ଏହି 4 ସହଜ ଘରୋଇ ଉପାୟରେ ଗୋଟିଏ ଦିନରେ ଆପଣଙ୍କ ଶରୀରର ସମସ୍ତ ଦୂଷିତ ହୋଇଯିବ ପରିଷ୍କାର – ଏବେ ଜାଣିରଖନ୍ତୁ…
1 min readଅନେକ ସମୟରେ ଏପରି ହୋଇଥାଏ ଯେ ଆମର ଖରାପ ଅଭ୍ୟାସ କିମ୍ବା ଭୁଲ ଖାଦ୍ୟାଭ୍ୟାସ ଯୋଗୁ ଶରୀରରେ ଅନେକ ପ୍ରକାର ବିଷାକ୍ତ ତତ୍ଵ ଜମା ହୋଇଯାଏ। ଯେଉଁ କାରଣରୁ ଆମର ଶରୀର ଅନେକ ରୋଗର ଶିକାର ହୋଇଥାଏ। ହଁ ଆଜ୍ଞା ଯେବେ ବ୍ୟକ୍ତିଙ୍କର ଶରୀର ରୋଗ ଘେରି ରହିବ, ସେତେବେଳେ ତାହାର ଧ୍ୟାନ କୌଣସି କାର୍ଯ୍ୟରେ ଲାଗିବ ନାହିଁ। ଏଥିପାଇଁ ଯଦି ଆପଣ ନିଜର ଶରୀରକୁ ରୋଗରୁ ରକ୍ଷା କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ନିଜ ଶରୀରରୁ ଏହି ବିଷାକ୍ତ ପଦାର୍ଥକୁ ବାହାର କରିବାକୁ ହେବ ।ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଉପାୟ ଆଣିଛୁ , ଯାହାଦ୍ଵାରା ଆପଣଙ୍କ ଶରୀରରେ ଜମା ହେଉଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ଚାଲିଯିବ । ହଁ ଆଜ୍ଞା ନିଶ୍ଚିତ ଏହି ଉପାୟ ଦ୍ଵାରା ଆପଣ ନିଜ ଶରୀରରେ ଜମିଥିବା ସମସ୍ତ ଅପରିଷ୍କାରକୁ ଗୋଟିଏ ଦିନରେ ବାହାର କରିପାରିବେ। ଏହାଛଡା ଏହି ଉପାୟ ଦ୍ଵାରା ଆପଣଙ୍କ ଶରୀରକୁ କୌଣସି କ୍ଷତି ହେବନାହିଁ ।
ତେବେ ଆସନ୍ତୁ ଏବେ ଆପଣଙ୍କୁ ଏହି ଗୁଣକାରୀ ଉପାୟ ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ
୧. କମଳା ଜୁସର ସେବନ- ଉଲ୍ଲେଖାଯୋଗ୍ୟ ଯେ ଯଦି ଆପଣ ନିଜର ଶରୀରର ବିଷାକ୍ତ ପଦାର୍ଥ ପରିଷ୍କାର କରିବାକୁ ଚାହାନ୍ତି ତେବେ ପ୍ରତିଦିନ କମଳା ଜୁସର ସେବନ କରନ୍ତୁ। ହଁ ଆଜ୍ଞା ଜଣେଇଦେବୁ ଯେ କମଳା ଜୁସ ଶରୀର ନିମନ୍ତେ ବହୁତ ଗୁଣକାରୀ ହୋଇଥାଏ । ପ୍ରକୃତରେ ଏଥିରେ ବହୁତ ଅଧିକ ମାତ୍ରାରେ ଫାଇବର ମିଳିଥାଏ । ଯାହାଦ୍ଵାରା ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ବାହାରି ଯାଏ । ଏଥିପାଇଁ ଯଦି ହୋଇପାରିବ ତେବେ ପ୍ରତିଦିନ କମଳା ଜୁସର ସେବନ କରନ୍ତୁ ।
କଲରା ଜୁସର ସେବନ- ଏମିତିରେ ତ କଲରା ବହୁତ ପିତା ହୋଇଥାଏ, କିନ୍ତୁ ଏହା ଶରୀର ନିମନ୍ତେ ସେତିକି ଗୁଣକାରୀ ମଧ୍ୟ ହୋଇଥାଏ। ହଁ ଆଜ୍ଞା ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ କଲରା ର ଜୁସ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ। ଏମିତିରେ ବି ଯାହା କୁହନ୍ତି ଯେ ଯେଉଁ ଜିନିଷ ପିତା ଲାଗେ ତାହା ଶରୀର ନିମନ୍ତେ ସେତିକି ଲାଭଦାୟକ ହୋଇଥାଏ। ଜଣେଇଦେବୁ ଯେ ଯଦି ଆପଣ ସପ୍ତାହକୁ କେବଳ ତିନିଦିନ ମଧ୍ୟ ପିତା କଲରା ଜୁସ ସେବନ କରିବେ ତେବେ ଏହାଦ୍ବାରା ଆପଣଙ୍କ ଶରୀରର ସମସ୍ତ ଦୂଷିତ ପଦାର୍ଥ ସହଜରେ ବାହାରକୁ ବାହାରି ଯିବ। ଏହାଦ୍ୱାରାଆପଣଙ୍କ ପେଟର ଦୂଷିତ ପଦାର୍ଥ ପରିଷ୍କାର ହୋଇଯିବ ଓ ଆପଣଙ୍କ ପେଟ ଏକଦମ ଠିକ ରହିବ ।
୩. ଉଷୁମ ପାଣିରେ ଲେମ୍ବୁ- ଏହା ତ ସମସ୍ତଙ୍କୁ ଜଣା ଯେ ଗରମ ପାଣି ଶରୀର ନିମନ୍ତେ କେତେ ଗୁଣକାରୀ ଅଟେ। ଉଲ୍ଲେଖାଯୋଗ୍ୟ ଯେ ପ୍ରତିଦିନ ଉଷୁମ ପାଣିରେ ଲେମ୍ବୁ ମିଶେଇ ପିଇବା ଦ୍ଵାରା ଶରୀରକୁ ବହୁତ ଲାଭ ମିଳିଥାଏ। କିନ୍ତୁ ଏକଥାର ଧ୍ୟାନ ରଖିବେ ଯେ ଉଷୁମ ପାଣିରେ ଲେମ୍ବୁର ସେବନ ଖାଲି ପେଟରେ କରିବେ। ପ୍ରକୃତରେ ଏଥିରେ ଆପଣଙ୍କ ରକ୍ତରେ ଉପସ୍ଥିତ ସମସ୍ତ ଅଶୁଦ୍ଧ ତତ୍ଵ ସହଜରେ ଦୂର ହୋଇଯିବ । ଏହାଛଡା ଏହାଦ୍ୱାରା ଆପଣଙ୍କ ପେଟର ସମସ୍ତ ଦୂଷିତ ପଦାର୍ଥ ବାହାରିଯିବ ।
୪.ବେଲ ସର୍ବତର ସେବନ- ଉଲ୍ଲେଖାଯୋଗ୍ୟ ଯେ ପେଟର ଦୂଷିତ ପଦାର୍ଥ ପରିଷ୍କାର କରିବା ପାଇଁ ଆପଣ ବେଲର ସର୍ବତର ମଧ୍ୟ ଉପଯୋଗ କରିପାରିବେ। ଜଣେଇଦେବୁ ଯେ ବେଲର ସର୍ବତ ସେବା କରିବା ଦ୍ଵାରା ଆପଣଙ୍କୁ ଲୁ ମଧ୍ୟ ଲାଗିବ ନାହିଁ ଓ ଏହାଦ୍ୱାରା ଆପଣଙ୍କ ଶରୀରର ଏସିଡିଟି ସମସ୍ଯା ମଧ୍ୟ ଦୂର ହୋଇଯିବ।
ଅତଏବ ଆମକୁ ବିଶ୍ଵାସ ଅଛି ଯେ ଏହି ଉପାୟକୁ ଆପଣେଇବା ଦ୍ଵାରା ଆପଣଙ୍କ ପେଟର ଦୂଷିତ ତତ୍ଵ ଏକଦମ ସଫା ହୋଇଯିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଏକଦମ ଠିକ ରହିବ ।