November 22, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ – ଦିନେ ବାଦଶାହ ଆକବର ବିରବଲ୍ କୁ କହିଲେ ବିରବଲ୍ ତୁମର ସ୍ତ୍ରୀ ବହୁତ ସୁନ୍ଦର ଅଟେ – ତାପରେ ଚତୁର ବିରବଲ ଏପରି ଉତ୍ତର ଦେଲେ ଯେ ଶୁଣିଲେ ହସି ହସି ଗାଡିବେ ଆପଣ..

ସବୁ ମଣିଷ ଚାହିଁଥାଏ କି ନିଜ ଜୀବନରେ ସେ ଭଲରେ ଚଳିପାରୁ , ଯାହାଦ୍ୱାରା ତାର ଜୀବନରେ କିଛି ବି ଅସୁବିଧା ନ ଆସୁ , ଓ ସେ ସବୁବେଳେ ଖୁସିରେ ରହୁ , ଏଥିପାଈଁ ବ୍ୟକ୍ତି କେଉଁ ଭଳି ଭାବେ ହେଉ ପୁରା ଚେଷ୍ଟା କରେ କି ସେ ସବୁବେଳେ ଚିନ୍ତାମୁକ୍ତ ହୋଇରହୁ , ସେହି ବ୍ୟକ୍ତି ପାଇଁ ଜରୁରୀ ହୋଇଥାଏ କି ସେ ବ୍ୟକ୍ତି ନିଜ ଭାବନାକୁ ସକରାତ୍ମକ ଭାବନାରେ ରହୁ , ଯଦି ବ୍ୟକ୍ତି ଖୁସିରେ ରହିବ ତେବେ ନିଶ୍ଚିତ ରୁପେ ଚିନ୍ତାମୁକ୍ତ ହୋଇପାରିବ , ଏଥିପାଇଁ କୁହାଯାଏ କି ଯଦି ବ୍ୟକ୍ତି ଖୁସିରେ ରହିବ ତେବେ ନିଜ ମଧ୍ୟରେ ଚିନ୍ତାକୁ ଦୁର କରିପାରିବ । ବହୁତଥର ଦେଖିଥିବେ କି ଲୋକେ ବିଭିନ୍ନ କାରଣରୁ ରୋଗାକ୍ରାନ୍ତ ହୋଇପଡନ୍ତି କିନ୍ତୁ ଡାକ୍ତର ତାଙ୍କୁ ଖୁସି ରହିବାର ଉପଦେଶ ଦିଅନ୍ତି , କାରଣ ଯେଉଁ ମଣିଷ ନିଜ ମଧ୍ୟରେ ଖୁସି ରଖିଥାଏ ତେବେ ଆମର ଜୀବନରେ ସେ ରୋଗମୁକ୍ତ ହୋଇ ରୁହେ , ଏଥିପାଇଁ ଆମ ଜୀବନରେ ଖୁସି ରହିବା ରୋଗ ବହୁତ ଲାଭଦାୟକ ଅଟେ , ଆମର ସବୁ ରୋଗ ଦୁର ହୋଇଥାଏ , ଖାଲି ନିଜ ବ୍ୟବହାର ମିଜାଜକୁ ଖୁସି ରଖିବାକୁ ହେବ , ନିଜ ବ୍ୟବହାର୍ ସବୁବେଳେ ହସମୁଖ ରଖିବାକୁ ହେବ , ତେବେ ଜୀବନରେ ଖୁସିରେ ରହିପାରିବ ।

ଦୁଇ ସାଙ୍ଗ ପରସ୍ପର କଥା ହେଉଥିଲେ : – ସାଙ୍ଗ କାଲି ରାତିରେ ଘରକୁ ମୁଁ ଲେଟ୍ ରେ ପହଞ୍ଚିଲି , ବେଲ୍ ବଜାଈଲି , ସ୍ତ୍ରୀ କବାଟ ଖୋଲିଲା ନାହିଁ , ପୁରା ରାତି ରାସ୍ତାରେ ଶୋଇଲି , ସାଙ୍ଗ : ତାପରଦିନ ସକାଳୁ ସ୍ତ୍ରୀକୁ ଖବର ମିଳିଲା କି ନାହିଁ  ନା ସାଙ୍ଗ , ସକାଳୁ ମଦ ନିଶା ଛାଡିଲା କି ଏବେ ମୋର ବାହାଘର ହୋଇନି , ଓ ଚାବି ପକେଟ୍ ରେ ହିଁ ଥିଲା ,

ପପୁ ମାର ଦେହ ଖରାପ ହୋଇଗଲା , ହସ୍ପିଟାଲ୍ ନେଇଗଲେ , ଡାକ୍ତର କହିଲେ ୨ ଟି ଟେଷ୍ଟ ହେବେ , ପପୁ ଜୋର୍ ରେ କାନ୍ଦିବାକୁ ଲାଗିଲା , ହେ ଭଗବାନ ଏବେ କଣ ହେବ , ମୋର ମା ଅଶିକ୍ଷିତ ଅଛି ।

ସ୍କୁଲ୍ ଟାଇମ୍ ରେ ଯଦି ଭୁଲ୍ ରେ ଦ୍ୱିତୀୟ କ୍ଲାସ୍ ରେ ଚାଲିଯାଏ ତେବେ ଏମିତି ଲାଗୁଛି କି ଯେପରି କେଉଁ ଦ୍ୱିତୀୟ ଗ୍ରହରେ ଆସିଗଲେ , ଓ ସେହି କ୍ଲାସ୍ ସବୁ ଛୁଆ ଏମିତି ଦେଖାଯାଉଥିଲେ ଯେମିତି କେଉଁ ଏଲିଏନ୍ ଆସିଯାଇଛି ।

ସନ୍ ୧୯୭୦ ରେ ବର ଭାବୁଥିଲା ଯୌତୁକରେ ରେଡିଓ ମିଳିଯାଉ , ସନ୍ ୧୯୮୦ ରେ ଯୌତୁକ ରେ ସାଇକେଲ୍ ମିଳିଯାଉ , ସନ୍ ୧୯୯୦ ରେ ଯୌତୁକରେ ବାଇକ୍ ମିଳିଯାଉ , ୨୦୦୦ ରେ ଯୌତୁକରେ କାର୍ ମିଳିଯାଆନ୍ତା ହେଲେ , ସନ୍ ୨୦୧୫ ରେ ଖାଲି ଏବେ ବିନା ବୟଫ୍ରେଣ୍ତର ଏକ କନ୍ୟା ମିଳିଯାଉ ଆଉ କିଛି ଦରକାର୍ ନାହିଁ ।

ଛୋଟୁ : ମା ତୁମେ ମିଛ କଣ ପାଇଁ କହିଲ , ମା : କେବେ ମୋ ସୁନା , ଛୋଟୁ : ଆପଣ କହିଥିଲେ କି ଛୋଟ ଝିଅ ଆମର ପରି ଅଟେ , ମା : ହଁ ସେ ତ ଅଟେ , ଛୋଟୁ ତେବେ ଯେବେ ମୁଁ ଛାତରୁ ତଳେ ପକାଇଲି ତାକୁ ସେ କାହିଁକି ଉଡିଲା ନାହିଁ , ମା : କୁକୁର କେଉଁଠି ପକାଈଦେଲୁ ,

ପୁଅ : ବାହା ହେଇଯା ମୋତେ ଝିଅ : କଣ ପାଇଁ ପୁଅ : ମୋର ବାପା ଗାଁରେ ସବୁଠାରୁ ବଡ ଲୋକଅଟନ୍ତି , ବିବାହପରେ ଝିଅକୁ ଜଣାପଡେ କି ପୁଅର ବାପା ୧୦୫ ବର୍ଷର ଅଟନ୍ତି ।

ପୋଲିସ୍ କବାଟ ଠକ୍ ଠକ୍ କଲା । ସାନ୍ତା : କିଏ କବାଟ ଠକ୍ ଠକ୍ କରୁଛ , ପୋଲିସ୍ : ଆମେ ପୋଲିସ୍ ବାଲା ଅଟୁ , କବାଟ ଖୋଲ , ସାନ୍ତା : କଣ ପାଇଁ ଖୋଲିବି , ପୋଲିସ୍ କିଛି କଥା ଅଛି , ସାନ୍ତା : ତୁମେ କେତେ ଜଣ ଅଛ : ପୋଲିସ୍ ଆମେ ୩ ଜଣ ଅଛୁ , ଠିକ୍ ଅଛି ନିଜ ନିଜ ମଧ୍ୟରେ କଥା ହୋଇଯା ,ମୋର ପାଖରେ ସମୟ ଅଭାବ ।

ଆଜିକାଲି କଳଯୁଗର ଛୁଆ , ଶିକ୍ଷକ : କାଲି ତୁ ସ୍କୁଲ୍ କାହିଁକି ଆସିଲୁନାହିଁ , ଛୁଆ କାଲି ଯିଏ ଆସିଥିଲେ ତାଙ୍କର କଣ ଆପଣ ସରକାରୀ ଚାକିରି ଲଗାଇଦେଲେ

ଛାତ୍ର ଭଗବାନଙ୍କୁ : ହଜାରଙ୍କ ଭାଗ୍ୟ ମୋ ସାଥିରେ ଅଛି , କିନ୍ତୁ ପାସ୍ କରେଇଦେ ତେବେ କଣ ଅସୁବିଧା ଅଛି , ପରୀକ୍ଷାପରେ ଭଗବାନ ଗାର୍ଲଫ୍ରେଣ୍ତକୁ ଯଦି କମ୍ ପଟାଇଥାନ୍ତି ତେବେ କଣ କଥା ଥିଲା ବହି ସବୁ ମୋରପାଖରେ ଥିଲା

ବାଦଶାହ ଆକବର୍ ଦିନେ ବିରବଲ୍ କୁ ପଚାରିଲେ : ବିରବଲ୍ ତୁମର ସ୍ତ୍ରୀ ବହୁତ ସୁନ୍ଦର ଅଟେ । ଏହା ଉପରେ ବିରବଲ୍ କହିଲେ , ହଁ ସରକାର : ପ୍ରଥମେ ମୁଁ ଏହା ଭାବୁଥିଲି କିନ୍ତୁ ଯେବେ ଠାରୁ ରାଣୀ ସାହେବା ଙ୍କୁ ଦେଖିଛି ତେବେ ମୁଁ ମୋର ସ୍ତ୍ରୀକୁ ଭୁଲିଯାଈଛି , ଏହାପରେ ଅକବର କେବେ ସ୍ତ୍ରୀକୁ ନେଇକରି ବିରବଲ୍ ଙ୍କ ସହ ମଜାକ୍ କରିନାହାନ୍ତି ।

ମୁଁ ଗୋଟିଏ ଛୁଆକୁ ପଚାରିଲି , ଆଜି ଅଙ୍ଗନବାଡିକୁ କଣପାଇଁ ଆସିଲୁ ନାହିଁ , ଛୁଆଟି ବହୁତ ନିରିହ ଭାବରେ କହିବାକୁ ଲାଗିଲା , କାଲି ମୋତେ ଓଜନ କରୁଥିଲେ କଣ ଜଣା ମୋତେ ଆଜି ବିକ୍ରି କରିଦେଇଥାନ୍ତେ  ।

Leave a Reply

Your email address will not be published. Required fields are marked *