October 7, 2024

Odia Express

Here, There and Everywhere

ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ଆସିଲେ 4600କିମି ଦୂର ରାଜସ୍ଥାନକୁ ରୁଷର ଏହି ଝିଅ, ନିଜେ ବନେଇଲେ ମକାର ରୁଟି – ଆଉ ତାପରେ ତାଙ୍କ ସହ ଯାହା ହେଲା…

ଏହି ଦୁନିଆରେ ବନ୍ଧୁତାକୁ ବହୁତ ବଡ କୁହାଯାଏ ଓ ଦୁଇ ବନ୍ଧୁଙ୍କ ମଧ୍ୟରେ ଦୂରତା କେତେ ମଧ୍ୟ ଥାଉ କିନ୍ତୁ ଯଦି ଜଣେ ବନ୍ଧୁ ଛଟପଟ ହୁଅନ୍ତି ତ ଅନ୍ୟ ଜଣଙ୍କ ତାଙ୍କୁ ଭେଟିବାକୁ ଚାଲିଆସନ୍ତି । କିଛି ଏପରି କାହାଣୀ ରାଜସ୍ଥାନର ଚିତ୍ତୋରଗଡର ଏକ ଗ୍ରାମ ସେଗୱା ର କହ୍ନେୟାଲାଲ ଗାଡରିଙ୍କର ମଧ୍ୟ ଅଟେ । କହ୍ନେୟାଲାଲ ଙ୍କର ଘର ଏବେ ପୁରା ରାଜସ୍ଥାନରେ ଚର୍ଚ୍ଚାର ବିଷୟ ରହିଛି ଓ ଏହାର କାରଣ ଅଟେ ଯେ ଫେସବୁକରେ ହୋଇଥିବା ବନ୍ଧୁତା ପରେ ରୁଷରୁ ଅନାସ୍ତା ଭେଟିବାକୁ ଆସିଛନ୍ତି । ଏହାପରେ ଯାହା ହେଲା ତାହା ବହୁତ ମଜାଦାର ଅଟେ ।ବନ୍ଧୁଙ୍କୁ ସାକ୍ଷାତକରିବାକୁ ରୁଷରୁ ଆସିଲେ ଅନାସ୍ତା – କହ୍ନେୟାଙ୍କ ଘର ଚର୍ଚ୍ଚାରେ ରହିଛି କାରଣ ତାଙ୍କ ଘରକୁ ବିଦେଶୀ ବନ୍ଧୁଙ୍କର ଗହଳି ଲାଗିଛି ଓ ଏହା କହ୍ନେୟାଙ୍କ ଘର ଗ୍ରାମ ଓ କ୍ଷେତ ବୁଲି ବହୁତ ମଜା ଉଠାଉଛନ୍ତି ।

ଏହି ବିଦେଶୀ ଦଳ ଏହାଙ୍କ ଘରେ ଦୁଇଦିନ ରହିଲେ ଓ ସମସ୍ତଙ୍କୁ ଏଠାକୁ ଆସିବା ବହୁତ ପସନ୍ଦ ହୋଇଛି। ପ୍ରକୃତରେ ପୁରା କାହାଣୀ ରାଜସ୍ଥାନୀ ଝିଅ ମୋ ରୁଷର ଝିଅଙ୍କର ବନ୍ଧୁତାର ଅଟେ ଓ ଏମାନକର ବନ୍ଧୁତା ଫେସବୁକ ଜରିଆରେ ହୋଇଥିଲା । ଅନାସ୍ତା କହ୍ନେୟାଙ୍କର ଏତେ ଭଲ ବନ୍ଧୁ ହୋଇଗଲେ ଯେ 4600କିମି ଦୂରତା ଅତିକ୍ରମ କରି ତାଙ୍କ ଘରେ ପହଞ୍ଚିଗଲେ। ଶନିବାରଦିନ ଅନାସ୍ତା ରୁଷ ଓ ନେଦରଲାଣ୍ଡର 8ଜଣ ଲୋକ ଭାରତ ଭ୍ରମଣରେ ଆସିଥିଲେ ତ ଏ ସମସ୍ତେ କହ୍ନେୟାଙ୍କ ଘରକୁ ମଧ୍ୟ ଆସିଥିଲେ ।

କହ୍ନେୟାଙ୍କୁ ଭେଟିବା ପାଇଁ ଅନାସ୍ତା କାରରେ ନିଜ ସାଥିମାନଙ୍କ ସହିତ ଚିତ୍ତୋରଗଡ ଜିଲ୍ଲା ମୁଖ୍ୟାଳୟ ପହଞ୍ଚିଲେ ଓ ତାପରେ 10କିମି ଦୂର ସ୍ଥିତ ଗ୍ରାମରେ ପହଞ୍ଚିଗଲେ । ଅନାସ୍ତା ଓ ତାଙ୍କ ସାଥିଙ୍କ ସ୍ଵାଗତ ପାଇଁ କହ୍ନେୟା ଲାଲ ଓ ତାଙ୍କ ପରିବାର ଓ ଗ୍ରାମର ଲୋକମାନେ ଅପଲକ ଦୃଷ୍ଟିରେ ପ୍ରତୀକ୍ଷା କରିଥିଲେ । ବହୁତ ଆତ୍ମୀୟତାରେ ତାଙ୍କର ସ୍ଵାଗତ କରାଗଲା ଓ ଫେସବୁକରେ ବନ୍ଧୁଙ୍କ ଘରକୁ ଆସିବାପରେ ପୁରା ଗ୍ରାମ ସେମାନଙ୍କୁ ସାକ୍ଷାତ କରିବାକୁ ଆସିଲେ ।

ବିଦେଶୀ ପର୍ଯ୍ୟଟକ ନିଜର ବନ୍ଧୁ କହ୍ନେୟାଲାଲଙ୍କ ଘରେ ମାଟିଚୁଲାରେ ତିଆରି ମକାର ରୁଟି ମଧ୍ୟ ଖାଇଲେ। ଏହି ସମୟରେ ସେମାନେ କେବଳ ଦେଶୀ ଭୋଜନ କରିଥିଲେ ଓ ଥଣ୍ଡାରୁ ରକ୍ଷାପାଇବା ପାଇଁ ନିଆଁର ମଧ୍ୟ ସାହାରା ନେଇଥିଲେ। ତାପରେ ଦ୍ଵିତୀୟ ଦିନ ରବିବାରକୁ ସେମାନେ କ୍ଷେତକୁ ବୁଲିବାକୁ ଗଲେ ଓ ଗ୍ରାମୀଣ ପରିବେଶକୁ ମଧ୍ୟ ଯାଇଥିଲେ । ଏହାପରେ ସେହି ବିଦେଶୀମାନେ ଗ୍ରାମୀଣ ଶିଶୁଙ୍କ ସହିତ କଥାବାର୍ତ୍ତା ମଧ୍ୟ କଲେ। କହ୍ନେୟାଲାଲଙ୍କ ସହିତ ମିଶି ଅନାସ୍ତା ଓ ତନକର ବନ୍ଧୁ ବହୁତ ଖୁସି ହେଲେ ଓ ସମସ୍ତେ ତାଙ୍କ ପରିବାର ସହିତ ମିଶିଗଲେ ।

ରୁଷୀ ପର୍ଯ୍ୟଟକଙ୍କ ଦଳରେ ଥିବା ଜଣେ ଯୁବତୀ କହ୍ନେୟାଙ୍କ ଘରର ମହିଳା ମାନଙ୍କ ସହିତ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥିଲେ। କହ୍ନେୟା ଫେସବୁକରେ ରୁଷର ଅନାସ୍ତାଙ୍କ ସହିତ କଥା ହେବା ସମୟରେ ନିଜର ପରିବାର ଓ ବନ୍ଧୁଙ୍କ ବିଷୟରେ କହିଲେ ଓ ଏହି କାରଣ ଥିଲା ଯେ ଆସ୍ଥା କହ୍ନେୟା ଓ ତାଙ୍କ ପରିବାର ସହ ମିଶିବା ପାଇଁ ଉତ୍ସୁକ ହୋଇଗଲେ । କହ୍ନେୟାଲାଲ ଏ ବିଷୟରେ ମିଡିଆକୁ ଏକ ଭିଡିଓ ଜରିଆରେ ଜଣେଇଲେ ଯେ ଅନାସ୍ତା ବିଲକୁଲ ଅଲଗା ଲାଗିଲେ ନାହିଁ, ସେମାନଙ୍କୁ ଲାଗିଲା ଯେ ସେ ତାଙ୍କ ପରିବାରର ଅଂଶ ଅଟନ୍ତି । ଅନାସ୍ତାଙ୍କ ବନ୍ଧୁମାନେ ମଧ୍ୟ ବହୁତ ଖୁସି ହୋଇ ଏଠାରୁ ଫେରିଲେ ।

Leave a Reply

Your email address will not be published. Required fields are marked *