IAS ଇଣ୍ଟରଭିୟୁରେ ଏପରି ଚତୁର ପ୍ରଶ୍ନ – ତାହା କଣ ଅଟେ ଯାହା ଏକ ମାସ ପରେ ପାଖକୁ ଆସେ ଓ ୨୪ ଘଣ୍ଟା ପାଖରେ ରହି ଚାଲିଯାଏ ? ଉତ୍ତର ଶୁଣିଲେ ଚମକି ପଡିବେ..
1 min readIAS-IPS(ସିଭିଲ ସର୍ଭିସେସ)ର ପରୀକ୍ଷା ସାରା ଦୁନିଆର ସବୁଠାରୁ କଠିନ ପରୀକ୍ଷା ମାନଙ୍କରୁ ଗୋଟିଏ କୁହାଯାଏ। ଏହି ପରୀକ୍ଷାରେ ଏପରି ପ୍ରଶ୍ନ କରାଯାଏ ଯାହାଦ୍ୱାରା ପରୀକ୍ଷାର୍ଥୀଙ୍କ ମୁଣ୍ଡ ଘୂରିଯାଏ। ପ୍ରାର୍ଥୀ ଏହି ପରୀକ୍ଷାରେ ଭଲ ନମ୍ବର ଆଣିବା ନିମନ୍ତେ ଦିନରାତି କଠିନ ପରିଶ୍ରମ କରନ୍ତି ତେବେ ଯାଇ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଆଇଏଏସ ଆଇପିଏସ ର ଇଣ୍ଟରଭିୟୁରେ ଏଭଳି ଅଦ୍ଭୁତ ପ୍ରଶ୍ନ ପଚରାଯାଏ ଯାହା ବିଷୟରେ କେହି ଭାବି ମଧ୍ୟ ପାରିବେ ନାହିଁ। ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏଭଳି ପ୍ରଶ୍ନ ନେଇ ଆସିଛୁ ଯାହା ଆଇଏଏସ ଆଇପିଏସ ର ଇଣ୍ଟରଭିୟୁରେ ପଚରାଯାଏ ।
ପ୍ରଥମ ପ୍ରଶ୍ନ: ଭାରତର ମୋଟ କେତେ ପ୍ରତିଶାନ୍ତ ଭୂଭାଗରେ କୃଷି କରାଯାଏ?
ଉତ୍ତର: ଜଣା ନାହିଁ? ଆଚ୍ଛା ତାହେଲେ ଆମେ ଜଣେଇ ଦେଉଛୁ, 4.51%
ଦ୍ଵିତୀୟ ପ୍ରଶ୍ନ: ଭାରତରେ ଜଳସେଚନ କରିବାର ସବୁଠାରୁ ବଡ ସାଧନ କଣ ଅଟେ?
ଉତ୍ତର: କେନାଲ
ତୃତୀୟ ପ୍ରଶ୍ନ; ତାହା କଣ ଅଟେ ଯାହା ଏକ ମାସ ପରେ ପାଖକୁ ଆସେ ଓ 24ଘଣ୍ଟା ପାଖରେ ରହି ଚାଲିଯାଏ?
ଉତ୍ତର: ଏହାର ଉତ୍ତର ଅଟେ Date ମାନେ ତାରିଖ କାରଣ କୌଣସି ବି ତାରିଖ ମାସରେ କେବଳ ଠାରେ ଆସେ। ଓ ପୁଣି ଏକ ମାସ ପାଇଁ ଚାଲିଯାଏ ।
ଚତୁର୍ଥ ପ୍ରଶ୍ନ: ଏପରି କେଉଁ ଜିନିଷ ଅଛି ଯାହାକୁ ପଛରୁ ମନୁଷ୍ୟ ତିଆରି କରିଛି ଓ ଆଗରୁ ଭଗବାନ?
ଉତ୍ତର: ଏହି ପ୍ରଶ୍ନ ଶୁଣି ଦେହରୁ ଝାଳ ବାହାରିଗଲା ନା? ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଅଟେ ବଳଦଗାଡି, ଯାହାକୁ ପଚ୍ଛରୁ ମଣିଷ ଓ ଆଗରୁ ଭଗବାନ ତିଆରି କରିଛନ୍ତି।
ପଞ୍ଚମ ପ୍ରଶ୍ନ; ଯଦି କୌଣସି ରୁମରେ ରଖିଥିବା ଫ୍ରୀଜର କବାଟକୁ ଖୋଲି ଦିଆଯାଏ ତ ରୁମ ଥଣ୍ଡା ହେବ ନା ଗରମ?
ଉତ୍ତର: ଏହାର ଉତ୍ତର ଅଟେ ଯେ ଯଦି ଆମେ ଫ୍ରୀଜର କବାଟ ଖୋଲି ଦେଉ ତେବେ ରୁମ ନିଶ୍ଚିତ ଗରମ ହେବାରେ ଲାଗିବ ।