ଏହା ହେଲା ସେହି ସଙ୍କେତ ଯାହା କହିଥାଏ ଆପଣଙ୍କ ଆଖପାଖ ଥିବା କିଛି ଦୈବିୟ ଶକ୍ତି ବିଷୟରେ…
ସଂସାରରେ ସବୁ ବ୍ୟକ୍ତି ଜାଣିଥାନ୍ତି କି କିଛି ତ ଆଲୌକିକ ଶକ୍ତି ଅଛି , ଯାହା ଏହି ସଂସାରରେ ସତ୍ତାର ପ୍ରତିନିଧିତ୍ୱ କରୁଛି । ଏହି ସଂସାରର ପ୍ରତ୍ୟେକ ପ୍ରାଣୀ ପାଳନ ପୋଷଣ କରୁଛି , ବ୍ରହ୍ମାଣ୍ତ ରେ ନିହିତ ଏହି ଦୈବିକ ଶକ୍ତି ଯଦି ଆପଣଙ୍କ ସାଥିରେ ଦରକାର ତେବେ ଆସୁଥିବା ସବୁ ବାଧାରୁ ବଞ୍ଚାଇପାରିବେ , ଏହି ପରି ଦୃଢ ବିଶ୍ୱାସ ନିଜ ମନରେ ରଖିବାକୁ ହେବ ।, ନିଶ୍ଚୟ ହିଁ ଆପଣଙ୍କୁ କିଛି ଏପରି ଲକ୍ଷଣ ସଙ୍କେତ ଦୃଷ୍ଟିଗୋଚର ହେବ ଯାହା ଆପଣଙ୍କ ବିଶ୍ୱାସକୁ ଓ ଅଧିକା ଦୃଢ କରିବାର ଆପଣଙ୍କୁ ସହାୟତା କରିବେ । ସବୁ ମନୁଷ୍ୟର ଜୀବନରେ କେବେ କେବେ ଏମିତି ହେଇଥାଏ ଯାହା ଦ୍ୱାରା ଅବୁଭବ ହୋଇଥାଏ କି ତାର ଆଖପାଖରେ ଦୈବିୟ ଶକ୍ତି ଅଛି , କାରଣ ଯେବେ କେଉଁ ବ୍ୟକ୍ତି ମୁସକିଲ୍ ଥାଏ ତେବେ ତାର ସାଥିରେ କେହି ନଥାନ୍ତେ ଏମିତି ବହୁତ ଶକ୍ତି ଅଛି , ଯାହା ସବୁ ପରିସ୍ଥିତି ଲଢିବାର ସିଖାଇଥାଏ , ଯାହା ଦୈବିକ ଶକ୍ତି କହନ୍ତି , ତେବେ ଆସନ୍ତୁ ଜାଣିବା କିପରି ପ୍ରାପ୍ତ କରିପାରିବେ , ଏହି ଶକ୍ତିଗୁଡିକ ।
୧) ଯଦି ଆପଣଙ୍କୁ କେବେ କେଉଁ ମୟୁର ପର ତଳେ ପଡିଥିବାର ଦେଖାଯାଏ ତେବେ ଆପଣ ବୁଝିଯିବେ କି ଆପଣଙ୍କ ପାଖରେ କେଉଁ ଦୈବିୟ ଶକ୍ତି ଅଛି , ଯାହା ଆପଣଙ୍କ ସାଥ୍ ଦେଉଛି , ଏହି ଶକ୍ତି ଆପଣଙ୍କ ପ୍ରତି ସମର୍ଥନ ଦର୍ଶାଇଥାଏ ।
୨) ଯଦି ଆପଣଙ୍କୁ ଚାଲୁ ଚାଲୁ ଏପରି ଲାଗିଥାଏ କି ଆପଣଙ୍କ ପାଦର ତଳେ ବାଦଲ ଅଛି କିମ୍ବା ଆକାଶ ଅଛି ଓ ବାଦଲ ଗଭୀର ଲାଗେ ତେବେ ବୁଝିଯିବେ କି ଆପଣଙ୍କ ମାର୍ଗଦର୍ଶନ କେଉଁ ଦୈବିୟ ଶକ୍ତି ଦ୍ୱାରା କରାଯାଉଛି ।
୩) ଯଦି ଆପଣ କେଉଁଠିକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଚାନକ ଅଲଗା ପ୍ରକାରର ବାସ୍ନା ଆସେ , ତେବେ ଏହା ଜଣା ପଡେ ନାହିଁ କି ସେ କେଉଁଠି ଆସୁଛି , ତେବେ ବୁଝିଯିବେ କି ଏହି ବାସ୍ନା ଦୈବିୟ ଶକ୍ତି ଦ୍ୱାରା କୁହାଯାଈପାରିବ ।
୪) ଯଦି ଆପଣଙ୍କୁ କେଉଁ ଛୁଆ ହସୁଥିବାର ଦେଖାଯାଏ ତେବେ ସତରେ କେହି ନଥାନ୍ତି ତେବେ ବୁଝିଯିବେ କି ସେହି ଛୁଆ ଆଖପାଖରେ କେଉଁ ଦୈବିୟ ଶକ୍ତି ଅଛି ଯାହା ସୁରକ୍ଷା କରୁଛି ।