ବାର୍ଷିକ ରାଶିଫଳ ୨୦୨୦ – ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ନୁଆ ବର୍ଷ , କଣ କହୁଛି ଆପଣଙ୍କ ରାଶି ଓ ନକ୍ଷତ୍ରଗୁଡିକ – ଏହି ୩ଟି ରାଶି ୨୦୨୦ ରେ ହେଇଯିବେ ମାଲାମାଲ…
ମେଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ୨୦୨୦ ମସିହା ବହୁତ ଭଲ ହେବାର ଅଛି । ଆପଣଙ୍କ ସହଯୋଗ ସ୍ୱଭାବର କାରଣରୁ ସାମାଜିକ ସ୍ତରରେ ଆପଣଙ୍କ ସମ୍ମାନ ବଢିବ , ଶତ୍ରୁଙ୍କର ମୁଣ୍ତ ଉଠାଇବେ , କିନ୍ତୁ ତାଙ୍କୁ ପରାସ୍ତ କରିବାରେ ଆପଣ ସକ୍ଷମ ହେବେ , ଏହି ବର୍ଷର ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ହୋଇପାରନ୍ତି , ପୋଷ୍ଟିକ ଆହାର ନିଅନ୍ତୁ ଓ ନିୟମିତ ବାୟାମ କରନ୍ତୁ , ବର୍ଷର ଅନ୍ତିମ ମାସରେ ଆପଣଙ୍କ ସାଥୀ ଆପଣଙ୍କୁ ଉପଯୁକ୍ତ ସାହାରା ନେଇପାରିବା , ଅଧିକା ରାଗିବା କାରଣରୁ ବ୍ୟବସାୟ ସ୍ଥଳରେ ଝଗଡା ହୋଇପାରେ , ଏଥିପାଇଁ ନିଜ ଦିମାଗ ଥଣ୍ତା ରଖିବାକୁ ଚେଷ୍ଟା କରନ୍ତୁ , ବର୍ଷର ଅନ୍ତରେ ଆପଣଙ୍କ ପ୍ରାୟ ସମସ୍ୟାଗୁଡିକ ଠିକ୍ ହୋଇଯିବ ।
ବୃଷ ରାଶି : ଏହି ବର୍ଷ ଆପଣଙ୍କୁ ଟିକିଏ ପରିଶ୍ରମ କରିବାର ଆବଶ୍ୟକତା ହେବ , ବେପାରିଙ୍କ ସହ ଲାଭ ବର୍ଷ ପ୍ରମାଣିତ ହେବ , ପଦୋନ୍ନତି ହେବାର ଆଶା ଅଛି । ଆପଣଙ୍କ ପ୍ରେମ ସଂବନ୍ଧରେ ମଧୁରତା ଆସିବ । ପଇସା ଏକାଠି କରିବାର ପ୍ରୟାସ କରନ୍ତୁ । ପରେ କାମ ହୋଇଯିବ । ଜମି ବାଡି ମାମଲାରେ ସୁଖ ଆପଣଙ୍କୁ ମିଳିପାରିବ ଏହି ରାଶିର ଛାତ୍ର ପାଠ ପଢା ସହ ଅନ୍ତ ପ୍ରତିସ୍ପର୍ଦ୍ଧା ରେ ଭାଗ ନେଇକରି ଭଲ ପ୍ରଦର୍ଶନ କରିପାରିବେ । ବୈବାହିକ ଜୀବନରେ ଭଲ ରହିବ , ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ରହିବ । ତୀର୍ଥ ଯାତ୍ରା କରିପାରିବେ । ଗୁରୁ ସାନ୍ନିଦ୍ଧ୍ୟ ମିଳିପାରିବ । ଭାବନାଗୁଡିକ କିମ୍ବା ପ୍ରେସରରେ ଆସିକରି ନିର୍ଣ୍ଣୟ ନେବେ ।
ମିଥୁନ ରାଶି : ଏହି ବର୍ଷ ଆପଣଙ୍କ ପାଇଁ ଲାଭଦାୟକ ହେବ ବର୍ଷର ଦ୍ୱିତୀୟ ତିମାହୀରେ ଅଚାନକ ହେବାକୁ ଥିବା ଖର୍ଚ୍ଚ ବାହାରକରି ସାମ୍ନାକୁ ଆସିବ , ନିଜ ପରିଶ୍ରମରେ ହିଁ ଭରସା କରନ୍ତୁ , ଭାଗ୍ୟର ଉପରେ ନିର୍ଭର ନୁହନ୍ତୁ , ଆର୍ଥିକ ସ୍ଥିତି ସୁଧାର ପାଇଁ ସବୁ ବର୍ଷ ପ୍ରଥମ ବୁଧବାର ଗଣେଷଜୀଙ୍କ ପୁଜା କରନ୍ତୁ , ବିତ୍ତିୟ ମାମଲାରେ କେଉଁ ଉପରେ ଆଖିରେ ବୁଜିକରି ବିଶ୍ୱାସ ନ କରନ୍ତୁ । ଏମିତି କରିଲେ ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ , ଫେବୃୟାରୀ ରୁ ଅପ୍ରେଲ୍ ମାସରେ ସନ୍ତାନ ଓ ପରିବାର ନେଇକରି ଚିନ୍ତାର ସ୍ଥିତି ହୋଇପାରେ , ସବୁ ମଙ୍ଗଳବାର ହନୁମାନ ମନ୍ଦିରରେ କିଛି ଦାନ କରିବା ଆପଣଙ୍କ ପାଇଁ ଭଲ ହେବ ।
କର୍କଟ ରାଶି : ୨୦୨୦ କର୍କଟ ରାଶି ଜାତକ ପାଇଁ ମିଶ୍ରିତ ଫଳ ଆଣିକରି ଆସିବାର ଅଛି । ବର୍ଷର ତୃତିୟାଂଶ ଚାକିରିରେ ପ୍ରମୋସନ ଯୋଗ ରହୁଛି । ଯାହାକୁ ଆର୍ଥିକ ଲାଭ ବୃଦ୍ଧି ହୋଇପାରିବ , ପରିବାର ଶହ ଯୋଡିହୋଇଥିବା ଅନୁଭବ ହେବ ବିରୋଧୀଙ୍କ ଜିତ୍ ମିଲିବ । ବର୍ଷର ଅଧିକାଂଶ ଭାଗ କର୍କଟ ରାଶିର ଲୋକଙ୍କର ଅନୁକୁଳ ସମୟ ଅଛି , ସେୟାର ବଜାର ଏକା ସହ ଅଧିକା ପଇସା ଲଗାଇବାରୁ ବଞ୍ଚନ୍ତୁ ॥ ପାରିବାରିକ କଳହ ଟିକିଏ ଚିନ୍ତା ରହିପାରେ, ଜୀବନର ଆନନ୍ଦ ଉଠାନ୍ତୁ କିନ୍ତୁ ନକରାତ୍ମକ ଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ , ଯେଉଁ ଲୋକ ପାର୍ଟନର ଖୋଜିବେ । ତାଙ୍କର ଇଚ୍ଛା ପୁରା ହୋଇପାରେ ।
ସିଂହ ରାଶି : ବର୍ଷର ପ୍ରଥମ ପଢାବରେ ଆପଣଙ୍କୁ ନୁଆ ଦାୟିତ୍ୱ ବି ମିଳିପାରିବ । ଓ ବେତନରେ ବୃଦ୍ଧି ହେବାର ଆସାର ଅଛି । ବର୍ଷର ତୃତିୟାଂଶ ଆପଣଙ୍କ ସାମ୍ନାରେ ଆୟର ବହୁତ ସ୍ରୋତ ଆପଣଙ୍କ ସାମ୍ନାରେ ଆସିପାରେ , ଯାହାକୁ ଆପଣଙ୍କୁ ନିଜ ବୁଦ୍ଧିମତାର ବଳରେ ନିଜ ପକ୍ଷ କରିପାରିବେ , ଚାକିରି ପେଶା ଲୋକଙ୍କର ପାଇଁ ନୁଆ ବର୍ଷର ଭଲ ରହିବ , କିନ୍ତୁ ନିଜ ବ୍ୟବସାୟ କରିବା ଲୋକ ଟିକିଏ ଆର୍ଥିକ ଅସୁବିଧା ହୋଇପାରେ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ ବଢିପାରେ , ଯେଉଁ ଲୋକ କାହା ସହ ସଂମ୍ପର୍କ ନିଭାଉଛନ୍ତି । ତାଙ୍କୁ ଆନନ୍ଦର ଅନୁଭୁତି ମିଳିବ ।
କନ୍ୟା ରାଶି : ଏହି ବର୍ଷ କନ୍ୟା ରାଶି ଲୋକଙ୍କୁ ବହୁତ ସାରା ଖୁସି ନେଇକରି ଆସୁଛି , ବର୍ଷର ଅନ୍ତ ପର୍ଯ୍ୟନ୍ତ ଆପଣଙ୍କୁ କିଛି ପ୍ରପଟି ବି କିଣିବାର ମନ ହୋଇପାରେ । ଧନର ନିବେଶ ବୁଦ୍ଧିମତା କରନ୍ତୁ ଆପଣଙ୍କୁ ଏହି ବର୍ଷ କେଉଁ ଉପହାରରୁ କମ୍ ହେବ ନାହିଁ , ଜୀବନସାଥୀ ଓ ପାଖ ଲୋକଙ୍କ ସହ ଭଲ ସଂମ୍ପର୍କ ରହିବ , ଯେଉଁ ଲୋକଙ୍କର ଜମି ବାଡିକାମରେ କିଛି କାମ ଅଧୁରା ରହିଛି ତାଙ୍କୁ ଲାଭପ୍ରାପ୍ତି ହେବ କାରୋବାରରେ ଭଲ ଆମଦାନୀ ମିଳିବ , ଗାଡି ଭଲରେ ଚଲାନ୍ତୁ , ଇଣ୍ଟରଭ୍ୟୁ ଆଦି ସଫଲତା ମିଳିବ କିଛି ନୁଆ ବେପାରିକ ଭାଗିଦାରୀ ମିଳିବ , କାରୋବାରରେ ବିସ୍ତାର ହେବ ।
ତୁଳା ରାଶି : ତୁଳା ରାଶିର ଲୋକେ ଏହି ବର୍ଷ ଖୁସି ଭରା ରହିବ । ଆପଣଙ୍କ ଶତ୍ରୁ ମାନେ ନିଜ ଭୁଲ୍ ର କାରଣରୁ ଆପେ ଆପେ ପରାଜୟ ବରଣ କରିବେ , ଆପଣଙ୍କ ଭାଗ୍ୟ ଆପଣଙ୍କ ଭରପୁର୍ ସାଥ୍ ଦେବ , ଜୁଲାଇରୁ ଆୟର ସ୍ଥିତିରେ ସୁଧାର ଆସିବ , ଚାକିରି ସଂବନ୍ଧିତ ଆପଣଙ୍କ ସବୁ ଇଚ୍ଛା ପୁରା ହେବ , ଚାକିରି କରୁଥିବା ଲୋକଙ୍କୁ ଏହା ବର୍ଷ ଅନୁକୁଳ ରହିବ । କାରୋବାର କରୁଥିବା ଲୋକଙ୍କୁ ଏହି ବର୍ଷ ଅପେକ୍ଷାକୃତ ଅଧିକା ଲାଭ ହେବ । ଏହି ବର୍ଷ କିଛି ନୁଆ କରିବାର ଇଚ୍ଛା ତ ହେବ , କିନ୍ତୁ କିଛି ଖାସ୍ କରିପାରିବେ ନାହିଁ ।
ବିଛା ରାଶି : ବିଛା ରାଶିର ଲୋକଙ୍କ ପାଇଁ ଗତ ବର୍ଷ ମୁକାବଲାରେ ଏହି ବର୍ଷ ବହୁତ ଭଲ କଟିବାର ଅଛି , ପ୍ରେମ ସଂବନ୍ଧରେ ଧୈର୍ଯ୍ୟର ସହ କାମ କରନ୍ତୁ , ଆପଣଙ୍କ ସଂମ୍ପର୍କ ମଧ୍ୟରେ କେଉଁ ପ୍ରକାରର ସନ୍ଦେହଭାବନା ସୃଷ୍ଟି କରନ୍ତୁ ନାହୀଁ , ଅଗଷ୍ଟ ପର୍ଯ୍ୟନ୍ତ ପ୍ରେମ ସଂବନ୍ଧରେ ପ୍ରତି ସାବଧାନ ରହିବାର ଆବଶ୍ୟକତା ଅଛି , କ୍ୟାରିୟର ପ୍ରମୋଶନ ନଜରିଆରେ ପୈତୃକ କାମ କରୁଥିବା ଜାତକ ପାଇଁ ନୁଆ ବର୍ଷର ପ୍ରଥମ ତିନିମାସ ସମୟ ଶୁଭ ରହିବ କାର୍ଯ୍ୟକ୍ଷେତ୍ରରେ ଏମିତି ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ଗତିବିଧି ଉପରେ ପରିଣାମ ଭଲ ଦେଖାଦେବ ବିବାହିତ୍ ଲୋକଙ୍କର ନିଜ ପରିବାର ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ ବର୍ଷର ଶେଷ ଭାଗରେ ନୁଆ ଭଲ ଚାକିରି ମିଲିବାର ପ୍ରବଳ ସମ୍ଭାବନା ଅଛି ।
ଧନୁ ରାଶି : ଏହି ବର୍ଷ ଆମଦାନୀରେ କମି ହେବ ନାହିଁ । ପ୍ରେମ ସଂମ୍ପର୍କରେ ଧନୁ ରାଶିର ଲୋକଙ୍କ ପାଇଁ ଏହି ବର୍ଷ ମିଶାମିଶି ଫଳ ହେବ , ବର୍ଷର ଶେଷ ତିନିମାସରେ ପୁରା ଭାବେ ଆପଣଙ୍କ ପକ୍ଷରେ ରହିବ , ଏଥିପାଇଁ ଆପଣଙ୍କୁ ଏହାର୍ ଭରପୁର ଲାଭ ଉଠାନ୍ତୁ ଆର୍ଥିକ ମୋର୍ଚ୍ଚାରେ ଏହି ବର୍ଷ ବହୁତ କମ୍ ଚ୍ୟାଲେଞ୍ଜ ଆସିବ କେଉଁ ବି କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଅଛି ତ ଅଗଷ୍ଟ ମାସ ପରେ ଫଇସଲା ନିଅନ୍ତୁ । କାରଣ ବୁଧ ଗ୍ରହ ଆପଣଙ୍କ ସବୁ ଫଇସଲାରେସାଥ୍ ଦେବ , କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢିବ , ସବୁ ମିଶାଇକରି ଏହି ବର୍ଷ ଆପଣଙ୍କ ଉନ୍ନତି ସାହାଯ୍ୟକାରି ହେବ ।
ମକର ରାଶି : ଏହି ବର୍ଷ ସଠିକ୍ ଦିଗରେ କରାଯାଇଥିବା ଟିକିଏ ପରିଶ୍ରମ ଆପଣଙ୍କୁ ବଡ ସଫଲତା ଦେଇପାରିବ , ନିଜ ଆଖପାଖ ଲୋକଙ୍କୁ ଅତ୍ୟାଧିକ ବିଶ୍ୱାସ କରନ୍ତୁ ନାହିଁ । ଅନ୍ୟଥା ଧୋକା ଖାଇପାରିବେ , ଜୀବନରେ ଆଲୋକ ମଇ ପରେ ଆସିବ , କିନ୍ତୁ ଆପଣଙ୍କ ପୁରା ବର୍ଷ ସତର୍କ ରହିବାକୁ ହେବ , ବର୍ଷର ଆରମ୍ଭର ଦିନରେ ସ୍ୱାସ୍ଥ୍ୟକୁ ଭଲ ଭାବରେ ଧ୍ୟାନ ରଖନ୍ତୁ , ମାର୍ଚ୍ଚ ପରେ କିଛି ସମୟ୍ ପାଇଁ ମାନସିକ ଚିନ୍ତା ଦେଖିବାକୁ ମିଳୁଛି , ଏହି ବର୍ଷ ଆପଣଙ୍କ ପାରିବାରିକ ଜୀବନରେ ବହୁତ ଉତ୍ ଥାନ ପତନ ହେବାର୍ ସମ୍ଭାବନା ଅଛି , ମାତାପିତାଙ୍କର ସଂମ୍ପର୍କ ଭଲ ରହିବ , କିନ୍ତୁ ଭାଇ ସହ କିଛି ବିବାଦ ହେବାର ସମ୍ଭବନା ଅଛି ।
କୁମ୍ଭ ରାଶି : ଏହି ବର୍ଷ କୁମ୍ଭ ରାଶିର ଲୋକଙ୍କର ଉନ୍ନତି ହେବ , କିନ୍ତୁ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ସମୟ ଚାକିରି କରୁଥିବା ଲୋକଙ୍କ ପାଇଁ କଷ୍ଟକାରି ହୋଇପାରେ , ଗୃହସ୍ଥ ଜୀବନକୁ ନେଇକରି କିଛି ଚିନ୍ତା ରହିପାରେ , କିନ୍ତୁ ପେଶାବର ଜୀବନରେ ସଫଲତା ମିଳିବ , ନିଜ ଜୀବନରେ ଆପଣଙ୍କ ସୁଖ ଶାନ୍ତି ମିଳିବ ନାହିଁ , ଯେତେ ଆଶା କରିଥିବେ, ଏକ ଛୋଟ ଭୁଲ୍ ପାଇଁ ଆପଣଙ୍କର ବଡ୍ କ୍ଷତି ହୋଇପାରେ , ଏଥିପାଈଁ ସବୁ କାମ ଭାବିଚିନ୍ତି କରିବା ଭଲ ହେବ , ଆଧ୍ୟାତ୍ମିକ ଉନ୍ନତିରେ ଦ୍ୱାର ଖୋଲିଯିବ , ସଂମ୍ପର୍କକୁ ଭଲ ବନାଇବାପାଇଁ ଆପଣଙ୍କ ଧୈର୍ଯ୍ୟଶୀଳତା ସାହାଯ୍ୟ କାରି ହେବ ।
ମୀନ ରାଶି : ଏହି ବର୍ଷ ଆପଣଙ୍କୁ ବେପାରରେ ଆର୍ଥିକ ଲାଭ ହେବ , ଗୃହସ୍ଥଜୀବନରେ ସନ୍ତୁଳନ ରଖି ଚାଲିବେ ଯଦି ଭଲ ହେବ , ସବୁବେଳେ ଆବେଶରେ ରହିବାର ଅଭ୍ୟାସ ଆପଣଙ୍କୁ କ୍ଷତି ପହଞ୍ଚାଇପାରିବ , ଲାଭର ଅବସର ବଢିବ , ବେପାରରେ ନୁଆ ମାର୍ଗ ମିଳିବ , ଯାହା ଆଗକୁ ଯାଇକରି ସଫଲତା ଦେବ , ପ୍ରେମ ପ୍ରସଙ୍ଗରେ ସୁଧାର ଆସିବ , ବିବାହର ରାସ୍ତାରେ ପ୍ରତିବନ୍ଧକ ଆସିପାରେ, ଚିନ୍ତାରେ ଘେରା ମୀନରାଶିର ଜାତକରେ ଏହି ବର୍ଷ କିଛି ଆଶ୍ୱସ୍ତି ଦେବାର ଅଛି , ଚିନ୍ତ ନେବାରୁ ବଞ୍ଚନ୍ତୁ , ଓ ଖୁସି ରହିବାର ଚେଷ୍ଟା କରନ୍ତୁ , ପୈତୃକ ସଂମ୍ପତ୍ତି ମିଳିବାର୍ ସଂଯୋଗ୍ ରହୁଛି ।