ସୁନାବାସନରେ ସ୍ନାନ କରିବାର ସ୍ୱପ୍ନ ହେଲା ସତ – ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପାଇଁ ବନାଗଲା ୧୮ କ୍ୟାରେଟ୍ ର ସୁନାର ବାଥଟପ୍ – ଦେଖନ୍ତୁ କେଉଁ ଜାଗାରେ..
ଆଜି ସମସ୍ତେ ଲକ୍ଜୁରି ଜୀବନ ବଞ୍ଚିବାପାଇଁ ଦିନ ରାତି ବହୁତ ପରିଶ୍ରମ କରିଥାନ୍ତି , ଯାହା ଦ୍ୱାରା ସେ ନିଜ ଜୀବନରେ ବିଳାସ୍ୟବାସନ ତରିକାରେ ବଞ୍ଚିପାରୁ , ସେମିତି କିଛି ଲୋକ ମହଙ୍ଗା ଗାଡି ପସନ୍ଦ କରନ୍ତି , ତେବେ କିଏ କିଏ ମହଙ୍ଗା ଘର, ତାପରେ ମଣିଷ ଜୀବନରେ କିଛି ନା କିଛି ସଉକ ଅଧୁରା ରହିଯାଏ , ସେମିତି ଆପଣଙ୍କ ଯଦି ଶାହି ସ୍ନାନ କରିବାର ଅଛି ତେବେ ଆପଣଙ୍କୁ ଜାପାନରେ ଟିକେଟ୍ ବୁକ୍ କରିବାକୁ ପଡିବ ।ଜାପାନର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ଲକ୍ଜୁରି ଜୀବନ ଅନୁଭବ କରାଇବାପାଇଁ ସୁନାର ବାଥଟ୍ୟୁବ୍ ବନାଇଲେ , ଏହି ଟବ୍ ର ଖାସିୟତ୍ ଏହା କି ଏହା ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର୍ ଗଭୀର ଅଛି, ଏଥିରେ ପ୍ରାୟ ୧୫୪,୨ କିଲୋଗ୍ରାମର ସୁନା ଲାଗିଛି ।
ଆପଣଙ୍କୁ ଜଣେଇଦେବୁ କି ଏହି ବାଥଟବ୍ ଜାପାନର ନାଗାସାକି ସହରର ଜାପାନ୍ ହଟ୍ ସ୍ପ୍ରିଙ୍ଗ୍ ରେସୋଟ୍ ରେ ବନାଯାଇଛି , ସେମିତିଏହାକୁ ବନାଇବା ବାଲା ହୁଇସ୍ ଟେବ୍ ୱାଚ୍ କହିଲେ କି ଏହା ଦୁନିଆଁର୍ ପ୍ରଥମ ବାଥଟବ୍ ଅଟେ ଯାହା ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଛି , ଏଥିରେ ଦୁଇଟି ବୟସ୍କ ଆରାମରେ ଶୋକରି ଗାଧୋଇପାରିବେ । ଏହି ବାଥଟବ୍ ବନାଇବାରେ ପ୍ରାୟ ୮ ମାସ ଲାଗିଛି , ଏହାର ପ୍ରାୟ ଦାମ୍ ୭,୧୫ ମିଲିୟନ୍ ୟୁଏସ୍ ଡଲାର୍ ମାନେ ୫୦ କୋଟି ଅଟେ ।
ସେମିତି ଆପଣ ଏହି ବାଥଟବ୍ ରେ ଗାଧୋଇବାର ମଜା ନେବାପାଇଂ ୧ ରୁ ୧୦ ଘଣ୍ଟା ଭଡା ରେ ବୁକ୍ କରାଇପାରିବେ , ସେମିତି ଏହାର ଘଣ୍ଟାକୁ ଭଡା ତିନି ହଜାର ଅଟେ, ରେଷ୍ଟୁରାଣ୍ଟର ମୁତାବିକ ବାଥଟବ୍ ରେ ଚିନ୍ ଓ ସାଉଥ୍ କୋରିଆର ଟୁରିଷ୍ଟଙ୍କୁ ଧ୍ୟାନରେ ରଖି ବନାଯାଇଛି, କାରଣ ଜାପାନରେ ଆସୁଥିବା ଚିନ୍ ଓ ସାଉଥ୍ କୋରିଆର ଟୁରିଷ୍ଟ ବହୁତ ମହଙ୍ଗା ବାଥଟବ୍ ଦାବି କରନ୍ତି , ସବୁଠାରୁ ଖାସ୍ କଥା ଏହା କି ଏହାକୁ ଗିନିଜ୍ ୱାର୍ଲଡ୍ ରେକର୍ଡରେ ଦର୍ଜ କରାଯାଇସାରିଛି ।