ରସୁଣର ଏକ ପାଖୁଡା ବନାଇଦେବ ପୁରୁଷଙ୍କୁ ବାହୁବଳୀ , କିନ୍ତୁ ଖାଇବାକୁ ହେବ କିଛି ଏପରି …
ଏମିତି ତ ଆଜି କାଲି ରୋଗ ବହୁତ ହେବାର ଦେଖାଯାଉଛି , କିନ୍ତୁ ଆମର ଆଖପାଖରେ କିଛି ଜିନିଷ ଏମିତି ମହଜୁତ୍ ଅଛି , ଯାହାର ସେବନ କଲେ ଆପଣଙ୍କ ସବୁ ଚିନ୍ତା ରୋଗ ଦୁର ହୋଇଯିବ , ଆମର କିଚେନ୍ ରେ କିଛି ଏପରି ଜିନିଷ ଅଛି ଯାହାର ସଠିକ୍ ପ୍ରୟୋଗ କରିବାର ଆପଣଙ୍କୁ ସବୁ ସମସ୍ୟାର ମୁକ୍ତି ମିଳିପାରିବ , ଆଜି ଆମେ ଆପଣଙ୍କୁ ରସୁଣର ବିଷୟରେ କିଛି କହିବୁ ,ରସୁଣରେ ଗୁଣକାରୀ ତତ୍ତ୍ୱ ମହଜୁତ୍ ଅଛି , ଯାହା ରୋଗରୁ ଦୂରେଇ ରଖେ , ଏହା ସବୁ ମୌସୁମରେ ମିଳିଯାଏ , ଆୟୁର୍ବେଦରେ ରସୁଣକୁ ଔଷଧୀ କୁହାଯାଇଛି , କିନ୍ତୁ ଯଦି ଆପଣଙ୍କୁ ଆୟୁର୍ବେଦର କିଛି ଭରସା ନାହିଁ , ତେବେ ଏହାର ନିୟମିତ ବ୍ୟବହାରର କରିପାରିବେ , କୁହାଯାଉଛି କି ରସୁଣକୁ ନିୟମିତ ରୁପରେ ବ୍ୟବହାର କରିଲେ ବଡରୁ ବଡ ରୋଗୀ ଛୁ ମନ୍ତର ହୋଇଯାଏ ।
ଖାଲି ପେଟରେ ରସୁଣ ଖାଇଲେ ବହୁତ ସାରା ଫାଈଦା ଅଛି , ଯାହାର କାରଣରୁ ଆପଣଙ୍କୁ ଏହାର ସେବନ କରିବା ଉଚିତ୍ , ରସୁଣ ଖାଇଲେ ପେଟର ରୋଗ ହୁଏ ନାହିଁ , ଏତିକି ରସୁଣ ମହଜୁଦ୍ ଗୁଣ ଆପଣଙ୍କ ବଡିରେ ସଂକ୍ରମଣ ସାମ୍ନାରେ ହାରିବାର ନାହିଁ , ଯାହାର କାରଣରୁ ଏହାକୁ ଖାଇଲେ ବିଲକୁଲ୍ ମନା କରିବା ଉଚିତ୍ ନୁହେଁ ରସୁଣର ବ୍ୟବହାର ଭୋଜନ ବନାଇବାରେ କରାଯାଏ , ତେବେ ଏହାର ଚଟଣୀ କିମ୍ବା ଆଚାର ବନାଇକରି ବି ଖାଇବା ପସନ୍ଦ କରନ୍ତି , ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ , ଏହା କେଉଁ ରୁପରେ ଖାଇବାର ଅଛି ଆସନ୍ତୁ ଜାଣିବା । ଆଜି ଆମେ ଖାଲି ପେଟରେ ରସୁଣ ଖାଇବାର ଫାଇଦା ବିଷୟରେ କହିବୁ , ଯଦି ସକାଳୁ ସକାଳୁ ଆପଣଙ୍କୁ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ପାଖୁଡା ଖାଇବେ ତେବେ ଏହା ସାତ ଦିନରେ ପ୍ରଭାବ ଦେଖିବାକୁ ମିଳିବ , ଓ କିଛି ନୁଆ ପରିବର୍ତ୍ତନ ଦେଖିବାକୁ ମିଳିବ , ସଂକ୍ରମଣ ରୁ ବଞ୍ଚିବାପାଇଁ ରସୁଣ ପ୍ରାଚୀନ ସମୟରୁ ଯୋଡି ହୋଇଥିବା ବୁଟି ହିସାବରେ ଦେଖିବାକୁ ମିଳିଯାଏ , ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ।
୧) ଭଜା ହୋଇଥିବା ରସୁଣ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହ ବ୍ଲଡ୍ ପ୍ରେସର୍ ବି କଣ୍ଟ୍ରୋଲ୍ କରିଥାଏ , ଯଦି ଆପଣଙ୍କୁ ସବୁଦିନ ଭଜା ରସୁଣ ଖାଇଲେ ତେବେ ହାର୍ଟ ଆଟାକ୍ ବି ହେବ , ଏହା ଛଡା ଆପଣଙ୍କ ବଡି ପୁରା ସଫା ରହିବ ।
୨) ଭଜା ରସୁଣରେ ଆଣ୍ଟି ଇନଫ୍ଲେମେଟରି ଓ ଆଣ୍ଟି ଫଙ୍ଗଲ୍ ଗୁଣ ମିଳିଥାଏ , ଯାହାର ସାହାଯ୍ୟରେ ଆପଣଙ୍କ ବଡିରେ କେଉଁ ପ୍ରକାରର ସଂକ୍ରମଣ ପ୍ରବେଶ କରିପାରିବ ନାହିଁ , ଏହା ପାଇଁ ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ଉଚିତ୍ , ଧ୍ୟାନ ରଖନ୍ତୁ ରସୁଣ ଖାଇବା ପରେ ତୁରନ୍ତ ପାଣିର ସେବନ କରିବା ନିଷେଧ , ଆପଣ ଚାହିଁଲେ ରୁଟି ବନାଉଥିବା ତାୱାରେ ରସୁଣକୁ ଭାଜି ପାରିବେ ।
୩) ଭଜା ହୋଇଥିବା ରସୁଣରେ କାର୍ବୋହାଇଡ୍ରେଡ୍ ଭାରି ମାତ୍ରା ମିଳିଥାଏ , ଯାହାର କାରଣରୁ ଭଜା ହୋଇଥିବା ରସୁଣର ସେବନ ଶରୀରରେ ଅତ୍ୟାଧିକ ଉର୍ଜା ମିଳିଥାଏ , ସେହି ଲୋକଙ୍କୁ ଏହା ସେବନକରିବାର ଅଛି ଯାହା ବହୁତ ଅଧିକା ଦୁର୍ବଳ ହୋଇଥାନ୍ତି , ଏମିତିରେ ସବୁଦିନ ଏହାର ସେବନ କଲେ ତେବେ ଭରପୁର୍ ପରିମାଣର ଉର୍ଜା ମିଳିଥାଏ ।
୪) ଯଦି ଆପଣଙ୍କୁ ପେଟ ସଂବନ୍ଧି କିଛି ସମସ୍ୟା ହେଉ , ତେବେ ଭଜା ହୋଇଥିବା ରସୁଣର ସେବନ କରିବା ଉଚିତ୍ , ଏହା ଗ୍ୟାସ୍ , ପୀଡା ପରି ସମସ୍ୟା ଦୁର ହୋଇଯାଏ , ତାହା ସହ ପାଚନକ୍ରିୟା ସୁଚାରୁ ରୁପେ ହୋଇଥାଏ , ଏହାର ସେବନ ଆପଣଙ୍କୁ ସାତ ଦିନ ଯାଏଁ କରିବା ଉଚିତ୍ ।