ମଜାଦାର୍ ଜୋକ୍ସ – ଶାଳୀ କହିଲା ନିଜ ଭିଣେଇଙ୍କୁ ଭିଣେଇ ଭାଇ ଏତେ ଆଉ ଭଦ୍ର ହେଇକି ରୁହ ନାହିଁ କିଛି ପାପ ମଧ୍ୟ କର , ଭିଣେଇ – କଣ ପାଇଁ ? ଶାଳୀ – କାହିଁକି ନା…

ଭିଣେଇ ଶାଳୀ ଏହି ନାଁ ଶୁଣିଲେ ବହୁତ ଲୋକଙ୍କ ମନରେ ଅଲଗା ଧାରଣ ଆସିଯାଏ , ଭିଣେଇ ଶାଳୀ ସଂମ୍ପର୍କ ବହୁତ ମଜାଦାର୍ ହୋଇଥାଏ , ଏହି ମଧ୍ୟରେ ଲୋକେ ଭିଣେଇ ଶାଳିର ସଂମ୍ପର୍କରେ ଥଟ୍ଟା ମଜ୍ଜା ଆଦି ନେଇ ନାନା ପ୍ରକାର କଥା ଉଠାନ୍ତି , ବହୁତ ଶାଳୀ ଅଛନ୍ତି ଯେଉଁମାନେ ନିଜ ଭିଣେଇ ମାନଙ୍କ ସହ ମଜାମସ୍ତି କରିବାର ଦେଖାଯାଆନ୍ତି , ସେମିତି କିଛି ଶାଳୀ ଭିଣେଇଙ୍କ ସହ ରହସ୍ୟ ଲାଗିବାରେ ବହୁତ ମଜା ନିଅନ୍ତି , ଏମିତିରେ ଭିଣେଇ –ଶାଳୀଙ୍କ ମଧ୍ୟରେ ଥଟ୍ଟା ପରିହାସର ବହୁତ ଗୁଡିଏ ଜୋକ୍ସ ଅଛି , ସେଥିରୁ ଆମେ ଆପଣଙ୍କୁ କିଛି ଖାସ୍ ମଜାଦାର୍ ଜୋକ୍ସ କହିବାକୁ ଯାଉଛୁ , ଆମର ଦାବି ଅହି କି ଏହି ଜୋକ୍ସଗୁଡିକ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ଏହି ମଜାଦାର୍ ଜୋକ୍ସ ବହୁତ ଚଟପଟା ଅଛି , ଏମିତିରେ ଜାଣିଛନ୍ତି କି ଭିଣେଇ ଶାଳିଙ୍କ ସଂମ୍ପର୍କରେ ଥଟ୍ଟାପରିହାସ ହୋଇଥାଏ , ସେମିତି ଦୁହେଁ ସମୟ ଆସିଲେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବାରେ ଆଗେଇ ଆସନ୍ତି , ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।
୧) ଜଣେ ଯୁବକର ନୁଆ ନୁଆ ବାହାଘର ହୋଇଥିଲା , ପ୍ରଥମଥର ସେ ନିଜ ଶଶୁରଘରକୁ ଗଲା , ଶାଳିକୁ ଭିଣେଇ କହିଲା : ତୁମ ଗାଁରେ ସବୁଠାରୁ ପ୍ରସିଦ୍ଧ ଜିନିଷ କଣ ? ଶାଳୀ : ଗୋଟେ ତ ପ୍ରସିଦ୍ଧ ଜିନିଷ ତ ତୁମେ ନେଇ ଆସିଲ , ଭିଣେଇ ଶାଳିକୁ : ମୁଁ ବହୁତ ବଡ ମୁର୍ଖ ଥିଲି ତୁମ ଭଉଣୀକୁ ବିବାହ କଲି , ଶାଳି : ହଁ ଆହୁରି ଅନ୍ଧ ବି ଥିଲେ , କାରଣ ତୁମକୁ ସାଇଡ୍ ରେ ଠିଆ ହେବାର ଦେଖିନଥିଲି ।
୨) ସାନ୍ତା : ପହଲିବାନକୁ : ତୁମେ ଏକା ସାଙ୍ଗରେ କେତେ ଜଣଙ୍କୁ ଉଠାଇ ପାରିବ । ପହଲିବାନ : ୫ ଜଣ । ସାନ୍ତା : ଥାଉ ତୁମଠୁ ଭଲ ମୋର ଗଞ୍ଜା ଅଟେ , ଯିଏ ସକାଳୁ ହେଲେ ପୁରା ମୋହଲ୍ଲାକୁ ଉଠାଇଦିଏ ।
୩) ଆଉ ପଚାରନି ଭାଇମାନେ ଆଜିକାଲି ଶାଳିମାନେ ଏତେ ଚାଲାକ୍ ହୋଇଥାନ୍ତି କି କାଲି ଭୁଲ୍ ରେ ଏମିତି ମଜାକ୍ ରେ କହିଦେଲି କି ଶାଳି ତ ଅଧା ଘରବାଲି ହୋଇଥାନ୍ତି , ଏବେ ଶାଳୀ ବି ମୋର ଅଧା ସ୍ୟାଲେରି ମାଗୁଛି ।
୪) ଭିଣେଇ : ତୁମେ ଝିଅମାନେ ଏତେ ସୁନ୍ଦରୀ କଣ ପାଇଁ ହେଇଛ ? ଶାଳୀ : କାରଣ ଭଗବାନ ଆମକୁ ନିଜ ହାତରେ ବନାଇଛନ୍ତି , ଭିଣେଇ : ବାଃ ଯେପରି ଏମିତି କହୁଛ ଯେମିତି ମୁଲିଆ ଆମକୁ ଠିକାରେ ନେଇଥିଲେ ।
୫) ଶାଳି ନିଜ ଭିଣେଇକୁ : ଭିଣେଇ ଭାଇ ତୁମେ କେବେ ଭାବିଛ କି ଲୋଫର୍ ଓ ଅଫରରେ କଣ ତଫାତ୍ ଅଛି ? ଭିଣେଇ : ଯଦି ପ୍ରେମ କରିବାକୁ କହିବ ତେବେ ଅଫର୍ , ଓ ମୁଁ କହିବି ତୁମକୁ ତ ଲୋଫର୍ କୁହାଯିବ ।
୬) ସାନ୍ତା : ଉଡାଜାହାଜରେ ଯାତ୍ରା କରୁଥିଲା , ଏୟାରହୋଷ୍ଟେସ୍ ତାଙ୍କୁ ହସିକରି ଅଭିବାଦନ କଲା , ଅଭିବାଦନରେ ପ୍ରତିଉତ୍ତରରେ ସାନ୍ତା କହିଲା କି ଆପଣଙ୍କ ଚେହେରା ମୋର ସ୍ତ୍ରୀ ସହ ମିଶୁଛି , ଏହି କଥାରେ ଏୟାରହୋଷ୍ଟେସ୍ ଏକ ଚାପୁଡା ମାରିଲା , ଓ ଏବେ ସାନ୍ତା ଗାଲକୁ ଆଉଁସି କହିଲା ଚେହେରା ନୁହେଁ ଅଭ୍ୟାସ ବି ମିଶୁଛି ।
୭) ଶାଳି ଓ ଭିଣେଇର ସବୁ କଥା ଅଲଗା ହୋଇଥାଏ , ଶାଳୀ ଭିଣେଇଙ୍କୁ କହିଲା : ଭିଣେଇ ଭାଇ ତୁମର ୪ ବର୍ଷରେ ୫ ଟି ଛୁଆ ହେଇଗଲା , ଏହା କଣ କରୁଛନ୍ତି , ଭିଣେଇ ଶାଳୀକୁ : ତୁମେ ତ ନିଜେ କହିଥିଲ କି ମୋର୍ ଭଉଣୀକୁ କେବେ ଖାଲିପେଟରେ ରଖିବନି , ଦେଖ ଗୋଟେ ମାସ ବି ଖାଲି ପେଟ ରଖିନାହିଁ ,
୮) ଭୋଲୁ : ସାଙ୍ଗ ପପୁ ଶାଳି ଓ ସ୍ତ୍ରୀ ମଧ୍ୟରେ କଣ ଅନ୍ତର ହୋଇଥାଏ , ପପୁ : ଦେଖ୍ ଭାଇ ଶାଳି ବ୍ୟୁଟି ହୋଇଥାଏ , ସ୍ତ୍ରୀ ହୋଇଥାଏ ଡ୍ୟୁଟି , ଶାଳୀ ପେନସନ୍ ପରି ହୋଇଥାଏ , ଓ ସ୍ତ୍ରୀ ଟେନସନ୍ ପରି , ଶାଳୀ ଫ୍ରେସ୍ କେକ୍ ପରି ହୋଇଥାଏ, ସ୍ତ୍ରୀ ଅର୍ଥ କ୍ୱେକ୍ ମାନେ ଭୁ କମ୍ପ୍ ,
୯) ଶାଳି ନିଜ ଭୋଳା ଭିଣେଇକୁ କହିଲେ ଭିଣେଇ ଭାଇ ଜୀବନରେ ଏତେ ଭଦ୍ର ହୁଅ ନାହିଁ , ଟିକିଏ କିଛି କାଣ୍ତ କର , ଭିଣେଇ : କଣ ? ଶାଳି : କାରଣ ବୁଢାପାରେ ଗଙ୍ଗା ଯାଇକରି କଣ ଧୋଇବ , କଚ୍ଛା ??