September 8, 2024

Odia Express

Here, There and Everywhere

ବାସ୍ତୁଶାସ୍ତ୍ର – ଘରର ଏହି ଦିଗରେ ରଖିଦିଅନ୍ତୁ କ୍ରିଷ୍ଟାଲ୍ କଇଁଛ , ଅଚାନକ ବର୍ଷିବ ଏତେ ପଇସା କି , ଦେଖିଲେ ଆପଣ ନିଜେ ଚକିତ ହେଇଯିବେ..

ବାସ୍ତୁଶାସ୍ତ୍ରରେ ଏମିତି ଜିନିଷ ବିଷୟରେ କୁହାଯାଇଛି କି ଯେଉଁ ମଣିଷରେ ଲାଭଦାୟକ ହୋଇଥାଏ , ଏହା ଛଡା ଶାସ୍ତ୍ରରେ କିଛି ଏପରି ଜିନିଷ ବିଷୟରେ କୁହାଯାଈଛି ଯାହା ଘରେ ରଖିଲେ ଧନର ଆଗମନ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁ କି ଆମେ ଏଠାରେ କଇଁଛ ବିଷୟରେ କଥା ହେଉଛେ , ହଁ ଆଜ୍ଞା କଇଁଛକୁ ସବୁବେଳେ ଏକ ପ୍ରଭାବଶାଳୀ ଯନ୍ତ୍ର ଓ ଜୀବର ରୁପରେ ଦେଖାଯାଇଛି  ସେମିତି ବାସ୍ତୁରେ କଇଁଛ ଘର କିମ୍ବା ଅଫିସ୍ ରେ ରଖିଲେ ବହୁତ ପ୍ରକାରର ଫାଈଦା ହୋଇଥାଏ , ଏହା ଘର କିମ୍ବା ଅଫିସ୍ ରେ କେଉଁ ଭଳି ରଖିବାର ଅହି ତାହାର କିଛି ନିୟମ ଅଛି ।

ସେମିତି ଆପଣଙ୍କୁ କହିଦେବୁ କି ଆମେ ଏଠାରେ ଅସଲି କଇଁଛ ବିଷୟରେ ନୁହେଁ , ବରଂ କ୍ରିଷ୍ଟାଲ୍ କଇଁଛ ବିଷୟରେ କହୁଛୁ ଯାହାକି ଘରର ସାଜସଜ୍ଜାରେ ବ୍ୟବହୃତ ହୋଇଥାଏ , ଏହା ଘରେ କିମ୍ବା ଅଫିସ୍ ରେ ଉତ୍ତର ଦିଗରେ ରଖିବା ଉଚିତ୍ , କହିଦେବୁ କି କଇଁଛ କୁ ଏହି ଦିଗରେ ରଖିଲେ ନା କେବଳ ଲାଭପାପ୍ରି ହୋଇହ୍ତାଏ , ବରଂ ଘର ପରିବାର ଲୋକଙ୍କର ଜୀବନରେ ଖୁସିନେଇଆସେ ,, ଏହା ଛଡା ଯଦି ଆପଣ ଏକ କାରୋବାରୀ ଅଟନିତ୍ , ତେବେ ନିଜ ଅଫିସର ମୁଖ୍ୟଦ୍ୱାରରେ କଇଁଛର ଫଟୋ ଲଗାଇପାରିବେ , ହଁ ଆଜ୍ଞା କହିଦେବୁ କି ଏହାକୁ ଲଗାଇଲେ ଜୀବନର୍ ବହୁତ ଉନ୍ନତି ହୋଇଥାଏ , ତାହା ସହ ବିଗଡୀଥିବା କାମ ବି ହୋଇଯାଏ ।

ସେମିତି ଯଦ୍ ଇଆମେ ଘରର କଥା କହିବା ତେବେ ଯଦି ମୁଖ୍ୟ ଦ୍ୱାରରେ କଇଁଛର ଫଟୌ ଲଗାଇଲେ ଘରେ ଶାନ୍ତି ବଜାୟ ରୁହେ , ଯେପରି କାଚ,ମାଟି, କ୍ରିଷ୍ଟାଲ୍ ଆସି ତିଆରି କଇଁଛ ରଖିପାରିବେ  ଏମିତିରେ ମାଟି ତିଆରି କଇଁଚକୁ ଘରର ପୁର୍ବ ଦିଗରେ ରଖିବା ଉଚିତ୍  କାରଣ ଏହା ଦ୍ୱାରାବହୁତ ଜଲଦି ଲାଭ ବେଅ , ଦକ୍ଷିଣ ପୂର୍ବ ଦିଗରେ ଏହାକୁ ରଖିବାର ଅଛି

ଯଦି ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଚଳ ହୋଇନାଈଁ ତେବେ ଘରେ କିମ୍ବା ଅଫିସ୍ ରେ ଏହି କ୍ରିଷ୍ଟାଲ୍ କଇଁଛ ରଖିପାରିବେ  ଏହାର ମୁହ୍ଁ ଭିତର ପଟକୁ ହେବା ଦରକାର,  ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ଏହାକୁ କେଉଁ ସୁଖିଲା ଜାଗାରେ ରଖନ୍ତୁ ନାହିଁ , ହଁ ଆଜ୍ଞା ଏହାକୁ  ସବୁବେଳେ ପାଣି ବାଲା ଜାଗାରେ ହିଁ ରଖନ୍ତୁ ।

Leave a Reply

Your email address will not be published. Required fields are marked *