ବାହାଘର ପୂର୍ବରୁ ସବୁ ଝିଅଙ୍କର ଜୀବନରୁ ଏହି ୬ ଟି ଜିନିଷ ବାହାର୍ କରି ପକାଇବା ଦରକାର , ନହେଲେ ଆପଣଙ୍କ ସଂମ୍ପର୍କ ଭାଙ୍ଗିପାରେ…
ଯେବେ ବ୍ୟକ୍ତି ବିବାହ କରିବାର ଫଇସଲା ନେଇଥାଏ , ତେବେ ତାର ପଛରେ ବହୁତ ସାରା କାରଣ ହୋଇଥାଏ ଏବେ ଏମିତିରେ ଜରୁରୀ ହୋଇନଥାଏ କି ପ୍ରଥମଥର ସଠିକ୍ ବ୍ୟକ୍ତିକୁ ବିବାହ କରିବାର ନିଷ୍ପତ୍ତି ନିଅନ୍ତୁ , ଆପଣଙ୍କ ବିବାହ ପୁର୍ବରୁ ଗୋଟେ ରୁ ଅଧିକା ଥର ବ୍ରେକ୍ ଅଫ୍ ହୋଇପାରେ , ଏମିତିରେ ନୁଆ ବ୍ୟକ୍ତି ସହ ସଂମ୍ପର୍କ ଯୋଡିବା ଓ ଶଶୁରଘର ଯିବାର ପୁର୍ବରୁ ଝିଅମାନେ ନିଜ ଜୀବନରେ କିଛି ଖାସ୍ ଜିନିଷ ବାହାରକୁ ପକାଇଦେବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ ଆଗାମୀ ଜୀବନ ସୁଖୀ ରହିବା ସହ ସଂମ୍ପର୍କରେ କେବେ ଫାଟ ଆସେ ନାହିଁ ।
୧) ପୁରାତନ ବୟଫ୍ରେଣ୍ତର ସ୍ମୃତି : ଯଦି ଆପଣଙ୍କ କେଉଁ ବୟଫ୍ରେଣ୍ତ ସହ ବ୍ରେକ୍ ଅପ୍ ହୋଇଯାଇଛି , ତେବେ ଅନ୍ୟ ଏକ ପୁଅ ସହ ବିବାହ ହୋଇ ସେଟେଲ୍ ହୋଇଯାଉଛନ୍ତି , ଏମିତିରେ ଦାୟିତ୍ୱ ରହିଥାଏ କି ଆପଣ ନିଜ ହୃଦୟରୁ ପୂର୍ବ ପ୍ରେମୀ ସମସ୍ତଙ୍କ ସ୍ମୃତି ବାହାର କରିଦିଅନ୍ତୁ , ଏମିତି ହେବା ଦରକାର ନୁହେଁ , ବାହାଘର ପରେ ଆପଣଙ୍କୁ ତାହାର ମନେ ପଡିପାରେ , ତାଙ୍କୁ ଆପଣ ଯୋଗାଯୋଗ କରିବାକୁ ଚେଷ୍ଟା କରିପାରନ୍ତି , ଏମିତିରେ ଆପଣଙ୍କ ବୈବାହିକ ଜୀବନ ଉପରେ ବିପଦ ଆସିପାରେ ।
୨) ଅଯଥା ବନ୍ଧୁତା : ଫେସବୁକ୍, ଇନଷ୍ଟାଗ୍ରାମ୍ ହ୍ୱାଟସ୍ ଆପ୍ ଓ ମୋବାଇଲ୍ ରେ କଣ୍ଟାକ୍ ଲିଷ୍ଟରେ ସବୁ ପୁରୁଷ ବନ୍ଧୁଙ୍କୁ ବାହାର କରିଦିଅନ୍ତୁ । ଓ ଆପଣଙ୍କୁ ଯିଏ ଲାଇନ୍ ମାରୁଥିଲେ କିମ୍ବା ପୁର୍ବ ପ୍ରେମୀ ଥିଲେ , ଏହାର କାରଣ ଏହା କି ବିବାହ ପରେ କିମ୍ବା ପୁର୍ବରୁ ଯଦି ଏହି ମଧ୍ୟରୁ ଆପଣଙ୍କ ଫଟୋରେ କେହି କମେଣ୍ଟ କରିଦେଇଛନ୍ତି , କିମ୍ବା କଲ୍ କରି କହିଦେଇଛନ୍ତି , ତେବେ ଆପଣଙ୍କ ସ୍ୱାମୀଙ୍କୁ ଏହା ବିଷୟରେ ଜଣା ପଡିଲେ ସଂମ୍ପର୍କରେ ଫାଟ ହୋଇପାରେ , ଏମିତି କୁହାଯାଏ କି ଏହି ଲୋକ ସୋସିଆଲ୍ ମିଡିଆରେ ମାଧ୍ୟମରେ ଆପଣଙ୍କ ସ୍ୱାମୀ ଆପଣଙ୍କ ବିଷୟରେ ଜାଣିନେବେ , ଏଥିପାଇଁ ନିଜ ବନ୍ଧୁ ଙ୍କୁ ବ୍ଲକ୍ କିମ୍ବା ଅନ୍ ଫ୍ରେଣ୍ତ କରିଦିଅନ୍ତୁ ।
୩) ଲଭ୍ ମେସେଜ୍ : ଯଦି ଆପଣଙ୍କ ଫୋନ୍ ଇମେଲ୍ କିମ୍ବା ସୋସିଆଲ୍ ମିଡିଆରେ ଆପଣଙ୍କ ପୂର୍ବ ବୟଫ୍ରେଣ୍ତ କିମ୍ବା କଥାବାର୍ତ୍ତା କିଛି ମେସେଜ୍ ଅଛି ତେବେ ଆପଣ ଡିଲିଟ୍ କରିଦିଅନ୍ତୁ , ବାହାଘର ପରେ ଭୁଲ୍ ରେ ଆପଣଙ୍କ ସ୍ୱାମୀ ତାଙ୍କୁ ପଢିଦେଲେ ତେବେ ସେ ଆପଣଙ୍କ ସବୁ କଥା ଜାଣିପାରିବେ , ଏହାପରେ ଯଦି ସ୍ୱାମୀଙ୍କ ସହ ବୁଝାମଣା ଭୁଲ୍ ହେଲା ତେବେ ବହୁତ ଝଗଡା ହୋଇପାରେ ।
୪) ଲଭ୍ ଗିଫ୍ଟ : ଯଦି ଆପଣଙ୍କ ପାଖରେ ପୂର୍ବତନ ବୟଫ୍ରେଣ୍ତ କିମ୍ବା କିଛି ଉପହାର ଅଛି ତେବେ ତାକୁ ଫିଙ୍ଗିଦିଅନ୍ତୁ , ଲଭ୍ ଲେଟର୍ସ ସହ ଏମିତି କରନ୍ତୁ , ଏହା ପୂର୍ବରୁ ପୂର୍ବ ପ୍ରେମୀ କଥା ମନେ ପଡିବ ନାହିଁ , ଓ ଆପଣଙ୍କ ସ୍ୱାମୀଙ୍କୁ ଏହା ବିଷୟରେ ଅଧିକା କିଛି ଜଣାପଡିବ ନାହିଁ ।
୫) ଦୁର୍ବଳତା : ସବୁ ମଣିଷର ମଧ୍ୟରେ କିଛି ନା କିଛି ଖାସ୍ କମି ରହିଥାଏ , ଖାଇବା ବନାଈବା , ଓଜନ ଅଧିକା ହେବା , ରାଗ ଉପରେ କାବୁ କରିବା । ଘରୋଇ କାମ କାର୍ଯ୍ୟରେ ଅଭ୍ୟାସ ନହେବା , ଆଳସୀ ହେବା , ଇତ୍ୟାଦି କିଛି ଦୁର୍ବଲତା ଥାଏ , ଯିଏ କି ଶଶୁର ଘରେ ଶତ୍ରୁ ବନାଇଦିଅନ୍ତି , ଏଥିପାଇଁ ଏହି ସବୁ ଦୁର୍ବଳତାକୁ ଦୁର କରିବାକୁ ଉପର କାମ କରନ୍ତୁ , ଏହା ଦ୍ୱାରା ଶଶୁରଘର ଯିବା ଦ୍ୱାରା ଏକ ଆଦର୍ଶ ବୋହୁ ହୋଇପାରେ ।
୬) ସିମ୍ କାର୍ଡ/ ଏକାଉଣ୍ଟ୍ : ଯଦି ଆପଣଙ୍କ କେହି ପ୍ରେମୀ ଅଛନ୍ତି , ଯିଏ ଆପଣଙ୍କ ପଛରେ ପଡୀଯାଇଛି , ଓ ଆପଣଙ୍କୁ ସନ୍ଦେହ ଅଛି କି ବିବାହ ପରେ ସେ ଆପଣଙ୍କ ପିଛା ଛାଡୁନାହିଁ , ତେବେ ଏହି କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବିପଦ ଆସିପାରେ , ତେବେ ଏମିତି ସ୍ଥିତିରେ ଆପଣ ନିଜ ନମ୍ବର ଚେଞ୍ଜ କରିନିଅନ୍ତୁ , ଏହା ସହ ସୋସିଆଲ୍ ମିଡିଆ ଏକାଉଣ୍ଟ ବଦଳାଇଦିଅନ୍ତୁ ।