December 2, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ସ୍ୱାମୀ ସ୍ତ୍ରୀକୁ –ଏବେ ତୁମର ସବୁ କଥାରେ ମୋର ମୋର କହିବସୁଛ , ଆଜି ସବୁ କଥାରେ ଆମର କହିବ , ସ୍ତ୍ରୀ ଠିକ୍ ଅଛି…

ହସିବା ଆମର ମନୁଷ୍ୟ ଜୀବନରେ ଏକ ମୁଖ୍ୟ ଅଟେ । କାରଣ ମନୁଷ୍ୟ ଏକ ଏମିତି ପ୍ରାଣୀ ଅଟେ ଯିଏ ହସିପାରେ , କାହାର ହସ ତାର ଚେହେରାର ହାବଭାବ ପ୍ରମାଣିତ କରିଥାଏ , ହସୁଥିବା ଚେହେରା ଦେଖିବାକୁ ସମସ୍ତଙ୍କୁ ପସନ୍ଦ ଲାଗେ , ଏହାକୁ ଦେଖିକରି ସ୍ୱାଭାବିକ ହିସାବରେ ଚେହେରାରେ ହସ ବ୍ୟାପିଯାଏ , କାହାର ଉଦାସ ଚେହେରାରେ ଖୁସିର ଲହଡି ନେଇଆସେ , ହସ ସ୍ୱାଭାବିକ ହେବା ସହ ଏହାର ଅନ୍ତରମନର ଗଭିରତାକୁ ଫୁଟିବାକୁ ଲାଗେ ,

ପ୍ରେମ ବିବାହ : ରାତିର ସମୟରେ ସ୍ୱାମୀ : ପାଣି ଦିଅ ତ । ସ୍ତ୍ରୀ ପାଣି ଆଣିବାକୁ ଗଲେ , ତେବେ ସେହି ସମୟରେ ସ୍ୱାମୀ ଶୋଇପଡିଲେ , ସ୍ତ୍ରୀ ରାତି ସାରା ପାଣି ଗିଲାସ ଧରି ଠିଆ ହୋଇରହିଲା , ସକାଳୁ ଯେବେ ସ୍ୱାମୀର ଆଖି ଖୋଲିଲା ତେବେ ଦେଖିକରି ସେ ଖୁସି ହେଲା , ଓ କହିଲା , ମାଗ କଣ ମାଗୁଛ , ସ୍ତ୍ରୀ : ଛାଡପତ୍ର ଦେଇଦିଅ ।

ସ୍ତ୍ରୀ ତାର ବାନ୍ଧବୀକୁ ତୁମର ଦିଲ୍ଲୀର ଟ୍ରିପ୍ କିପରି ରହିଲା ? ସାଙ୍ଗ : ଆରେ କଣ୍ କହିବି ସାଙ୍ଗ , ରାସ୍ତାରେ ମୋର ସ୍ୱାମୀ ପାଣି ନେବାପାଇଁ ଓହ୍ଲାଇଲେ , ଓ ଗାଡି ଚାଲିବାକୁ ଲାଗିଳା , ଓ ସେ ଷ୍ଟେସନରେ ରହିଗଲେ , ସ୍ତ୍ରୀ : ଆରେ ତୁମର ପିଡା ମୁଁ ବୁଝିପାରୁଛି , ତୁମକୁ ଏତେ ବଡ ଲମ୍ବା ଯାତ୍ରା ସମୟରେ ଶୋଷିଲା ରହିବାକୁ ନିଶ୍ଚିତ ପଡିଥିବ ।

ସ୍ତ୍ରୀ ରାଗରେ : ଯଦି ତୁମେ ଏକେଲା କାମ କରୁଛ , ସବୁ ମାସ ଏତେ ସଞ୍ଚୟ କରି ମୋର ପାଇଁ କମ୍ ସେ କମ୍ ୨ ଟି ଶାଢୀ କିଣିଦିଅ ।ସ୍ୱାମୀ ହସିକରି , ଯଦି ମୁଁ ଏକେଲା କାମ କରିନିଅନ୍ତି ତେବେ ମୋତେ ଶାଢି କିଣିବାକୁ ପଡନ୍ତା ନାହିଁ ।

ସ୍ତ୍ରୀ : ତୁମେ କଣ ଖାଇଲ ? ସ୍ୱାମୀ : ତୁମେ ଖାଇବା ଖାଇନେଲ କି ? ସ୍ତ୍ରୀ : ମୁଁ ତୁମକୁ ପଚାରୁଛି , ସ୍ୱାମୀ : ମୁଁ ତୁମକୁ ବି ପଚାରୁଛି , ସ୍ତ୍ରୀ : ତୁମେ ମୋର ନକଲ କଣ ପାଇଁ କରୁଛ ? ସ୍ୱାମୀ : ତୁମେ ମୋର ନକଲ କରୁଛ । ସ୍ତ୍ରୀ ଚାଲ ସପିଙ୍ଗ୍ କରିବାକୁ ଯିବା । ସ୍ୱାମୀ : ହଁ ମୁଁ ଖାଇବା ଖାଇନେଲି ।

ସ୍ତ୍ରୀ : ଜାନୁ କୁହ ତ ମୋତେ କେତେ ଭଲ ପାଉଛ ?ସ୍ୱାମୀ : ବହୁତ ଅଧିକା ସ୍ତ୍ରୀ କେତେ କୁହ ? ସ୍ୱାମୀ ରାଗରେ : ଏତେ କି ମନ କରେ ତୁମ ପରି ଆଉ ଜଣେ ଆଣିବି ,

ପ୍ରିନ୍ସିପାଲ୍ : ପପୁ ତୋର ମା ଅଭିଯୋଗ୍ ଆଣିଛନ୍ତି କି ତୁ ପଢୁନୁ , ପ୍ରିନ୍ସିପାଲ୍ : ଭଲ , କହ ଘରେ ଶୌଚାଳୟ କରିବାରେ ଫାଇଦା କଣ ଅଛି , ପପୁ : ହଁ ବାତାବରଣରେ ମଇଳା ଗ୍ୟାସ୍ ବ୍ୟାପେ ନାହିଁ । ବାଃ ଆଉ କିଛି , ପପୁ : ଓ କ୍ଷେତରେ ବାରମ୍ଭାର ଲୋଟା ଧରିକି ଦୌଡିବାକୁ ପଡେ ନାହିଁ ।

ଦୋକାନୀ : କୁହନ୍ତୁ ଆଜ୍ଞା କଣ ଦରକାର ?

ରାହୁଲ୍ : ନିଜ ହେବାକୁ ଥିବା ସ୍ତ୍ରୀ ପାଇଁ କୁକୁରର କେକ୍ ଦରକାର ।

ଦୋକାନୀ : ଏଠାରେ ଖାଇବେ ନା ପ୍ୟାକ୍ କରିଦେବି ।

ସ୍ୱାମୀ : ତୁମେ ମୋର ସବୁ କଥାରେ ମୋର ମୋର କହିବାକୁ ଲାଗିଛ , ଏବେ ତୁମେ ମୋର ସବୁ କଥାରେ ଆମର ଆମର କହିବେ , ସ୍ତ୍ରୀ : ଦିନେ ସେ କିଛି ଖୋଜୁଥିଲା । ସ୍ୱାମୀ : କଣ ଖୋଜୁଛ ? ସ୍ତ୍ରୀ : ଆମର ସାୟା ଖୋଜୁଛି ।

ଜଣେ ବ୍ୟକ୍ତି ଜଣେ ଏକେଲା ଯାଉଥିବା ମହିଳାଙ୍କ ହାତ ଧରିପକାଇଲା , ବ୍ୟକ୍ତି ସେହି ମହିଳାଙ୍କୁ ଆପଣଙ୍କ ଚେହେରା ମୋର ସ୍ତ୍ରୀ ସହ୍ ମ୍ୟାଚିଙ୍ଗ୍ କରୁଛି , ମହିଳା ଜବରଦସ୍ତ ଚାପୁଡା ସେହି ବ୍ୟକ୍ତି ଚେହେରାରେ ମାରିଲା ବ୍ୟକ୍ତି : କମାଲ୍ କରୁଛନ୍ତି ମ୍ୟାଡମ୍ ଅଭ୍ୟାସ ତ ମୋର ସ୍ତ୍ରୀ ପରି ଅଛି ।

Leave a Reply

Your email address will not be published. Required fields are marked *