October 27, 2024

Odia Express

Here, There and Everywhere

ଯଦି ଆପଣ ଚାହୁଁଛନ୍ତି ଗାଲରେ ଏପରି କ୍ୟୁଟ୍ ଡିମ୍ପଲ୍ , ତେବେ ଏହି ତରିକା ଅଟେ ସବୁଠାରୁ ସହଜ….

1 min read

ଯେବେ ସୁନ୍ଦର ଦେଖାଯିବାର କଥା ଆସେ ତେବେ ପୁଅ ହେଉ କିମ୍ବା ଝିଅ ସମସ୍ତେ ଏହାକୁ ମାନିନିଅନ୍ତି , ଆଜିକାଲି ଫ୍ୟାସନ୍ ଜମାନା ଅଟେ , ଯେଉଁଥିରେ ଆସୁଥିବା ସବୁ ନୁଆ ଟ୍ରେଣ୍ତ ଓ ପିନ୍ଧିବା ଆପଣାଇକରି ସ୍ମାର୍ଟ ଦେଖାଯିବାକୁ ଚାହୁଁଛନ୍ତି ସେମିତି ଝିଅ ନିଜ ସୁନ୍ଦରତା ରେ ସନ୍ତୁଷ୍ଟି ହୋଇପାରନ୍ତି ନାହିଁ , କାରଣ ଲକ୍ଷାଧିକ ମେକଅପ୍ ପରେ ବି ତାଙ୍କର ନଜର ଡିମ୍ପଲ୍ କ୍ୱିନ୍ ଦିପିକା ପାଦୁକୋଣଙ୍କ ଉପରେ ପଡିଥାଏ , ତେବେ ସେମାନେ ବୁଝିପାରନ୍ତି କି ଗାଲରେ ଡିମ୍ପଲ୍ ହେବା କେତେ ଜରୁରୀ ଅଟେ,  ଆଜି ଆମେ ଆପଣଙ୍କୁ କିଛି ତରିକା କହିବୁ ଯାହା ଦ୍ୱାରା ଆପଣ ଗାଲରେ ଡିମ୍ପଲ୍ ସେପ୍ ଆଣିପାରିବେ , ଆସନ୍ତୁ ଜାଣିବା ।

୧) ସବୁଦିନ ବ୍ୟାୟାମ୍ କରିବା : ଏମାନେ ଜିମ୍ ଯିବା କଥାକହୁନାହୁଁ ଆପଣଙ୍କ ଚେହେରାର ମାମୁଲି ଏକ୍ସରସାଇଜ୍ କଥା କହୁଛୁ , ଏଥିରେ ଆପଣ କାମରେ ନେଇପାରିବେ , ସବୁଦିନ ଗାଲକୁ ଆଉଁସିଲେ ଗାତ ପରି ସେପ୍ ବନାଇବାର ଚେଷ୍ଟା କରିବା ଉଚିତ୍ , ଏହି ବ୍ୟାୟାମ ବହୁତ କାମରେ ଆସିବ ।

୨) ଯଦି ଟିକିଏ ଚଉଡା ହସ ଦେବାର ଅଭ୍ୟାସ ପକାଇବେ ତେବେ ଏହା ଡିମ୍ପଲ୍ ସେପ୍ ପରି ଲାଗିବ , ଖାସ୍ କରି ଝିଅଙ୍କୁ ଦରକାର ବିନା ହସରେ ଏକେଲାରେ ଚଉଡା ମୁହଁକୁ ମେଲାଇବା ଦରକାର ଏଥିରୁ ଡିମ୍ପଲ୍ ପରି ଗାତ ହେଲା ପରି ଲାଗିବ ,

୩) ଗାଲକୁ ଦବାନ୍ତୁ  : ଯଦି ଝିଅମାନେ ଫ୍ରି ଟାଇମ୍ ରେ ଗାଲର ଏହି ଭାଗରେ ଆଙ୍ଗୁଠିରେ ଦବାଇବେ ତେବେ ଫରକ ନଜର ଆସିବ , ଦିନକୁ କମ୍ ସେ କମ୍ ୨୦ ମିନିଟ୍ ପର୍ଯ୍ୟନ୍ତ ଏଇ କାମ କରିଲେ ଜଲଦି ହିଁ ଆପଣଙ୍କୁ ଆଲିଆଙ୍କ ପରି କ୍ୟୁଟ୍ ଡିମ୍ପଲ୍ ଦେଖିବାକୁ ପାଇବେ ।

୪) ପାଉଟ୍ ବନାଇବା ଉପରେ ଧ୍ୟାନ୍ : ଝିଅ ମାନେ ସେମିତି ସେଲଫିର ଦିୱାନୀ ହୋଇଥାନ୍ତି , ସେମିତି ସେଲଫି ନେବା ସମୟରେ ସେମାନେ ପାଉଟ୍ କରନ୍ତି ତେବେ ଏହା ପ୍ରଭାବ ପକାଇଥାଏ , ଯେତେ ଅଧିକା ପାଉଟ୍ ନେବେ ଗାଲରେ ସେତେ ଅଧିକା ଡିମ୍ପଲ୍ ନଜର ଆସିବ ।

୫) ପେନସିଲ୍ ର ନେଇପାରିବେ ସାହାଯ୍ୟ : ଯଦି ଆମେ ପେନସିଲ୍ କିମ୍ବା ପେନ୍ ଦ୍ୱାରା ଗାଲରେ ଗାତ ପରି ସେପ୍ ବନାଇବାର ଚେଷ୍ଟା କରିବା ତେବେ ଜଲଦି ଏହା ପ୍ରଭାବଦାୟକ ହେବ,  ଏମିତି କରିଲେ ଆପଣଙ୍କ ଚେହେରାରେ ସବୁବେଳେ ଡିମ୍ପଲ୍ ହୋଇପାରିବ , ଗୋଟେ କଥାକୁ ଧ୍ୟାନ ରଖିବାକୁ ହେବ କି ପେନସିଲ୍ ଅଧିକା ଧାରୁଆ ହୋଇନଥିବ ।

୬) ପିୟର୍ସିଙ୍ଗ୍ ର ବି ଅଛି ଫାଇଦା : ଯଦି ଝିଅମାନେ ନିଜ ଚେହେରାରେ ପିୟର୍ସିଙ୍ଗ୍ କରାଉଛନ୍ତି ତେବେ ଚେହେରାରେ ଡିମ୍ପଲ୍ ଆସିବାର ଚ୍ୟାନ୍ସ ଅଧିକା ହୋଇଯାଏ , ପିୟର୍ସିଙ୍ଗ୍ କରାଇବା ପରେ ୨-୩ ମାସ ପର୍ଯ୍ୟନ୍ତ ସେହି ହାଲତରେ ଛାଡିଦିଅନ୍ତୁ , ଯେବେ ପିୟର୍ସିଙ୍ଗ୍ ହଟିଯିବ ତେବେ ଡିମ୍ପଲ୍ ସେପ୍ ହୋଇଯିବ , କିନ୍ତୁ ପିୟର୍ସିଙ୍ଗ୍ କରିବା ସମୟରେ ଗୋଟିଏ କଥା ମନେ ରଖିବେ କି କେଉଁ ସ୍ପେଶାଲିଷ୍ଟ୍ ଙ୍କ ପାଖରୁ କରାନ୍ତୁ , ନହେଲେ ଏହାର ବହୁତ ଖରାପ ପରିଣତି ଭୋଗିବାକୁ ପଡିପାରେ ।

୭) ମେକ୍ ଅପ୍ କରାଇବା କାମ ଆସିବ ଝିଅମାନଙ୍କୁ : ଯେଉଁ ଝିଅଙ୍କର ଡିମ୍ପଲ୍ ସଉକ ଅଛି , ସେମାନେ ଏହାକୁ ମେକ୍ ଅପ୍ ଦ୍ୱାରା କରାଇପାରିବେ , ଏହି ଡିମ୍ପଲ୍ ସ୍ଥାୟୀ ହୋଇନଥାଏ , ଏହାର ନିର୍ମାଣ ସହଜରେ କରାଯାଈପାରିବ , ଉପର ତରିକା ଆପଣାଇବାପୁର୍ବରୁ ଫାଉଣ୍ତଡେସନ୍ କରି ଆପଣ ଜଲଦି ଡିମ୍ପଲ୍ ହାସିଲ୍ କରିପାରିବେ ।

Leave a Reply

Your email address will not be published. Required fields are marked *