September 8, 2024

Odia Express

Here, There and Everywhere

ରାଜସ୍ଥାନରୁ ପ୍ରୟାଗରାଜ ପାଇଁ ବାହାରିଲା ୬୪ ଟନ୍ ଓଜନର ହନୁମାନଜୀଙ୍କ ପ୍ରତିମା , ତାପରେ ଘଟିଲା ଏଭଳି ଚମତ୍କାର ଯେ ଲୋକ କହିଲେ…

ରାଜସ୍ଥାନରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ପାଇଁ ହନୁମାନଜୀଙ୍କ ଏକ ମୁର୍ତ୍ତି ବାହାରିସାରିଛି , ପ୍ରୟାଗରାଜରେ ଏହି ମୁର୍ତ୍ତିକୁ ଗଙ୍ଗା ସ୍ନାନ କରାଯିବ , ହନୁମାନଜୀଙ୍କ ଏହି ମୁର୍ତ୍ତି ବହୁତ ବିଶାଳ ଅଟେ , ଏହି ମୁର୍ତ୍ତିର ଓଜନ ପ୍ରାୟ ୬୪ ଟନ୍ ଅଟେ ,ରବିବାରକୁ ଏହି ମୁର୍ତ୍ତି ରାଜସ୍ଥାନର ଭିଲୱାଡା ରୁ ବାହାରି ଉତ୍ତର ପ୍ରଦେଶ ପହଞ୍ଚିବାପାଇଁ ପ୍ରାୟ ଏକ ସପ୍ତାହ ସମୟ ଲାଗିଯିବରବିବାର ଦ୍ୱିପହରରେ ହନୁମାନଙ୍କ ୨୮ ଫୁଟ୍ ଏହି ଲମ୍ବା ପ୍ରତିମା ମହନ୍ତ ବାବୁଗିରିଙ୍କ ସାନିଦ୍ଧ୍ୟରେ ବାହାରିଛି , ଏହି ମୁର୍ତ୍ତି ପ୍ରୟାଗରାଜ ପହଞ୍ଚାଇବାପାଇଁ ଏକ ବିଶେଷ ଟ୍ରଲର୍ ର ବ୍ୟବସ୍ଥା କରାଯାଇଛି , ଏହି ଟ୍ରଲରରେ ୨୪ ଟି ଚକା ଅଛି  ଏହି ମୁର୍ତ୍ତିରେ ପ୍ରାୟ ୪୦ ଜଣ ଲୋକ ଓ ଚାରୋଟି କ୍ରେନ୍ ସାହାଯ୍ୟରେ ନେବାକୁ ପଡିଥିଲା,

ବହୁତ ପରିଶ୍ରମ୍ କରିବାପରେ ଏହି ମୁର୍ତ୍ତିକୁ ଟ୍ରଲରରେ ସଠିକ୍ ଭାବେ ରଖାଗଲା , ହନୁମାନଙ୍କ ଏହି ପ୍ରତିମା ମହନ୍ତ ବାବୁଗିରି ଙ୍କ ନେତୃତ୍ୟରେ ପହଞ୍ଚାଯିବ , ଏହି ମୁର୍ତ୍ତିକୁ ପ୍ରୟାଗରାଜ ପହଞ୍ଚାଇବାପାଇଁ ସାତ ଦିନର ସମୟ ଲାଗିବ , ଏହି ପରି ମୁର୍ତ୍ତିକୁ ଫେରିବାରେ ରାଜସ୍ଥାନ ଆଣିବାରେ ସାତ ଦିନ ଆହୁରି ଲାଗିଯିବ , ମାନେ ଏହି ମୁର୍ତ୍ତିସମୁଦାୟ ୧୪ ଦିନର ଯାତ୍ରା କରିବ , ଏହି ମୁର୍ତ୍ତି ଭିଲୱାଡାରୁ ଆରମ୍ଭ କରାଯାଇ ଗଙ୍ଗାପୁର , ନାଥଦ୍ୱାରା ହୋଇଥିବା ବୁଧବାରକୁ ଉଦୟପୁର ପହଞ୍ଚିବ , ଗୋଟେ ଦିନରେ ଉଦୟପୁରରେ ବିଶ୍ରାମ କରିବାପରେ ଏହି ମୁର୍ତ୍ତି ମଙ୍ଗଳୱାଡା ଛକ,  ଚିତୋଡଗଢ, କୋଟା, ଶିବପୁରି , ରାସ୍ତା ଅତିକ୍ରମ କରି ଉତ୍ତର ପ୍ରଦେଶ ଅଣାଯିବ , ଏହି ମୁର୍ତ୍ତିରେ ପ୍ରାୟ ୨୧୦୦ କିଲୋମିଟର ଯାତ୍ରା କରିବ ।

ରବିବାରକୁ ଏହି ମୁର୍ତ୍ତିକୁ ପ୍ରୟାଗରାଜରୁ ବାହାର କରାଗଲା ତେବେ ସେହି ସମୟରେ ଆଶ୍ରମରେ ଥିବା ଭକ୍ତମଣ୍ତଳୀ ନାରା ଲଗାଇଥିଲେ, ମୁର୍ତ୍ତିକୁ ନେବା ସମୟରେ ବହୁତ ଭିଡ ଆଶ୍ରମ ବାହାରେ ଦେଖିବାକୁ ମିଳିଥିଲା,  ଯାହାର କାରଣରୁ ୧୨ କିଲୋମିଟର ରାସ୍ତା ଦେଢ ଘଣ୍ଟା ସମୟ ଲାଗିଗଲା,  ସଙ୍କଟ ମୋଚନ ହନୁମାନ ମନ୍ଦିରର ମହନ୍ତ ବାବୁଗିରି ମହାରାଯ ଏହି ମୁର୍ତ୍ତି ବିଷୟରେ କହିଲେ କି ଏହି ମୁର୍ତ୍ତି ପ୍ରୟାଗରାଜ ପହଞ୍ଚିବାପରେ ସଙ୍ଗମ ତଟ ନିଆଯିବ , ସେଠାରେ ଏହି ପ୍ରତିମା କୁ ସ୍ନାନ କରାଯିବ , ସ୍ନାନ କରିବା ପରେ ପ୍ରତିମାକୁ ପୁଣି ମନ୍ଦିର ଅଣାଯିବ , ଓ ଏହି ମନ୍ଦିରରେ ସ୍ଥାପନ କରାଯିବ ।

Leave a Reply

Your email address will not be published. Required fields are marked *