October 7, 2024

Odia Express

Here, There and Everywhere

ମଜାଦାର୍ ଚୁଟକୁଲା – ଝିଅଟି ବ୍ୟୁଟି ପାର୍ଲରରୁ ମେକ୍ ଅପ୍ କରି ଆସିଲା ଓ ଟ୍ରେନରେ ଚଢିଲା , ତେବେ ପୁଅଟି ଯାହା କହିଲା ଶୁଣିଲେ ଆପଣ ହସି ହସି ଗଡିବେ…

ସ୍ୱାସ୍ଥ୍ୟ ପାଇଁ ହସିବା ଯେତେ ଭଲ ମାନାଯାଏ । ଓ ଏହା ବହୁତ ବର୍ଷରୁ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ଆପଣ ହସିକରି ନିଜ ମନ ମସ୍ତିଷ୍କରେ ଓ ହୃଦୟକୁ ସୁସ୍ଥ୍ୟ ରଖିପାରିବେ , ହସ ଏକ ଏପରି ମେଡିସିନ୍ ଅଟେ  ଯାହା ଆପଣଙ୍କୁ ବିନା ଖର୍ଚ୍ଚରେ ମିଳିଯାଏ , ଆଜି କାଲି କର୍ମ ବ୍ୟସ୍ତଜୀବନରେ ଚିନ୍ତା ଓ ମାନସିକ ଚାପ ଯୋଗୁଁ ଲୋକଙ୍କର ଦିନ ପ୍ରତିଦିନ ବେଶୀ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି , ଏହାଠାରୁ ରକ୍ଷା ପାଇବାପାଇଁ ସେ ହସିକରି ନିଜ ଚିନ୍ତାକୁ ଦୁରିଭୁତ କରୁଛନ୍ତି

୧) ସ୍ତ୍ରୀ : ମୁଁ ସବୁଦିନ ପୁଜା କରୁଛି , ହେ ଭଗବାନ କିପରି କୃଷ୍ଣ ମୋତେ ଦର୍ଶନ ହୁଅନ୍ତୁ । ସ୍ୱାମୀ : ଆଉଥରେ ମୀରା ବଇ ହୋଇ ବିଷ ଖାଇ ଦେ । ଶ୍ରୀ କୃଷ୍ଣ କଣ ସବୁ ଭଗବାନ ଏକା ସାଙ୍ଗେ ଦର୍ଶନ ହୋଇଯିବେ ।

୨) ସ୍ତ୍ରୀ : ମୋତେ ଲାଗୁଛି ମୁଁ ଆଉ ବଞ୍ଚିବି ନାହିଁ ମରିଯିବି , ସ୍ୱାମୀ : ଲାଗୁଛି ଏବେ ମରିଯିବି , ସ୍ୱାମୀ : ଲାଗୁଛି ଏବେ ମୁଁ ମରିଯିବି , ସ୍ତ୍ରୀ : ତୁମେ କଣ ମରିଯିବ , ସ୍ୱାମୀ : ଏତେ ବଡ ଖୁସି ଆଉ ସହ୍ୟ କରିପାରିବି ନାହିଁ । ସ୍ତ୍ରୀ ଜାଗାରେଏବେ ସ୍ୱାମୀ ବେଡ୍ ରେ ଅଛନ୍ତି ।

୩) ଥରେ ଟ୍ରେନ୍ ରେ କରିନା ବିନା ଟିକେଟ୍ ରେ ଯାତ୍ରା କରୁଥିଲେ , ସେ ଶାଢି ପିନ୍ଧିଥିଲେ,  ତେବେ ଟିଟିଆଇ ତାଙ୍କୁ ତିନି ଶହ ଟଙ୍କା ଜୋରିମାନା ମାଗିଲେ , ପ୍ରିୟଙ୍କା ଜିନ୍ସ ପିନ୍ଧିଥିଲେ ସେଥିପାଇଁ ଦୁଇଶହ ଟଙ୍କା ଜୋରିମାନା ଲାଗିଲା , କିନ୍ତୁ ସନି ଲିଓନିଙ୍କୁ କୌଣସି ଜୋରିମାନା ଲାଗିଲା ନାହିଁ , କାରଣ ତାଙ୍କ ପାଖରେ ଟିକେଟ୍ ଥିଲା ।

୪) ସାନ୍ତା ; ମୋତେ ୨୦ ଟଙ୍କା ଦେ , ବାନ୍ତା : ତେବେ ମୋର କଣ ଫାଇଦା ହେବ । ସାନ୍ତା : ସାନ୍ତା ମୋତେ ୨୦ ଟଙ୍କା ଦେ ମୁଁ ତୋତେ ଲକ୍ଷେ ଟଙ୍କାର କଥା କହିବି , ସାନ୍ତା ; ଏଇ ନେ ୨୦ ଟଙ୍କା , ସାନ୍ତା , ଏହା କି ସମସ୍ତଙ୍କୁ ଏମିତି ପଇସା ଖାଲିରେ ଦେଏନି ,

୫) ପପୁ ନିଜ ଜେଜେବାପାଙ୍କୁ ,ଜେଜେ ବାପା ଏହି ପରିବାର ନିୟୋଜନ କଣ ହୋଇଥାଏ , ଜେଜେବାପା , ପଳାଏଠୁ ମୋତେ ଜଣାନାହିଁ , ପପୁ : ମୋତେ ତ ଜଣାଥିଲା,  ଆପଣଙ୍କୁ ଜଣାନଥିବ,  ଯଦି ଜଣାଥାନ୍ତା ତେବେ ଆମର ସଂମ୍ପତ୍ତି ବଣ୍ଟା ହୋଇନଥାନ୍ତା ।

୬) ସ୍ୱମୀ ନିଜ ଚାକରାଣୀକୁ ବହୁତ ପ୍ରେମ କରୁଥିଲା,  ସ୍ୱାମୀ : ତୁମେ ମୋର ସ୍ତ୍ରୀଠୁ ବି ସୁନ୍ଦର ଲାଗ , ଚାକରାଣୀ : ମିଛ କୁହନ୍ତୁ ନାହିଁ ବାବୁ, ସ୍ୱମୀ : ନାଁ ରେ ମୁଁ ସତ କହୁଛି ବିଶ୍ୱାସ କର , ଚାକାରାଣୀ ଆଛା ଡ୍ରାଇଭର ତ କହୁଥିଲା , ମ୍ୟାଡାମ୍ ଅଧିକା ସୁନ୍ଦର ଅଟନ୍ତି , ସ୍ୱମୀ : ବେହୋସ୍ ।

୭) ଥରେ ଜଣେ ଶିକ୍ଷୟତ୍ରୀ ନିଜ ଛୁଆଙ୍କ ଦାୟିତ୍ୱବୋଧ ଜାଣିବାପାଇଁ ପଚାରିଲେ , ଶିକ୍ଷିକା , କୁହ ପିଲେଏ , ପ୍ରେମ ଓ ଇସ୍କରେ କଣ ଫରକ ହୋଇଥାଏ , ଏହାପୁର୍ବରୁ କେଉଁ ଛୁଆ ଏହାର ଉତ୍ତର ଦିଅନ୍ତା ପପୁ ଠିଆ ହୋଇପଡିଲା ଓ କହିଲା,  ମ୍ୟାଡାମ୍ ପ୍ରେମ ତାହା ହୋଇଥାଏ ,ଯାହା ଆପଣ ନିଜ ଝିଅକୁ କରିଥାନ୍ତି , ଓ ଇସ୍କ ତାହା ଯାହା ଆମେ ଆପଣଙ୍କ ଝିଅକୁ କରିପାରିବୁ ।

୮) ଯେପରି ଝିଅଟି ବାହାହୋଇ ଶାଶୁଘର ଆସିଲା , ଶାଶୁ କହିଲେ , ଝିଅ ମୁଁ ତୁମ ମା ସମାନ ଅଟେ,  ଝିଅ : ଓ ଶଶୁର କଣ ତାହାଲେ , ଶାଶୁ : ସେ ତୋର ବାପା ସମାନ ଅଟନ୍ତି , ଝିଅ : ଠିକ୍ ଅଛି ମା , ଆଜି ଠାରୁ ମୋର ସ୍ୱାମୀଙ୍କୁ ଭାଈ କହି ଡାକିବି

୯) ଝିଅଟି ବ୍ୟୁଟି ପାର୍ଲରକୁ ମେକ୍ ଅପ୍ କରି ଆସିଲା ଓ ଟ୍ରେନ୍ ରେ ଚଢିଲା , ବଙ୍ଗାଳୀ ଯୁବକ କହିଲା , ହଟ୍ , ଝିଅ : ଥ୍ୟାଙ୍କୁ ଡିୟର୍ , ବଙ୍ଗାଳୀ ଯୁବକ କହିଲା,  ଆରେ କଣ ପାଇଁ ଥ୍ୟାଙ୍କ୍ ୟୁ , ଆରେ ମୁଁ କହିଲି ହଟ୍ ଆମକୁ ଓହ୍ଲାଇବାକୁ ଅଛି ।

Leave a Reply

Your email address will not be published. Required fields are marked *