October 17, 2024

Odia Express

Here, There and Everywhere

ମୁକେଶ ଅମ୍ବାନୀଙ୍କ ପୁଅମାନଙ୍କ ଠାରୁ କମ୍ ନୁହନ୍ତି ଅନିଲ୍ ଅମ୍ବାନୀଙ୍କ ପୁଅ , ଲାଇମ୍ ଲାଇଟ୍ ରୁ ଦୂରରେ ରହି ଚଳୁଛନ୍ତି ଏପରି ଲାଇଫ୍ ଷ୍ଟାଇଲ୍ , ଯାହାକୁ ଜାଣିଲେ ସ୍ତବ୍ଧ ହୋଇଯିବେ ଆପଣ …

1 min read

ଆଜିର ସମୟରେ ଅମ୍ବାନୀ ପରିବାର କେଉଁ ପରିଚୟର ଦରକାର ନାହିଁ , ମୁକେଶ ଅମ୍ବାନୀ ଯିଏ ଆଜି ଦୁନିଆଁର ସବୁଠାରୁ ଧନୀଶାଳୀ ବ୍ୟକ୍ତି ଅଟନ୍ତି , ଆମେ ଆଜି ତାଙ୍କର ବଂଶର ଏକ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏହି ଦିନରେ ବିଜନେସ୍ ଦୁନିଆଁରେ ନିଜ ପରିଚୟ ସୃଷ୍ଟି କରିଛନ୍ତି , ଆମେ କଥା ହେଉଛୁ ଅନିଲ୍ ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲ୍ ଅମ୍ବାନୀଙ୍କ ବିଷୟରେ ଯିଏକି ବିଜନେସ୍ ଡିଲ୍ ରେ ରିଲାୟନ୍ସ ଗ୍ରୁପ୍ କୁ କୋଟିଏ ଟଙ୍କାର ଫାଈଦା ପହଞ୍ଚାଇଛନ୍ତି , ଅନମୋଲ୍ ବ୍ରିଟିଶ୍ ଗେମ୍ ଡେଭଲପିଙ୍ଗ୍ କମ୍ପାନୀ କୋଡମାଷ୍ଟର୍ସରେ ରିଲାୟନ୍ସ ଗ୍ରୁପ୍ ୬୦ ପ୍ରତିଶତ ଅଂଶିଦାରରେ ୧,୭୦୦ କୋଟି ବିକ୍ରି କରିଦେଇଛି  ।ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ କ୍ୟାପିଟାଲ୍ ୨୦୦୯ ରେ କୋଡ ମାଷ୍ଟର୍ସର ୯୦ ପ୍ରତିଶତ ଭାଗିଦାରୀରୁ ୧୦୦ କୋଟି କିଣିଥିଲେ,  ଯାହା ଏବେ ପ୍ରାୟ ୨୭ ହଜାର କୋଟି ହୋଇସାରିଛି , କୋଡମାଷ୍ଟର୍ସ ଲଣ୍ତନ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡ୍ କମ୍ପାନୀ ଅଛି ।

୧୯୮୬ ରେ ଆରମ୍ଭ ହୋଇଥିବା ଏହି କମ୍ପାନୀକୁ ଏଫ୍-୧ ଭିଡିଓ ଗେମ୍ ରୁ ଚିହ୍ନା ମିଳିଥିଲା,  କମ୍ପାନୀର ଚାରୋଟି ଶାଖା ଅଛି , ଯେଉଁଥିରେ ତିନୋଟି ବ୍ରିଟେନ୍ ଓ ଚତୁର୍ଥଟି ମାଲେସିଆର କୁଲାଲମପୁର୍ ରେ ଅଛି , ବିଏସ୍ ଇ କୁ ଦିଆଯାଇଥିବା ଫାଇଲିଙ୍ଗ୍ ମୁତାବିକ ୧୭୦୦ କୋଟିର ଭାଗଦାରୀରେ ବିକ୍ରି କରିବାପରେ ଏବେ ରିଲାୟନ୍ସ ଗ୍ରୁପ୍ କମ୍ପାନୀରେ ୨୯ ପ୍ରତିଶତ ଭାଗଦାରୀ ଅଛି , ଯାହାରଭ୍ୟାଲ୍ଲୁ ୧୦୦୦ କୋଟି ଅଛି ,  ୧୨ ଡିସେମ୍ବର ୧୯୯୧ କୁ ମୁମ୍ବାଇରେ ଅନିଲ୍ ଅମ୍ବାନୀ ଙ୍କ ବଡ ପୁଅ ଜୟ ଅନମୋଲ୍ ଙ୍କ ଜନ୍ମ ହୋଇଥିଲା,  ତାଙ୍କର ପ୍ରାରମ୍ଭିକ ମୁମ୍ବାଇ କେଥେଡ୍ରଲ୍ ଓ ଜନ୍ କେନନ୍ ସ୍କୁଲ୍ ରୁ ହୋଇଥିଲା,  ତାପରେ ୟୁକେ ର ସେଭନ୍ ଓକ୍ସ ସ୍କୁଲ୍ ରେ ପଢିବାକୁ ଚାଲିଗଲେ , ତାପରେ ୟୁକେ ରେ +୨ ବିଜନେସ୍ ସ୍କୁଲ୍ ରେ ମ୍ୟାନଜମେଣ୍ଟ ଡିଗ୍ରୀ ନେଲେ , ସେ ୨୦୧୪ ରେ ଦୁଇ ମାସର ଇଣ୍ଟରନସିପ୍ ନେବାପରେ ରିଲାୟନ୍ସଗ୍ରୁପ୍ କୁ ଯୋଗ ଦେଲେ ,

ଏହାପରେ୨୦୧୬ ରେ ସେ ରିଲାୟନ୍ସ କ୍ୟାପିଟାଲ୍ ବୋର୍ଡରେ ସାମିଲ୍ ହେଲେ , ଅନମୋଲ୍ ବିଜନେସ୍ କୁ ଭଲ ଭାବେ ବୁଝିଲେ , ଓ ସେ ଲାଇମ୍ ଲାଇଟ୍ ରୁ ଦୁରରେ ରହି ନିଜ କାମ କରୁଥିଲେ  । ୨୭ ବର୍ଷୀୟ ଜୟ ଅନମୋଲ୍ ରିଲାୟନ୍ସ କ୍ୟାପିଟାଲ୍ ଲିମିଟେଡ୍ ରେ ଏକଜ୍ୟୁକ୍ୟୁଟିଭ୍ ଡାଇରେକ୍ଟର ଅଛନ୍ତି , ରିପୋର୍ଟ ଅନୁସାରେ ତାଙ୍କର ନେଟ୍ ୱର୍ଥ ୩,୩ ବିଲିୟନ୍ ୟୁଏସ୍ ଡଲାର୍ ମାନେ ୨୧,୨୧୦ କୋଟି ଅଛି , ଜୟ ଅନମୋଲ୍ ଲାଇମ୍ ଲାଇଟ୍ ରେ ଅଧିକା ରହିବାକୁ ପସନ୍ଦ କରନ୍ତି ନାହିଂ , କିନ୍ତୁ ସେ ଲାଇଫ୍ ଷ୍ଟାଇଲ୍ ରେ ଚଲିଥାନ୍ତି । ଅନିଲ୍ ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲଙ୍କୁ ଫୁଟବଲ୍ ଖେଳିବା ବହୁତ ପସନ୍ଦ ଲାଗେ , ତାଙ୍କୁ ଯେବେ ବି ଖେଳିବାର ମଉକା ମିଳେ ସେ ଫୁଟବଲ୍ ଖେଳନ୍ତି , ସେ ରିୟଲ୍ ମେଡ୍ରିଡ୍ କ୍ଲବ୍ ର ଫ୍ୟାନ୍ ଅଛନ୍ତି , ଏହା ଛଡା ସେ ଏନିମଲ୍ ଲଭର୍ ବି ଅଟନ୍ତି । ସେମିତି ସେ ଲାଇମ୍ ଲାଇଟ ରୁ ଦୁରେଇ ରହୁଛନ୍ତି , କିନ୍ତୁ ନିଜର ଶାନଦାର୍ କାର୍ ପ୍ରାଇଭେଟ୍ ଏୟାରକ୍ରାଫ୍ଟ ରଖିଛନ୍ତି ,

ତାଙ୍କର କାର୍ କଲେକ୍ସନ୍ ରେ ରୋଲ୍ସ ରୋୟାଲ୍ସ, ଲାମ୍ବୋଗ୍ରିନି ଗେଲାଡ୍ରୋ, ମର୍ସଡିଜ୍ ବେଞ୍ଜ ଏସ୍ କ୍ଲାସ୍ , ରେଞ୍ଜ ରୋଭର୍ , ଟୋୟଟା ଫର୍ଞ୍ଚୁନର୍ , ଓ ଲେକ୍ସସ୍ ଏସ୍ ୟୁଭି ପରି କାର୍ ସାମିଲ୍ ଅଛି । କାର୍ ଛଡା ତାଙ୍କ ପାହରେ ଏୟାର୍ କ୍ରାଫ୍ଟ ବି ଅଛି , ପ୍ରିମିୟମ୍ ଜେଟ୍ କଲେକ୍ସନ୍ ଓ ବମ୍ବୋର୍ଡିୟର୍ ଗ୍ଲୋବ୍ସ ଏକ୍ସପ୍ରେସ୍ , ଏକ୍ସଆର୍ ଏସ୍ , ଫାଲକନ୍ ୨୦୦୦ , ଫାଲକନ୍ ୭ ଏକ୍ସ , ବେଲ୍ ୪୧୨ ହେଲିକାପ୍ଟର ଓ ଗ୍ଲୋବାଲ୍ ଏକ୍ସପ୍ରେସ୍ ପରି ଏୟାର କ୍ରାଫ୍ଟ ସାମିଲ୍ ଅଛି , ନିଜ ପାଖରେ ଏତେ ଲକ୍ଜୁରି କାର୍ ଓ ଏୟାରକ୍ରାଫ୍ଟ ହେବାପରେ ବି ଜୟ ବହୁତ ସାଧାରଣ ରହିବାକୁ ପସନ୍ଦ କରନ୍ତି ।

ଅନିଲ୍ ଓ ଟିନା ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲ୍ ଅମ୍ବାନୀ ଏହି ସମୟରେ ୨୫ ବର୍ଷୀୟ ଅଛନ୍ତି , ଗତ ବର୍ଷ ସେପ୍ଟେମ୍ବର ରେ ଅନମୋଲ୍ ଦୁଇ ବର୍ଷର ଟ୍ରେନିଙ୍ଗ୍ ପରେ ରିଲାୟନ୍ସ କ୍ୟାପିଟାଲ୍ ବୋର୍ଡରେ ଜଣେ ଆଡସିନାଲ୍ ଡାଇରେକ୍ଟର ସାମିଲ୍ ହୋଇଥିଲେ,  ଅନିଲ୍ ଅମ୍ବାନୀଙ୍କ ଅନମୋଲ୍ ଙ୍କ ଛଡା ଆଉ ଏକ ପୁଅ ଅଛି ଅଂଶୁଲ୍ ଯାହାଙ୍କର୍ ମ୍ୟୁଜିକ୍ ଉପରେ ପ୍ରଥମ ପସନ୍ଦ ଅଟେ ।

Leave a Reply

Your email address will not be published. Required fields are marked *