କିନ୍ନର୍ ଯେଉଁଠି ବି ଦେଖା ହେଲେ ତୁରନ୍ତ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ , ତୁରନ୍ତ ଖୋଲିଯିବ ଧନ ଆସିବାର ସବୁ ରାସ୍ତା…
ଯେପରି ଆମେ ସମସ୍ତେ ଜାଣିଛେ ଆମର ସମାଜରେ ସ୍ତ୍ରୀ ଓ ପୁରୁଷଙ୍କ ଛଡା ଆଉ ଏକ ବର୍ଗ ହୋଇଥାଏ ଯାହାକୁ କିନ୍ନର ହିଞ୍ଜରା ନାଁରୁ ଜଣାଯାଏ । କିନ୍ନରର ରହିବା ଚଳିବା ନେଇକରି କିନ୍ନରଙ୍କ ଜୀବନୀ ବିଷୟରେ ଜାଣିବାକୁ ବହୁତ ଲୋକ ଉତ୍ସୁକତା ରଖନ୍ତି ତାହା ସହ ଏହା ବି ବିଷୟ କି ଯାହା ବିଷୟରେ ଖୋଲିକରି କଥା ହେବା ପସନ୍ଦ ବି କରନ୍ତି ନାହିଁ, ଏହି କାରଣରୁ କିନ୍ନରଙ୍କ ବିଷୟରେ ଲୋକେ ଆଜି ବି ଲୋକେ ଖୋଲିକରି କଥାବାର୍ତ୍ତା କରନ୍ତି ନାହିଁ । କିନ୍ନରଙ୍କ ଦୁନିଆଁ ଯେତେ ଅଲଗା ହୋଇଥାଏ , ତାଙ୍କର ସଂସ୍କାର ଓ ରିତିନିତି ବି ସେତେ ଅଲଗା ହୋଇଥାଏ , କିନ୍ନର ସମୁଦାୟ ନିଜକୁ ମଙ୍ଗଳମୁଖି ଭାବନ୍ତି , ଏଥିପାଇଁ ସେ କେବଳ ବିବାହ ଓ ଜନ୍ମଦିନ ସମାରୋହରେ ଭାଗ ନିଅନ୍ତି , ଏମିତିରେ ମରିବାପରେ କିନ୍ନର ଶୋକ ପ୍ରକଟ କରନ୍ତି ନାହୀଁ ବରଂ ଖୁସି ମନାନ୍ତି , ଯାହା ଦ୍ୱାରା ଏହି ଜନ୍ମରୁ ପିଛା ଛଡାଇପାରିବେ
ଏମିତି ଦେଖାଯାଇଛି କି ଘରେ କାହାର ଜନ୍ମ ଦିନ ହୋଇଥାଏ ତେବେ କିନ୍ନର ମାନେ ଆସି ବଧାଇଦେଇଥାନ୍ତି , ଓ ତାଙ୍କର ଆବାଜ୍ ରୁ ଯିଏ ହେଲେ ବି ଜାଣିପାରେ କି ସେମାନେ କିନ୍ନର ବୋଲି । ଯେବେ କେଉଁ ଉତ୍ସବ ପାଖେଇ ଆସେ ତେବେ ଲୋକେ ଦକ୍ଷିଣା ମାଗିବାପାଇଁ ଆସିଥାନ୍ତି , କେବଳ ଉତ୍ସବ ନୁହେଁ କାହାର ବି ବିବାହ ହେଲେ , ଛୁଆ ଜନ୍ମ ହେଲେ କିମ୍ବା ନୁଆ ଘର ପ୍ରତିଷ୍ଠାରେ ସେମାନେ ସେଠାରେ ପହଞ୍ଚିଯାଆନ୍ତି , କିନ୍ନରଙ୍କୁ କେଉଁ ଖାସ୍ ମଉକାରେ ହିଁ ଘରକୁ ନିମନ୍ତ୍ରଣ କରାଯାଏ , ସେମାନେ ବିନା ପଇସା ନେଇ ଫେରନ୍ତି ନାହିଁ , ଅନ୍ୟ ପଟେ ଲୋକେ ତାଙ୍କୁ ପଇସା ଦେବାପାଇଁ କୁଣ୍ଠାବୋଧ କରନ୍ତି , କିଛି ଲୋକ ଖୁସି ଖୁସିରେ ଏତେ ପଇସା ଦେଇଦିଅନ୍ତି କି କିଛି ମନ ନଥାଇ ଡରିକରି ପଇସା ଦେଇଦିଅନ୍ତି ।
ସାଧାରଣତଃ ଯେବେ କେଉଁ କିନ୍ନର ପଇସା ମାଗିବା ପାଇଁ ଘର ଦୋକାନ କିମ୍ବା ଅଫିସ୍ ଆସିଥାଏ , ତେବେ ଚେଷ୍ଟା କରନ୍ତି କି ଯେତେ ଜଲଦି ପଇସା ଦେଇକରି ପିଛା ଛଡାଇନେବେ , ଏମିତିରେ କିନ୍ନରକୁ ପଇସା ଦେଲେ ନିଜ ପକେଟ୍ ରୁ ହିଁ ଦେବାକୁ ପଡିଥାଏ , ତେବେ ତାକୁ କିଛି କହିପାରନ୍ତି ନାହିଁ , କିନ୍ନରଙ୍କ ସହ ଯୋଡି ହୋଇଥିବା ବହୁତ ଗୁଡିଏ କଥ୍ ଜାଣିଥିବେ କିନ୍ତୁ ଏହି କଥା କେହି ବି ଜାଣିନଥିବେ । ଆଜି ଆମେ ସେହି ଶବ୍ଦ ବିଷୟରେ କହିବାକୁ ଯାଉଛୁ ,
ଯେବେ ଆପଣ କେଉଁ କିନ୍ନରଙ୍କୁ ଦେଖା କରିବେ ପଇସା ଦେଇ କହିଦେଲେ ଆପଣଙ୍କ ଭାଗ୍ୟ ଚମକିଯିବ , ଏମିତି କଲେ ଧନ ଲାଭ ହେବ , ଧନ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୁରିଭୁତ ହୋଇଯିବ , ଯଦି ଆପଣ କିନ୍ନରକୁ ପଇସା ଦେଉଛନ୍ତି ତେବେ ଘରୁ ପଇସା ନେଇକରି ଯାଆନ୍ତୁ ଓ କହିଦିଅନ୍ତୁ ଆଉଥରେ ଆସିବ , ଏହି ଦୁଇ ଶବ୍ଦ୍ ଯାହା ଜାଣିବାକୁ ସାଧାରଣ ଲାଗେ ତାହା ବହୁତ ଚମତ୍କାରୀ ଶବ୍ଦ ହୋଇଥାଏ ।
ଏମିତିରେ ଏହି ଦୁଇଟି ଶବ୍ଦ ତାଙ୍କୁ କହିଲେ ତାଙ୍କୁ ଲାଗେ କି ଆପଣ ତାଙ୍କୁ ହୃଦୟ ସହକାରେ ପଇସା ଦାନ ଦେଇଛନିତି , କେଉଁ ବାଧ୍ୟତା ମୁଳକ କିମ୍ବା ଡରିକରି ନୁହେଁ , ଏଥିପାଇଁ ସେମାନେ ପଇସା ପାଇବା ପରେ ଏହି ଦୁଇଟି ଶବ୍ଦକୁ ଶୁଣିଲେ ସେମାନେ ଆପଣଙ୍କୁ ମଙ୍ଗଳକାମନା କରନ୍ତି , ଏମିତିରେ ଯେଉଁ କିନ୍ନର ଯଦି କିଛି ଆଶିର୍ବାଦ ଦେଇଥାଏ ତେବେ ତାହା ବହୁତ ଜଲଦି କାର୍ଯ୍ୟସିଦ୍ଧ ହୋଇଥାଏ , ଓ ଜୀବନରେ ସବୁ ପିଡା କଷ୍ଟ ଦୁର ହୋଇଯାଏ , ତେବେ ଆଗାମୀ ଥର ଆପଣଙ୍କ ଘରକୁ କେଉଁ କିନ୍ନର ଆସିଲେ ତାଙ୍କୁ ସ୍ନେହ ପୁର୍ବକ ଡକାଇ ତାଙ୍କୁ ଏହି ଦୁଇଟି ଶବ୍ଦ କହିଦେବେ , ସେ ଆପଣଙ୍କୁ ଆଶିର୍ବାଦ କରିବେ , ଯାହା ଦ୍ୱାରା ଆପଣଙ୍କ ସବୁ ଆର୍ଥିକ କଷ୍ଟ ଶେଷ ହୋଇଯିବ ।