October 23, 2024

Odia Express

Here, There and Everywhere

ଯଦି ଘରେ ଦେଖାଯାଉଛି କଙ୍ଗାଳ ଅବସ୍ଥା ତେବେ ଘରେ ତୁରନ୍ତ ହଟାଇଦିଅନ୍ତୁ ଏହି ୭ ଟି ଜିନିଷ…

ଦୁନିଆଁରେ ଅଧାରୁ ଅଧିକ ଲୋକ ସବୁ ଦିନ ଧନୀ ହେବାର ସ୍ୱପ୍ନ ଦେଖିଥିବାର ଜଣାଯାଏ , କେହି ବି ଦରିଦ୍ର ଜୀବନ ବଞ୍ଚିବାକୁ ଚାହଁନ୍ତି ନାହିଂ , ଆଜିର ସମୟରେ ସୁଖ ସୁବିଧା ପାଇବାକୁ ସମସ୍ତ ଆଶା ରହିଥାଏ , ଏହି କାରଣରୁ ଗରିବ ନାଁ ଶୁଣିକରି ବ୍ୟକ୍ତିର ରୋମ ଟାଙ୍କୁରି ଉଠେ , ପ୍ରଥମ ତ ବ୍ୟକ୍ତି ପଇସା ନିଜ ଦରକାରିତା ପୁରା କରିବାପାଇଁ କମାଇବାକୁ ଚାହୁଁଥିଲା କିନ୍ତୁ ଏବେ ତାହା ସେପରି ନୁହେଁ ଏହି ଯୁଗରେ ପଇସା ନା କେବଳ ଧନ କମାଇବାକୁ କରିଥାଏ , ପଇସା ସମାଜର ନଜରରେ ଉପରକୁ ଉଠାଇଥାଏ ।ପଇସାରୁ ହିଁ ସମାଜରେ ମାନ ସମ୍ମାନ ମିଳିଥାଏ ଏହି କାରଣରୁ ବ୍ୟକ୍ତି ଧନର ପ୍ରାପ୍ତି ପାଇଁ ବହୁତ ପରିଶ୍ରମ କରିଥାଏ , ଓ ସେ ଦିନ ରାତି ଏକ କରିଦିଏ , କିନ୍ତୁ ତାପରେ ଉପେକ୍ଷିତ ଫଳ ପ୍ରାପ୍ତି କରିପାରେ ନାହିଁ , ଶାସ୍ତ୍ରରେ କୁହାଯାଇଛି କି କିଛି ଜିନିଷ ଅଛି ଯାହା ଘରେ ରହିଲେ ଆପଣଙ୍କ ଧନ ଆସିବାରେ ବାଧା ସୃଷ୍ଟି କରେ ଓ ଖର୍ଚ୍ଚ ବଢାଇଥାଏ , ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି କି ଧନର ଆଗମନ ହେଉ ତେବେ ଏହି ଜିନିଷଗୁଡିକ ତୁରନ୍ତ ହଟାଇଦିଅନ୍ତୁ ।

୧) ପାରାର ବସା : ଶାସ୍ତ୍ର ଅନୁସାରେ ପାରାର ବସା ହେବା ଆର୍ଥିକ ସ୍ଥିତି ପାଇଁ ସଠିକ୍ ହୋଇନଥାଏ , ଏହି  କାରଣରୁ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ , ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁଠି ପାରାର ବସା ଅଛି ତେବେ ତାହାକୁ ହଟାଇଦିଅନ୍ତୁ ।

୨) ମହୁମାଛିର ଫେଣା : ମହୁମାଛିର ଫେଣା ହେବା ଯେବେ ବିପଦପୁର୍ଣ୍ଣ ହୋଇଥାଏ , ଏହା ଆପଣଙ୍କ ଘର୍ ପାଇଁ ସେତିକି ଦୁର୍ଭାଗ୍ୟନେଇକରି ଆସିଥାଏ , ଏଥିପାଇଁ ଆପଣଙ୍କ ଘରେ ଯଦି ମହୁମାଛିର ଫେଣା ଅଛି ତେବେ ତୁରନ୍ତ ହଟାଇଦିଅନ୍ତୁ ।

୩) ବୁଢିଆଣୀର ବସା : ଘରେ ଯଦି ବୁଢିଆଣୀର ବସା ଅଛି ତେବେ ଏହା ଆପଣଙ୍କ ଭାଗ୍ୟକୁ ସାଥ୍ ଦେବ ନାହିଁ, ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଘେରେଇ ଯାଏ , ଏମିତିରେ ଯଦି ଘରେ ବୁଢିଆଣୀର ବସା ଅଛି ତେବେ ତୁରନ୍ତ ହଟାଇଦିଅନ୍ତୁ ।

୪) ଭଙ୍ଗା ହୋଇଥିବା ଆଇନା କିମ୍ବା କାଚ : ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ଭଙ୍ଗା କାଚ କିମ୍ବା ଦର୍ପଣ ଅଛି ତେବେ ଏହା ଦାରିଦ୍ରତାର ପ୍ରତିକ ହୋଇଥାଏ , ଘରେ ଭଙ୍ଗା ଦର୍ପଣ କିମ୍ବା କାଚ ରହିଲେ ଘର ମଧ୍ୟରେ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ , ଏହା ସହ ଏହା ଆର୍ଥିକ ସ୍ଥିତିକୁ ବିଗାଡିଦିଏ  ଏଥିପାଇଁ ଘରେ ଭଙ୍ଗା ଦର୍ପଣ କିମ୍ବା କାଚ ଥିଲେ ତୁରନ୍ତ ହଟାଇଦିଅନ୍ତୁ ।

୫) ବାଦୁଡି ବସା : ଯଦି ଆପଣଙ୍କ ଘରେ ବାଦୁଡିର ବସା ହୋଇଛି ତେବେ ଏହା ରୋଗର ସଙ୍କେତ ଦେଇଥାଏ , ଏହା ଭାଗ୍ୟ କୁ ଦୁର୍ଭାଗ୍ୟ କରିଦେବା ସହ ଦାରିଦ୍ରତାକୁ ଆମନ୍ତ୍ରଣ କରେ , ଏଥିପାଇଁ ସଂନ୍ଧ୍ୟା ସମୟରେ ନିଜ ଝରକା ,କବାଟ ବନ୍ଦ କରିଦିଅନ୍ତୁ , ଯାହା ଦ୍ୱାରା ବାଦୁଡି ଘର ମଧ୍ୟକୁ ନ ଆସନ୍ତୁ ।

୬) କବାଟରେ କଣା : ଯଦି ଆପଣଙ୍କ ଘରର ଦ୍ୱାରରେ କେଉଁ ଜାଗାରେ କଣା ଅଛି ତେବେ ଆପଣଙ୍କ ଘରେ ସୁନ୍ଦରତାକୁ ନଷ୍ଟ କରିଥାଏ , ଓ ଦୁର୍ଭାଗ୍ୟକୁ ଡକାଈଥାଏ , ଏଥିପାଇଁ ଯେତେ ଜଲଦି ହୋଇପାରିବ , କବାଟର କଣାକୁ ନିବୁଜ କରିଦିଅନ୍ତୁ ।

୭) ଟ୍ୟାପ୍ ରୁ ପଡୂଥିବା ପାଣି : ଯଦି ଆପଣଙ୍କ ନଳାରୁ ପାଣି ଠପ୍ ଠପ୍ ହୋଇ ସବୁବେଳେ ପଡୁଛି ତେବେ ଏହା ପାଣିକୁ ନଷ୍ଟ କରିବା ସହ ସକରାତ୍ମକ ଉର୍ଜାକୁ ବି  ଘରୁ ବାହାର କରିଦିଏ , ଏଥିପାଈଁ ଯେତେ ଜଲଦି ହୋଇପାରିବ ଏହି ପାଣିକୁ ବନ୍ଦ କରନ୍ତୁ ,

Leave a Reply

Your email address will not be published. Required fields are marked *