October 8, 2024

Odia Express

Here, There and Everywhere

ରୋହିତ୍ କହିଲେ ଭାରତୀୟ ଦଳର ମୁଁ ଉପଅଧିନାୟକ ଅଛି – ବିରାଟଙ୍କୁ ଟିମ୍ ବାଛିବାପାଇଁ ମୋତେ ମଧ୍ୟ ପଚାରିବା ଉଚିତ କିନ୍ତୁ ସେ…

1 min read

ଭାରତୀୟ ଟୀମ୍ ବିଶ୍ୱକପ୍ ୨୦୨୦ ର ପ୍ରସ୍ତୁତି କରୁଛନ୍ତି ଯାହାର କାରଣରୁ ଟିମ୍ ଖାଲି ସ୍ଥାନକୁ ଭରିବାର ପୁରା ପ୍ରୟାସ ଚାଲିଛି  ଯାହାପାଇଁ ଭାରତୀୟ ଟିମ୍ ନୁଆ ଖେଳାଳିଙ୍କୁ ମଉକା ଦେବାରେ ଆରମ୍ଭ କରିସାରିଛି , ଏବେ ଟିମ୍ ର ଉପଅଧିନାୟକ ରୋହିତ୍ ଶର୍ମା ବି ମାନିଛନ୍ତି କି ଏବେ ଟିମ୍ ରେ ବହୁତ ସ୍ଥାନ ଅଛି ଯାହାର ଜଲଦି ହିଁ ଭରିବାକୁ ହେବ ।ସଲାମି ବ୍ୟାଟ୍ସମ୍ୟାନ୍ ଓ ଟିମ୍ ଉପଅଧିନାୟକ ରୋହିତ୍ ଶର୍ମା ଖୋଲିକରି ନିଜ ଭାବନାକୁ କହିଥାନ୍ତି , ଏବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ର ପ୍ରସ୍ତୁତି ବିଷୟରେ କହୁଥିବା ହିନ୍ଦୁସ୍ଥାନ ଟାଇମ୍ସର ଛପା ହୋଇଥିବା ରିପୋର୍ଟର ମୁତାବିକ କହିଲେ କି ବିଶ୍ୱକପ୍ ଆରମ୍ଭ ହେବାରେ ଆଉ କିଛି ସମୟ ବାକି ଅଛି ଏହାପାଇଁ ଆମେ ପ୍ରସ୍ତୁତି ଜାରି ରଖିଛୁ , ବହୁତ ଯୁବା ଖେଳାଳୀଙ୍କୁ ମଉକା ମିଳିଲେ ପ୍ରସ୍ତୁତ ରହିବାକୁ ହେବ ,

ଏହାର ମତଲବ ଏହା କି ଟିମ୍ ରେ ଏବେ ବହୁତ ଜାଗା ବଞ୍ଚିଛି , ଯାହାକୁ ବିଶ୍ୱ କପ୍ ପୁର୍ବରୁ ଆମକୁ ଭରିବାକୁ ହେବ  ଏହା ଏପରି ଏକ କାମ ଅଟେ ଯାହା ଆମେ ସମସ୍ତେ ଏବେ କରୁଛେ , ସେମିତି ଆମର ପାଖରେ ୧୫-୨୦ ଖେଳାଳୀ ଅଛନ୍ତି ସେ ଏବେ ବାସ୍ତବରେ ଭଲ ଅଛନ୍ତି , ଓ ସେ ବାସ୍ତବରେ ଭଲ ପ୍ରଦର୍ଶନ କରୁଛନ୍ତି , ଓ ବହୁତ ଆତ୍ମବିଶ୍ୱାସ ତାଙ୍କ ମଧ୍ୟରେ ଅଛି । ମହେନ୍ଦ୍ର ସିଂ ଧୋନୀ ଏକ ଅନୁଭବି ଖେଳାଳୀ ଭୁମିକା କାରଣରୁ ବିରାଟ କୋହଲି ସାହାଯ୍ୟ କରି ଆସୁଛନ୍ତି , ଏବେ ରୋହିତ୍ ଶର୍ମା ଧୋନୀଙ୍କ ଅନୁପସ୍ଥିତିରେ ସେ ଭୁମିକା ନିଭାଇବାକୁ ହେବ , ଯାହାର ବିଷୟରେ ରୋହିତ୍ ଶର୍ମା କହିଲେ କି ଆମକୁ ଭାବିବାକୁ ହେବ କି କେଉଁ ଖେଳାଳୀଙ୍କର ଅଷ୍ଟ୍ରେଲିଆରେ ଦରକାର ପଡିବ , ଓ ସେହି ହିସାବରେ ସମସ୍ତଙ୍କୁ ମଉକା ଦେବେ , ଯାହା ଦ୍ୱାରା ଆମେ ଜିତ୍ ହାସିଲ୍ କରିପାରିବା ,

ବିଲକୁଲ୍ ସେପରି ସାହାଯ୍ୟ କରିବାରେ ପ୍ରସ୍ତୁତ ଅଛି , ମୁଁ ମ୍ୟାଚ୍ ବିଷୟରେ ଯାହା ଅନୁଭବ କରୁଛି , ତାହା କହିବାରେ ମୁଁ ବିଳମ୍ବ କରେ ନାହିଁ , ସେ ଖେଳାଳୀଙ୍କ କଥା ହେଉ କିମ୍ବା ଟିମ୍ ସଂଯୋଜନ ବିଷୟରେ ହେଉ , ମୋତେ ଟିମ୍ ର ଉପଅଧିନାୟକ କରାଯାଇଛି । ଟିମ୍ ସଂଯୋଜନ ଓ ଦରକାର ସମୟରେ ଟିମ୍ ସାହାଯ୍ୟ କରିବାରେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା କହିଲେ କି ମୋର ଏହା କାମ ଅଛି କି ଆମେ ଖେଳାଳୀଙ୍କୁ କଥା କହିବା ଓ ତାଙ୍କର ପ୍ରଦର୍ଶନରେ ନଜର ରଖିବା,  ଏହା ଛଡା ମୋର କାମ ଏହା ବି ଅଛି କି ଟିମ୍ କଣ ଦରକାର କରୁଛି , ଏହାଉପରେ ମୋର ରାୟ ରଖିବି , ଓ ତାହା ପରେ ଜିତ୍ ଦର୍ଜ କରିବାପଇଁ ଯାହା ଟିମ୍ ପାଇଁ ଜରୁରୀ ଅଛି ତାହା ପାଇଁ ସାହାଯ୍ୟ କରିବି ।

Leave a Reply

Your email address will not be published. Required fields are marked *