readଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ତାଙ୍କ ନାମର ପ୍ରଥମ ଅକ୍ଷର ବହୁତ ମହତ୍ଵପୂର୍ଣ୍ଣ ଅଟେ । ହଁ ଆଜ୍ଞା କାରଣ ନାମର ପ୍ରଥମ ଅକ୍ଷର ଅନୁଯାୟୀ ଶିଶୁଙ୍କ ନାମ ବାଲ୍ୟ ସମୟରେ ସ୍ଥିର କରାଯାଏ। ଏହା ବ୍ୟତୀତ ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିଙ୍କର ରାଶି ମଧ୍ୟ ସ୍ଥିର ହୋଇଥାଏ। ଏପରିକି ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିଙ୍କର କୁଣ୍ଡଳୀ ମଧ୍ୟ ତିଆରି କରାଯାଏ। ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ବ୍ୟାକଟୀନକର ଜୀବନରେ ତାଙ୍କର ନାମର ପ୍ରଥମ ଅକ୍ଷର ବହୁତ ମହତ୍ଵ ହୋଇଥାଏ ।
ତେଣୁ ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କିଛି କୌତୁହଳୀ ବିଷୟ କହିବାକୁ ଯାଉଛୁ, ଯେଉଁ ମାନଙ୍କର ନାମ ଇଂରାଜୀ ଅକ୍ଷର Pରୁ ଆରମ୍ଭ ହୋଇଥାଏ। ହଁ ଆଜ୍ଞା ଯଦି ଆପଣଙ୍କ ନାମ ମଧ୍ୟ ଏହି ଅକ୍ଷରରୁ ଆରମ୍ଭ ହୋଇଛି , ତେବେ ଆପଣ ମଧ୍ୟ ଏହି ସୂଚନାକୁ ଧ୍ୟାନପୂର୍ବକ ପଢନ୍ତୁ । ତେବେ ଆସନ୍ତୁ ଏବେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ, ଯେଉଁମାନଙ୍କ ନାମର ପ୍ରଥମ ଅକ୍ଷର Pରୁ ଆରମ୍ଭ ହୋଇଛି ।
ସ୍ଵଭାବ: ସର୍ବପ୍ରଥମେ ଆମେ ଏହି ଲୋକଙ୍କର ସ୍ଵଭାବ କଥା କହିବୁ । ଉଲ୍ଲେଖାଯୋଗ୍ୟ ଯେ ଯେଉଁ ଲୋକଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ତାଙ୍କ ମନ ସାଧାରଣତଃ ଅଶାନ୍ତ ରହିଥାଏ। ମାନେ ଏହିଲ ଲୋକଙ୍କ ମନରେ ଅଦ୍ଭୁତ ହଲଚଲ ବନି ରହିଥାଏ ହଁ ଆଜ୍ଞା ଜଣେଇଦେବୁ ଯେ ଏହି ଲୋକଙ୍କ ମନରେ ପ୍ରାୟତଃ କିଛି ନା କିଛି କଥା ଚାଲିଥାଏ। କିନ୍ତୁ ଏହା ସତ୍ବେ ମଧ୍ୟ ଏହି ଲୋକମାନେ ନିଜକୁ ଶାନ୍ତ ଦେଖେଇବାର ସଂପୂର୍ଣ୍ଣ ପ୍ରଚେଷ୍ଟା କରନ୍ତି ।
ଏହା ବ୍ୟତୀତ ଏହି ଲୋକଙ୍କର ସବୁଠାରୁ ଭଲକଥା ଏହା ଯେ ଏହି ଲୋକମାନେ ନିଜେ ପଛକେ କେତେ ଉଦାସ ଥାନ୍ତୁ ନା କାହିଁକି କିନ୍ତୁ ଏମାନେ ଅନ୍ୟମାନଙ୍କୁ ଖୁସି ରଖିବାର ଭରପୁର ଚେଷ୍ଟା କରନ୍ତି। ଉଲ୍ଲେଖାଯୋଗ୍ୟ ଯେ ଏହି ଲୋକମାନେ ଭଗବାନଙ୍କୁ ବହୁତ ଅଧିକ ମାନନ୍ତି। ଏମିତିରେ ତ ଏହି ଲୋକଙ୍କ ମନ ପ୍ରାୟତଃ ଉଦାସ ରହିଥାଏ, କିନ୍ତୁ ତଥାପି ଏହି ଲୋକମାନଙ୍କୁ ଶାନ୍ତ ପରିବେଶରେ ରହିବାକୁ ପସନ୍ଦ ହୋଇଥାଏ ।
କ୍ୟାରିଆର: ଏବେ ଆମେ ଏମାନଙ୍କ କ୍ୟାରିଆର କଥା କହିବୁ। ଜଣେଇଦେବୁ ଯେ ଏହି ଲୋକଙ୍କ ଜୀବନରେ ବହୁତ ଗୁଡିଏ ଉତ୍ତମ ବିକଳ୍ପ ଆସିଥାଏ, କିନ୍ତୁ ଅବଶୋଶ ତ ଏହି କଥାର ଯେ ଏହି ଲୋକମାନେ ପ୍ରାୟତଃ ଭୁଲ ବିକଳ୍ପ ଚୟନ କରନ୍ତି। ବୋଧହୁଏ ଏହି କାରଣରୁ କଠିନ ପରିଶ୍ରମ ଏବଂ ପ୍ରଚେଷ୍ଟା କରିବା ସତ୍ବେ ମଧ୍ୟ ଏହି ଲୋକମାନଙ୍କୁ ପୁରା ସଫଳତା ମିଳିପାରେ ନାହିଁ । ଏବେ ଏମିତିରେ ତ ଏହ ଲୋକଙ୍କୁ ବହୁତ ଠୋକର ଖାଇବାକୁ ପଡେ, କିତନୁ ଏହା ପରେ ମଧ୍ୟ ଏହି ଲୋକମାନେ ନିରାଶ ହୁଅନ୍ତି ନାହିଁ ଏବଂ ଦୃଢତାର ସହ ଠିଆ ହୋଇ ରହନ୍ତି ।
ପ୍ରେମ: ଜଣେଇଦେବୁ ଯେ ଯେଉଁ ଲୋକଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି।ତେଣୁ ଏହି ଲୋକଙ୍କୁ ନିଜର ପ୍ରେମ ପାଇବାରେ ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ତ ପଡେ , କିନ୍ତୁ ତଥାପି ଏମାନେ ଥରେ ଯାହାକୁ ସଚ୍ଚା ପ୍ରେମ କରନ୍ତି, ତାଙ୍କର ସାଥି ଜୀବନ ସାରା ଚଡନ୍ତି ନାହିଁ ।
ଗୁଣ: ଜଣେଇଦେବୁ ଯେ ଏହି ଲୋକମାନେ କେବଳ କୋମଳ ହୃଦୟର ନୁହନ୍ତି ପରନ୍ତୁ ବହୁତ ଧାର୍ମିକ ମଧ୍ୟ ହୋଇଥାନ୍ତି । ଏପରିକି ଏମାନଙ୍କୁ କାହାର ଖରାପ କରିବା ଏବଂ ଶୁଣିବା ମଧ୍ୟ ଭଲ ଲାଗିନଥାଏ । ହଁ ଆଜ୍ଞା ଏହି ଲୋକମାନେ ସବୁବେଳେ ଅନ୍ୟମାନଙ୍କୁ ଖୁସିରେ ରଖିବାରେ ବିଶ୍ଵାସ କରନ୍ତି । ଏବେ ଏମିତିରେ ତ ଏହି ଲୋକମାନେ ନିଜ ହୃଦୟର ରହସ୍ୟ କାହା ସହିତ ଅଧିକ ଭାଗ କରନ୍ତି ନାହିଁ , କିନ୍ତୁ ଏହି ଲୋକମାନେ ଅନ୍ୟମାନଙ୍କର ବହୁତ ଧ୍ୟାନ ରଖନ୍ତି । କିନ୍ତୁ ଏହି ଲୋକଙ୍କର ସବୁଠାରୁ ଖରାପ କଥା ଏହା ଯେ ଏହି ଲୋକମାନେ ନିଜର ଭାବନା ଅନ୍ୟ ମାନଙ୍କ ଉପରେ ଲଦିଦେବାକୁ ଚାହାନ୍ତି । ଯେଉଁ କାରଣରୁ କେବେକେବେ ଏହି ଲୋକଙ୍କୁ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିଥାଏ ।
ତେଣୁ ଯଦି ଆପଣଙ୍କ ନାମ ମଧ୍ୟ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ଆମେ ଆଶା କରୁଛୁ ଯେ ଆମେ ଯେଉଁ କଥା ଆପଣଙ୍କ ବିଷୟରେ କହିଛୁ, ତାହା ଏକଦମ ଠିକ ହେବ ।