ଏହି ବିବାହିତ ହିରୋଂକ ପ୍ରେମରେ ପାଗଳ ଅଟନ୍ତି ସାହାରୁଖ ଖାନ୍ ଙ୍କ ଝିଅ ସୁହାନା , ନାମ ଜାଣିଲେ ଆପଣ ବି ହୋଇଯିବେ ଚକିତ…
ଯେଉଁଭଳି ଆମର ବଲିଉଡ୍ ଷ୍ଟାର୍ ଙ୍କ ଜଲୱା ସବୁଆଡେ ଚାଲିଛି , ସେହିପରି ତାଙ୍କର ଛୁଆ ବି ସବୁଆଡେ ନିଜର ଜଲୱା ଦେଖାଇ ଚାଲିଛନ୍ତି , ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଏହି ସମୟରେ ବଲିଉଡ୍ ଷ୍ଟାର୍ ଙ୍କ ଛୁଆ ବଡ ହୋଇସାରିଛନ୍ତି , ଓ ବହୁତ ଅଛନ୍ତି ଯେଉଁମାନେ ବଲିଉଡ୍ ର୍ ଡେବ୍ୟୁ କରିସାରିଛନ୍ତି , ଏହି ସୋସିଆଲ୍ ମିଡିଆ ଜରିଆରେ ଏହି ଷ୍ଟାର୍ କିଡସ୍ ବିଷୟରେ ବହୁତ ସାରା ଖବର ଓ ଫଟୋ ବହୁତ ଭାଇରାଲ୍ ହେଉଛି । ଯେଉଁ ଭଳି ଲୋକ ବଲିଉଡ୍ ଷ୍ଟାର୍ ଙ୍କ ଛୋଟ ବଡ ଖବର ଉପରେ ନଜର ପକାଇ ରଖନ୍ତି ଠିକ୍ ସେହିପରି ତାଙ୍କ ଛୁଆ ବି ଏହା ଉପରେ ଆହୁରି ଜାଣିବାକୁ ଇଚ୍ଛାପ୍ରକାଶ କରନ୍ତି , ଆଜି କାଲି ଷ୍ଟାର୍ କିଡସ୍ ବହୁତ ଚର୍ଚ୍ଚିତ ହେବାରେ ଲାଗିଛନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛନ୍ତି ଯାହାକୁ ଶୁଣିଲେ ଆପଣ ମୁଣ୍ତରେ ହାତ ଦେଇଦେବେ ।
ଆମେ କଥା ହେଉଛୁ ବଲିଉଡ୍ ର କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ ଙ୍କ ସେମିତି ସାହାରୁଖ୍ ଦେଶରେ ନୁହେଁ ବରଂ ବିଦେଶରେ ନାଁ କମାଇଛନ୍ତି , ସାହାରୁଖ୍ ଖାଁ ବଲିଉଡ୍ ରେ ଗୋଟେ ରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଆଜି ସାହାରୁଖ୍ ଯେଉଁ ସ୍ଥାନରେ ଅଛନ୍ତି , ତାଙ୍କୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଲା , ଏହି ସମୟରେ ତାଙ୍କ ଝିଅ ସୁହାନା ଖାଁ ବହୁତ ଚର୍ଚ୍ଚିତ ହୋଇଛନ୍ତି । ସେମିତି ଦେଖିବାକୁ ଗଲେ ସୁହାନା ଖାନ୍ ବହୁତ ସୁନ୍ଦର ଅଟନ୍ତି ,ଯାହାର କାରଣରୁ ସେ ଫିଲ୍ମରେ ଆସିବା ପୂର୍ବରୁ ଏତେ ଚର୍ଚ୍ଚିତ ହୋଇଛନ୍ତି ଏହି ସମୟରେ ସୁହାନା ନିଜ ଫଟୋସୁଟ୍ କୁ ନେଇକରି ବହୁତ ଚର୍ଚ୍ଚାରେ ଆସିଥିଲେ, ଓ କଥା ଏମିତି ଆସିଯାଈଥିଲା କି ସେ ବହୁତ ଜଲଦି ବଲିଉଡ୍ ରେ ଡେବ୍ୟୁ କରିବାର୍ ଅଛି ।
ସୁହାନା ଆଜିକାଲି ନିଜ ଚର୍ଚ୍ଚାର କାରଣରୁ ଲୋକଙ୍କର ହୃଦୟରେ ରାଜ୍ କରୁଛନ୍ତି , ଏମିତିରେ ସୁହାନାଙ୍କ ହୃଦୟ ବଲିଉଡ୍ ର କେଉଁ ଅଭିନେତାଙ୍କ ଉପରେ ଆସିଗଲେ ତେବେ କଣ ହେବ । ହଁ ଆଜ୍ଞା ଏହି କଥା ସତ ବି ହୋଇସାରିଛି , ସୁହାନା ଜଣେ ବିବାହିତ ଅଭିନେତାଙ୍କ ଉପରେ ପ୍ରେମ କରିବସିଛନ୍ତି , ଓ ସେ ଆଉ କିଏ ନୁହନ୍ତି କୋଟିଏ ଝିଅଙ୍କ ହୃଦୟରେ ରାଜ୍ କରୁଥିବା ସାହିଦ୍ କାପୁର୍ ଅଟନ୍ତି ଯେପରିକି ଆପଣଙ୍କୁ ମାଲୁମ୍ ଥିବ ସାହିଦ୍ କାପୁର୍ ମୀରା ରାଜପୁତ୍ ଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଗୋଟିଏ ସୁନ୍ଦର ଝିଅ ବି ଅଛି , ବିବାହିତ ହେବାପରେ ବି ସାହିଦ୍ ଆଜି ବି ଲକ୍ଷାଧିକ ଝିଅଙ୍କର ହୃଦୟର ସ୍ପନ୍ଦନ ଅଟନ୍ତି,
ଏହି ଝିଅମାନଙ୍କ ଲିଷ୍ଟରେ ସାହାରୁଖ୍ ଖାନ୍ ଙ୍କ ଝିଅ ସୁହାନା ଖାନ୍ ସାମିଲ୍ ହୋଇସାରିଛନ୍ତି , ସାହିଦ୍ ସୁହାନାଙ୍କ ହୃଦୟରେ ଜାଗା ବନାଇନେଇଛନ୍ତି , ସୁହାନାଙ୍କ ହୃଦୟ ସାହିଦ୍ ଙ୍କ ଉପରେ ଆସିଯାଇଛି , ଓ ଏବେ ଏହା ସାହାରୁଖ୍ ଙ୍କ ପାଇଁ ଚିନ୍ତାର କାରଣ ହୋଇସାରିଛି । ଏବେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସୁହାନା ନିଜେ କହିଲେ କି ସାହିଦ୍ କାପୁର୍ ଙ୍କ ସେ ବହୁତ ବଡ୍ ଫ୍ୟାନ୍ ଅଟନ୍ତି ଓ ତାଙ୍କୁ ସେ ବହୁତ ପସନ୍ଦ କରନ୍ତି , ଓ ସେ ତାଙ୍କ ସହ ଥରେ ଡେଟ୍ କରିବାକୁ ବି ଚାହଁନ୍ତି ।