ଦାନ୍ତ ରେ ଲାଗିଥିବା ତମାଖୁର ସମସ୍ତ ଦାଗ, କ୍ଷଣକରେ ହୋଇଯିବ ଏଭଳି ପରିଷ୍କାର , କରିବାକୁ ହେବ ଏହି ସହଜ କାମ…

ଆମ ଶରୀରରେ ଦାନ୍ତର ମହତ୍ଵ ଯେଉଁଠାରେ ଖାଇବା ନିମନ୍ତେ ହୋଇଥାଏ ଅନ୍ୟ ପକ୍ଷରେ ଉଜ୍ଜ୍ଵଳ ଓ ମୋତି ଭଳି ଦାନ୍ତ ଚେହେରାର ସୁନ୍ଦରତାକୁ ବୃଦ୍ଧି କରିଥାଏ। ଯାହାକି ଆପଣଙ୍କୁ ଜଣା ଥିବ ଯେ ବ୍ୟକ୍ତିଙ୍କ ଚେହେରାରେ ଦାନ୍ତ ବହୁତ ଅଧିକ ମୂଲ୍ୟ ରଖିଥାଏ । ଆପଣଙ୍କ ଚେହେରା ଓ ହସକୁ ସୁନ୍ଦର କରିଥାଏ ଆପଣଙ୍କର ଚିକଚିକ କରୁଥିବା ମୋତି ଭଳି ଦାନ୍ତ। ଦାନ୍ତର ହଳଦିଆ ଦାଗ ଏହି ସୁନ୍ଦରତାରେ ଗ୍ରହଣ ଲଗେଇପାରେ।ଏଥିପାଇଁ ଚେହେରା ସହିତ ନିଜର ହସକୁ ମଧ୍ୟ ସତେଜ ରଖିବା ନିମନ୍ତେ ନିଜର ଦାନ୍ତର ପରିଚ୍ଛନ୍ନତା ଓ ଚମକର ଖିଆଲ ରଖିବା ମଧ୍ୟ ଜରୁରୀ ହୋଇଥାଏ।
କିନ୍ତୁ ଆଜିକାଲିର ସମୟରେ ଏହା କିଛି କଷ୍ଟ ହୋଇଥାଏ, ହଁ ଆଜ୍ଞା କାରଣ ଆଜିକାଲି ଅନେକ ପ୍ରକାର ଲୋକ ଭିନ୍ନ ଭିନ୍ନ ଜିନିଷର ସେବନ କରୁଛନ୍ତି ଯେଉଁ କାରଣରୁ ସେହି ଜିନିଷର ବ୍ୟାକ୍ଟେରିଆ ବ୍ୟକ୍ତିଙ୍କର ଦାନ୍ତରେ ଲାଗିରହେ ଓ ଯେବେ କୌଣସି ବ୍ୟକ୍ତ କିଛି ବି ଜିନିଷ ଖାଇବା ପରେ ନିଜର ଦାନ୍ତର ଉତ୍ତମ ରୂପରେ ପରିଷ୍କାର କରନ୍ତି ନାହିଁ, ତେବେ ସେହି ବ୍ୟକ୍ତିଙ୍କ ମୁହଁରେ ଉପସ୍ଥିତ ବ୍ୟାକ୍ଟେରିଆ ତାଙ୍କର ଦାନ୍ତରେ ରହି ଯାଆନ୍ତି ।
ଏହି କାରଣ ଅଟେ ଯେ ଆପନ୍ନକ ଦାନ୍ତ ହଳଦିଆ ହୋଇଯାଏ। ଅନେକ ସମୟରେ ତ ଲୋକଙ୍କୁ ଲାଗେ ଯେ ସେମାନେ ମହଙ୍ଗା ଟୁଥପେଷ୍ଟର ବ୍ୟବହାର କରିବା ଦ୍ଵାରା ତନକର ଦାନ୍ତ ପରିଷ୍କାର ହୋଇଯିବ କିନ୍ତୁ ସତ୍ୟ ତ ଏହା ଯେ ଟୁଥପେଷ୍ଟ ଦ୍ଵାରା କେବଳ ଦାନ୍ତରେ ଲାଗିଥିବା ବ୍ୟାକ୍ଟେରିଆ ବାହାରିଯାଏ ଦାନ୍ତରେ ଲାଗିଥିବା ଦାଗ ନୁହେଁ । ଏତିକି ହିଁ ନୁହେଁ ଆପଣଙ୍କୁ ଜଣେଇଦେବୁ ଯେ ଯଦି ଅପନକ ଦାନ୍ତରେ ଦାଗ ଲାଗିସରିଛି କିମ୍ବା ଅପନକ ଦାନ୍ତ ହଳଦିଆ ହୋଇଯାଇଛି ତ ମହଙ୍ଗା ମହଙ୍ଗା ଟୁଥପେଷ୍ଟରେ ନିଜର ପଇସା ବରବାଦ କରନ୍ତୁ ନାହିଁ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଉପଚାର ବିଷୟରେ ଜଣେଇବୁ ଯାହା ବହୁତ ଶସ୍ତା ଏବଂ ସରଳ ଅଟେ । ହଁ ଆଜ୍ଞା ଏହାର ଲାଭ ଆପଣଙ୍କୁ କିଛି ସମୟ ପରେ ଦେଖାଯିବାରେ ଲାଗିବ ଏହଟିପାଇନ ଧ୍ୟାନ ରହେ ଯେ କିଛି ଦିନରେ ଏହି ଉପଚାର ବ୍ୟବହାର କରିବା ଛାଡିବେ ନାହିଁ ପରନ୍ତୁ ଲଗାତାର ଏହି ଉପଚାରର ବ୍ୟବହାର କରିବା ଉଚିତ ଯଦ୍ୱାରା ଆପଣଙ୍କୁ ଏହାର ଲାଭ ଦୃଷ୍ଟିଗୋଚର ହେବ ।
ଏହି ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ କମଳାର ଚୋପ ଆବଶ୍ୟକ ହେବ ଏବଂ ଲେମ୍ବୁ। ଏବେ ଆପଣ କମଳାର ଚୋପକୁ ସୁଖେଇ ତାହାର ପାଉଡର ବନେଇ ଦିଅନ୍ତୁ ତପର ସେହି ପାଉଡରର ଏକ କିମ୍ବା ଦୁଇ ଚୁଟୁକି ନିଅନ୍ତୁ ଏବଂ ସେଥିରେ ଲେମ୍ବୁର ରସ ମିଶେଇ ଦିଅନ୍ତୁ। ଏବେ ଏହାର ପେଷ୍ଟପ୍ରସ୍ତୁତ ହୋଇଯିବ ତ ଏହାକୁ ନିଜର ହଳଦିଆ ଦାନ୍ତରେ ଲଗେଇଦିଅନ୍ତୁ। ପ୍ରତିଦିନ ଆପଣ ଏହି ପେଷ୍ଟରେ ସକାଳେ ଓ ରାତିରେ ବ୍ରଶ କରନ୍ତୁ ଏପରି କରିବା ଦ୍ଵାରା ଆପଣଙ୍କ ଦାନ୍ତ ଧଳା ହୋଇଯିବ।
ଏହା ବ୍ୟତିତ ଆପଣ ଚାହିଁଲେ ଲେମ୍ବୁ ରସରେ ଲୁଣ ଏବଂ ଅଳ୍ପ ସୋରିଷ ତେଲ ମିଶାନ୍ତୁ ଏବଂ ଏବେ ବ୍ରସ ସହାୟତାରେ ଦାନ୍ତରେ ଘସନ୍ତୁ। ଦାନ୍ତରେ ଚମକ ଆଣିବାର ଏହା ବହୁତ ପୁରାତନ ଏବଂ ସଫଳ ଉପାୟ ଅଟେ ।
ତେବେ ଏବେ ତ ଆପଣ ବୁଝିଗଲେ ଯେ ହଳଦିଆ ଦାନ୍ତକୁ ଧଳା କରିବା ନିମନ୍ତେ କୌଣସି ପ୍ରକାର ମହଙ୍ଗା ସାମଗ୍ରୀର ବ୍ୟବହାର କରିବା ଉଚିତ ନୁହେଁ ପରନ୍ତୁ ଏହି ଉପାୟ ଦ୍ଵାରା ଆପଣଙ୍କ ପଇସା ମଧ୍ୟ ବଞ୍ଚିବ ଓ କୌଣସି ପ୍ରକାର କ୍ଷତି ହେବନାହିଁ ।ତେବେ ଆମେ ଆପଣଙ୍କୁ ଅନୁରୋଧ କରୁଚୁ ଯେ ଦୟାକରି ଏହାର ସେବନ ବନ୍ଦ କରନ୍ତୁ