October 8, 2025

Odia Express

Here, There and Everywhere

ବିବାହ କରିଲେ ଓଡ଼ିଆ ହିରୋ ଅମ୍ଲାନ – ଭୂମିକା ଙ୍କୁ କରିଲେ ବିବାହ – ଦେଖନ୍ତୁ ତା ତାପରେ କଣ କହିଲେ..

ଓଡ଼ିଆ ହିରୋ ଅମ୍ଲାନ ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି | ତେବେ ଆପଣ ମାନେ ଜାଣିଥିବେ କିଛିଦିନ ତଳେ ଏ ବିଷୟରେ ଖୁବ ଚର୍ଚା ହେଇଥିଲା ଯେ ଓଡ଼ିଆ ହିରୋ ଅମ୍ଲାନ ଭୂମିକା ଙ୍କୁ ବିବାହ କରିବେ |ତେବେ ଆପଣଙ୍କ ଜାଣିବା ପାଇଁ କହିରଖିବୁ ସେ ଓଡ଼ିଆ ହିରୋଇନ ଭୂମିକା ନୁହନ୍ତି ସେ ଅମ୍ଲାନ ଙ୍କ ପିଲାଦିନର ସାଙ୍ଗ ଭୂମିକା ଅଟନ୍ତି | ତେବେ ପ୍ରେମ ସପ୍ତାହର ଆରମ୍ଭ ରେ ସେ ବିବାହ କରିଛନ୍ତି | ତେବେ ଗତ ଡିସେମ୍ବର ରେ ସେ ନିର୍ବନ୍ଧ କରିଥିଲେ ଓ ପ୍ରେମ ସପ୍ତାହ ରେ ବିବାହ କରି ଫିଲ୍ମ ଶୈଳୀ ରେ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି

ତେବେ ଅମ୍ଲାନ ଙ୍କ ଏହି ବିବାହ ଆର୍ୟା ସମାଜ ରେ ହେଇଥିଲେ | ଯେଉଁଥିରେ ପରିବାର ଲୋକ ଓ ସାଙ୍ଗସାଥି ମାନେ ଯୋଗ ଦେଇଥିଲେ | ତେବେ ଅମ୍ଲାନ ଭୂମିକା ଙ୍କ ପ୍ରେମ ବିବାହ ହେଇଥିବା ଶୁଣିବାକୁ ମିଳୁଛି | କାରଣ ସେ ଦୁହେଁ ପିଲାଦିନର ସାଙ୍ଗ ଅଟନ୍ତି |ତେବେ ଅମ୍ଲାନ ଓଡ଼ିଆ ଫିଲ୍ମ ଜଗତରେ ଜଣେ ଜଣ ଶୁଣା ହିରୋ ଅଟନ୍ତି | ଅବଶ୍ୟ ନିଜ ବାପା ମିହିର ଦାସ ଙ୍କ ଭଳି ସେ ଓଡ଼ିଆ ଫିଲ୍ମ ରେ ସେତେ ଟା ନାମ କମେଇପାରିନାହାନ୍ତି | ତେବେ ଏହି ବିବାହ ନେଇ ସୋସିଆଲ ମିଡି ରେ ବର୍ତମାନ ଖୁବ ଚର୍ଚା ଚାଲିଛି

ତେବେ ଓଡ଼ିଆ ଫିଲ୍ମ ଟାର୍ଗେଟ ଜରିୱାରୀ ଫିଲ୍ମ ଜଗତରେ ପାଦ ଦେଇଥିବା ଅମ୍ଲାନ ଆଗାମୀ ଦିନରେ ଅନେକ ଫିଲ୍ମ ସହ ଦର୍ଶକ ଙ୍କ ପାଖକୁ ଆସିବେ ବୋଲି କହସାଇଛନ୍ତି | ତେବେ ଟଂକା କିଛି ଫିଲ୍ମ ନିକଟରେ ରିଲିଜ ହେଇଥିବା ବେଳେ ଆଉ କିଛି ଫିଲ୍ମ ବର୍ତମାନ ରିଲିଜ ଅପେକ୍ଷାରେ ଅଛି | ତେବେ ଆମେ ଆସ କରୁଚୁ କି ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏହା ଆମର କାମନା

Leave a Reply

Your email address will not be published. Required fields are marked *