October 12, 2024

Odia Express

Here, There and Everywhere

ପାଦର ଆଙ୍ଗୁଠିରୁ ଜାଣନ୍ତୁ ଆପଣଙ୍କ ବୈବାହିକ ଜୀବନରେ ଭବିଷ୍ୟତ କଣ କହୁଛି – ସମସ୍ତେ ଜାଣିରଖିବା ଉଚିତ..

କେଉଁ ବ୍ୟକ୍ତିର ସ୍ୱଭାବ ଜାଣିବା ବହୁତ ମୁସକିଲ୍ ହୋଇଥାଏ , ମନୁଷ୍ୟର ଶରୀର ଅଦଭୁତ ହୋଇଥାଏ,  ତାହାର ସ୍ୱଭାବ ସହ କୌଣସି କଥା ଅଛପା ରୁହେ ନାହିଁ  ଆପଣ କଣ ଭାବନ୍ତି , ଆପଣଙ୍କ ଚରିତ୍ର ବ୍ୟକ୍ତିତ୍ୱ କିପରି ଅଛି , ଏହି ସବୁ କଥା ଆପଣଙ୍କ ଶରୀରର ବଡ ସହଜରେ ଅନ୍ୟମାନଙ୍କୁ କହିଥାଏ , ସାମୁଦ୍ରିକ ଶାସ୍ତ୍ରର ସହ ବୈଜ୍ଞାନିକ ବିଶ୍ଳେଷଣ ହେବାକୁ ଲାଗିଛି , ଯାହାର ଆଧାରରେ ଶାରରୀକ ଅଙ୍ଗ ଯେପରି ହାତ, ପାଦ, ଆଦି ଆକଳନ କରି ମଣିଷ ସ୍ୱଭାବ ପର୍ଯ୍ୟନ୍ତ ଜାଣିବାର ଦମ୍ଭ ରଖିଥାଏ । ସବୁ ବ୍ୟକ୍ତିର ନିଜର ପସନ୍ଦ ଓ ଅଭ୍ୟାସ ହୋଇଥାଏ , କେଉଁ ଅଲଗା ବ୍ୟକ୍ତି ପ୍ରଥମଥରରେ ଜାଣିପାରିବ ନାହୀଁ , କିନ୍ତୁ ବ୍ୟକ୍ତିର ପାଦର ସେପ୍ ଓ ଗଢଣରୁ ତାର ସ୍ୱଭାବ ବିଷୟରେ ଜଣା ପଡୀପାରେ ,

କେବଳ ସ୍ୱଭାବରୁ ନୁହେଁ ବରଂ ବ୍ୟକ୍ତିର ପାଦକୁ ଦେଖିକରି ଏହା ପତ୍ତା ଲଗାଇପାରିବା କି ବିବାହ ପରେ ଦୁହେଁ ଦମ୍ପତି କେତେ ଦିନ ଯାଏଁ ସଂମ୍ପର୍କକୁ ରଖିପାରିବେ , ଓ ତାଙ୍କର ବୈବାହିକ ଜୀବନ କିପରି ରହିବ , ଆସନ୍ତୁ ଜାଣିବା ପାଦର ଗଢଣରୁ ବିବାହିତ ଦମ୍ପତିଙ୍କ ସଂମ୍ପର୍କ ବିଷୟରେ । ବୈବାହିକ ଜୀବନ ଆମ ପାଇଁ ମୁଖ୍ୟ କ୍ଷଣ ହୋଇଥାଏ , ଓ ଆମର ବୈବାହିକ ଜୀବନରେ ଭଲରେ ରହିବା ଆମର ନିଜର ହୋଇଥାଏ,  ଆମେ କିପରି ଆମର ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ସମ୍ଭାଳୁଛେ , ତାର ଦ୍ୱାରା ଆମର ଜୀବନ ମଜବୁତ୍ ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ପାଦର ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବୀଷୟରେ କହିବୁ , ଯାହା ବିବାହିତ ଜୀବନରେ କନ କଣ ହୋଇପାରିବ ।

ଯଦି କେଉଁ ପାଦର ଆଙ୍ଗୁଠି ହ୍ରାସ ହେଉଥିବା କ୍ରମରେ ଆଙ୍ଗୁଠି ଅଛି ତେବେ ଅନ୍ୟ ଲୋକ ଅଧିକାଂଶ ଚାହ୍ଁନ୍ତି କି ସବୁ କଥା ମାନାଯାଉ  ସେମାନେ ଭୁଲ୍ ହୁଅନ୍ତୁ ନା କାହିଁକି , ଜୀବନସାଥୀ ରୁପରେ ଯଦି ସ୍ୱାମୀ ଓ ସ୍ତ୍ରୀ ଦୁହେଁଙ୍କ ପାଦ ଶେପ୍ ଏକା ପରି ନଥାଏ , ତେବେ ଏହାର ଜଲଦି ହିଁ ଛାଡପତ୍ର ହୋଇଯାଏ , ଓ ଏମାନେ ଅନ୍ୟ ସଂବନ୍ଧରେ ପ୍ରବୃତ ହୋଇଥାନ୍ତି ।

ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ପାଖାପାଖି ଆଙ୍ଗୁଠି ସମାନ ଥିବ , ଓ ବାକି ଆଙ୍ଗୁଠି ଗୁଡିକ ଛୋଟ ଥିବ , ସେମାନେ ପରିଶ୍ରମି , ନମ୍ର ଓ ଦାୟିତ୍ୱବାନ ହୋଇପାରିବେ , ଏମାନେ ବିନା କାରଣରେ ବିବାଦରେ କାହାର ଅସୁବିଧା କରନ୍ତି ନାହିଁ , ଜୀବନସାଥୀ ରୁପରେ ଏମିତି ବ୍ୟକ୍ତି ମିଳିବା ଏକ ସୌଭାଗ୍ୟର କଥା ହୋଇଥାଏ  ।

ଯେଉଁ ଲୋକଙ୍କର ପାଦର୍ ଆଙ୍ଗୁଠି ପାଖରେ ଆଙ୍ଗୁଠି ବଡ ହୋଇଥାଏ,  ସେମାନେ କାମକୁ ଏକ ଅଲଗା ଭାବେ କରିବାକୁ ପସନ୍ଦକରନ୍ତି  କାର୍ଯ୍ୟ ସଂବନ୍ଧରେ ଏମାନଙ୍କ ପ୍ଲାନିଙ୍ଗ୍ ଅଲଗା ହୋଇଥାଏ,,  ସେମାନେ ନିଜ ଯୋଜନାକୁ ବିଶେଷ ସ୍ଥାନରେ ମିଲିଥାଏ , ତଥା ଘର ପରିବାର ଏହି ଲୋକଙ୍କର ବିଶେଷ ସୁଖ ସୁବିଧା ପ୍ରାପ୍ତି ହୋଇଥାଏ , ଏମାନଙ୍କ ଶାରରୀକ ରୁପରେ ଟିକିଏ ଅକ୍ଷମ ହୋଇପାରିବେ , କିନ୍ତୁ ମାନସିକ ରୁପରେ ବଡ ସକ୍ଷମ ହୋଇଥାନ୍ତି , ଯଦି କାହାର ପାଦର କେବଳ ଗୋଟିଏ  ଆଙ୍ଗୁଠି ବଡ ଅଛି , ଓ ବାକି ଆଙ୍ଗୁଠି ସମାନ ଅଛି ତେବେ ସେମାନେ ଶାନ୍ତି ଓ ଆରାମ କରିବା ବାଲା ହୋଇଥାନ୍ତି , ତାହାସହ ବହୁତ ବୁଝାମଣା ଓ ବିରୋଧୀଙ୍କ ଠାରୁ କାମ ହାସିଲ୍ କରିଲା ବାଲା ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *