ଜାଣନ୍ତୁ କଣ ପାଇଁ ଟ୍ରେନ୍ ପାସେଞ୍ଜର ବଗିରେ ଝରକା ପାଖର ସିଟ୍ ରେ ଲଗାଯାଇଥାଏ ଏତେ ଅଧିକା ରଡ୍ , କାରଣ ଜାଣିଲେ ଚମକି ପଡିବେ ଆପଣ..

ସବୁଦିନ କୋଟିଏ ଉପରେ ଲୋକ ରେଳରେ ଯାତ୍ରା କରିଥାନ୍ତି , ନିଜ ଜାଗାରେ ପହଞ୍ଚିବାପାଇଁ ସେ ଭାରତୀୟ ରେଳ ଦ୍ୱାରା ବହୁତ ବର୍ଷରୁ ଆସୁଛନ୍ତି , ଭାରତୀୟ ରେଲୱେ ଭାରତର ସବୁ ରାଜ୍ୟ ସହ ଯୋଡୀ ହୋଇଛି , ଓ ରେଲୱେ ଦ୍ୱାରା ଲୋକ ସହଜରେ ଗାଁରୁ ସହରକୁ ପହଞ୍ଚିପାରୁଛନ୍ତି , ଅଧିକାଂଶ ଲୋକେ ରେଳରେ ସ୍ଲିପର୍ ଓ ଜେନେରାଲ୍ ଡବା ରେ ଯାତ୍ରା କରିଥିବେ କାରଣ ଏହି ଡବାରେ ଭଡା ଶସ୍ତା ହୋଇଥାଏ , ଓ ଆରାମରେ କମ୍ ପଇସାରେ ଆମେ ନିଜ ଜାଗା ପାଖରେ ପହଞ୍ଚିଯାଇଥାଉ ।ଯଦି ଆପଣ କେବେ ଟ୍ରେନ୍ ରେ ଯାତ୍ରା କରିଥିବେ ତେବେ ଏହି କଥା ବିଲକୁଲ୍ ଜାଣିଥିବେ କି ସ୍ଲିପର୍ ଓ ଜେନେରାଲ୍ ଡବାରେ ଝରକା ପାଖରେ ହୋଇଥିବା ବହୁତ ସାରା ରଡ୍ ଲାଗିଥାଏ , ଯେବେ କି କୋଚ୍ ର ଅନ୍ୟ ଝରକା ପାଖରେ କମ୍ ରଡ୍ ଲାଗିଥାଏ , ରେଲୱେ ଦ୍ୱାରା ଏମିତି କଣ ପାଇଁ କରାଯାଏ , ଏହା ବିଷୟରେ ବୋଧେ କାହାକୁ ଜଣା ନଥିବ , ଏମିତି କରିଲେ ଗୋଟେ କାରଣ ହୋଇଥାଏ କି ଆମେ ନିଜ ସୁରକ୍ଷା ପାଇଁ ଅଧିକା ଚିନ୍ତାକରୁ ।
ଯେଉଁ ବଗି ସ୍ଲିପର୍ କିମ୍ବା ଜେନେରାଲ୍ ଡବା ହୋଇଥାଏ ତାହାର ଝରକା ପାଖରେ ଅଧିକା ରଡ୍ ଏହି କାରଣରୁ ଲଗାଯାଏ କାରଣ ତାହା ଦ୍ୱାରା ଚୋରି ନ ହୋଇପାରୁ , କାରଣ ଝରକା କବାଟ ପାଖରେ ହୋଇଥାଏ , ଯିଏ ବି ଚୋରି କରିବ ସେ କେବେ ହାତ ବଢାଇ ଯାତ୍ରୀଙ୍କର ଜିନିଷ ନେଇ ପାରିବ ନାହିଁ । ଏହା ଛଡା ରାତିରେ ଯେବେ ଯାତ୍ରୀ ଶୋଇ ରହିଥାନ୍ତି , ତେବେ ଚୋର ଆରାମ ସେ ଚୋରି କରି ଜିନିଷ ପତ୍ର ନେଇପାରିବ ଓ ଦୌଡି ପଳାଇପାରିବ । ଏଥିପାଇଁ ଟ୍ରେନର ବଗିରେ ଅଧିକା ରଡ୍ ଝରକା ପାଖରେ ଲଗାଯାଏ , ଯାହା ଦ୍ୱାରା ଚୋର ସହଜରେ ହାତ ବଢାଇ ଚୋରି ନ କରିପାରୁ , ରେଲୱେ ରେ ଯାତ୍ରା କରୁଥିବା ଲୋକ ନିଜ ଜିନିଷକୁ ନେଇକରି ଚିନ୍ତା ନ କରନ୍ତୁ ।
ଭାରତୀୟ ରେଲୱେ ବଡ ରେଲୱେ ଅଟେ , ଯାହାର ବହୁତ କିଛି ରୋଚକ କଥା ଯୋଡି ହୋଇଛି ଯାହାକି କିଛି ଏହିପ୍ରକାରର ଅଟେ ।ରେଲୱେ ବିଭାଗ ଦ୍ୱାରା ୧୩ ହଜାର ଟ୍ରେନ୍ ର ସଂଞ୍ଚାଳନ ପାଇଁ କରାଯାଇଛି , ଓ ରେଲ ଦେଶର ସବୁ କୋଣରେ ଚାଲିଥାଏ ।
ଭାରତୀୟ ରେଲୱେ ରେ ପ୍ରତିଦିନ ୨,୫ କୋଟି ଲୋକ ଯାତ୍ରା କରିଥାନ୍ତି , ଓ ନିଜ ଜାଗାରେ ପହଞ୍ଚିଯାଆନ୍ତି , ଭାରତୀୟ ରେଲୱେ ରେ ୧,୪ ମିଲିୟନ୍ ରୁ ଅଧିକା ଲୋକ ଯାତ୍ରା କରିଥାନ୍ତି । ଦିଲ୍ଲୀରେ ସ୍ଥିତ ସଂଗ୍ରାହଳୟ ଏରିଆ ସବୁଠାରୁ ବଡ ସଂଗ୍ରାହଳାୟ ଅଟେ, ଦିଲ୍ଲୀ ଛଡା କୋଲକାତା , ପୁଣେ , ଓ ଅନ୍ୟ ସହରରେ ସଂଗ୍ରାହଳାୟ ହୋଇଛି ,
ନୁଆ ଦିଲ୍ଲୀ ରେଲୱେ ଷ୍ଟେସନ ଦୁନିଆଁର ସବୁଠାରୁ ବଡ ରୁଟ୍ ରିଲେ ଇଣ୍ଟରଲୋକିଙ୍ଗ୍ ସିଷ୍ଟମ୍ ଅଟେ ।ଗୋରଖପୁର୍ ଷ୍ଟେସନ ଦୁନିଆଁର ସବୁଠାରୁ ଲମ୍ବା ରେଲୱେ ପ୍ଲାର୍ଟଫର୍ମ ଅଟେ , ଯାହାକି ୪,୪୩୦ ଫୁଟ୍ ବର୍ଗ ଅଟେ । ଦେଶର ସବୁଠାରୁ ଲମ୍ବା ରେଲୱେ ସୁରଙ୍ଗ ଜାମ୍ମୁ କାଶ୍ମୀର ରାଜ୍ୟରେ ଅଛି , ଯାହାକି ପଞ୍ଜାଳରେ ଅଛି , ଏହି ସୁରଙ୍ଗ ୧୧,୨୫ କିମି ଲମ୍ବା ଅଟେ ।ଭାରତର ପ୍ରଥମ ଯାତ୍ରୀ ୧୬ ଅପ୍ରେଲ୍ କୁ ୧୮୫୩ ରେ ଠାଣେ ରେ ଚାଲିଥିଲା ।