October 18, 2024

Odia Express

Here, There and Everywhere

ଏହି ଗୋଟେ ହିଁ କାରଣ ପାଇଁ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିନଥିଲେ , ଆପଣ ବି ଜାଣିବାକୁ ଚାହୁଁଥିବେ କଣ ଥିଲା ସେହି କାରଣ – ଏବେ ଜାଣିରଖନ୍ତୁ..

ଯେବେ କଥା ପବିତ୍ର ପ୍ରେମ ସଂମ୍ପର୍କ ଉପରେ ଆସେ ତେବେ ପ୍ରଥମ ନାଁ ଆସେ କୃଷ୍ଣ ଓ ରାଧାଙ୍କର,  ସବୁ ପ୍ରେମୀ ଯୋଡି ଶ୍ରୀକୃଷ୍ଣ ଓ ରାଧାଙ୍କର ଆରାଧନା ନିଶ୍ଚିତ ଭାବେ କରେ , ଦୁନିଆଁରେ ପ୍ରେମର ପାଠ ଏମାନେ ହିଁ ସିଖାଇଛନ୍ତି , କିନ୍ତୁ ସବୁଠାରୁ ଅଧିକା ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଏହା କି କୃଷ୍ଣ ରାଧାଙ୍କୁ ଏତେ ଅତୁଟ ଭଲ ପାଇବା ସତ୍ତ୍ୱେ ବି ବିବାହ କରିନଥିଲେ , ଏହାପଛରେ ଏକ କାରଣ ଥିଲା,  ଯାହା କାହାକୁ ବି ଜଣାନଥିବ , ଆଜି ଆମେ କହିବାକୁ ଯାଉଛୁ ସେହି କାରଣ ସଂମ୍ପର୍କିତ ଖବର ଉପରେ ,

ରାଧା ଓ କୃଷ୍ଣ ଛୁଆବେଳରୁ ଦୁହେଁ ଦୁହିଁଙ୍କର ସାଥିରେ ଥିଲେ , ସାଥିରେ ଖେଳିବା , ବୁଲିବା ଓ ମଜା କରିବା ଦୁହେଁ ଏକା ସାଙ୍ଗେ କରୁଥିଲେ , ଦୁହେଁ ଜଣେ ଅନ୍ୟ ଜଣଙ୍କୁ ଛାଡି ରହିପାରୁନଥିଲେ , ଦୁହେଁ ଯେବେ ବଡ ହେଲେ ତେବେ ରାଧାଙ୍କୁ କୃଷ୍ଣଙ୍କ ପ୍ରତି ପ୍ରେମ ଜାତ ହେଲା , ଶ୍ରୀକୃଷ୍ଣ ରାଧାଙ୍କୁ ଛାଡି ରହିପାରୁନଥିଲେ,  ଏହି ଦୁହେଁଙ୍କର ସହ ସେତେବେଳେ ଖରାପ ହେଲା ଯେବେ ରାଧାଙ୍କ ବାପା ତାଙ୍କୁ କେଉଁ ଅନ୍ୟ ରାଜ୍ୟ ନେଇଗଲେ,  ଓ ଶ୍ରୀକୃଷ୍ଣ ରାଧାଙ୍କୁ ଦେଖା କରିବା ବନ୍ଦ ହୋଇଗଲା , ଏହାପରେ ଶ୍ରୀକୃଷ୍ଣ ଜୀବନରେ ରୁକ୍କମଣୀ ଆସିଲେ ,

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଦୁନିଆଁରେ ରୁକମଣୀ ଶ୍ରୀକୃଷ୍ଣଙ୍କର ଅର୍ଦ୍ଧାଙ୍ଗିନୀ ମାନିଥାଏ , ପ୍ରକୃତରେ ସେ ରାଧା ହିଁ ଥିଲେ , ଓ ଦୁହେଁ କେବେ ବିବାହ କରିନାହାନ୍ତି , ରୁକମଣୀଙ୍କ ବାପା ତାଙ୍କୁ ବିବାହ କେଉଁଠି କରିବାକୁ ଚାହୁଁଥିଲେ , ଯେବେ ଏହି କଥା ଶ୍ରୀକୃଷ୍ଣଙ୍କୁ ଜଣା ପଡିଲା ତେବେ ସେ ରୁକମଣୀଙ୍କୁ ମହଲରୁ ଫେରାର୍ କରିନେଇଗଲେ , ଓ ତେବେ ଠୁ ଆଜି ପର୍ଯ୍ୟନ୍ତ ଦୁହେଁ ଏକା ସାଙ୍ଗରେ ଅଛନ୍ତି , କିନ୍ତୁ କେବେ ବିବାହ କରିଲେ ନାହିଁ , ରୁକମଣୀ ଙ୍କୁ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି ମାନାଯାଏ , ଓ ସେ ସବୁବେଳେ ଭଗବାନ ବିଷ୍ଣୁଙ୍କ ସହ ବିରାଜମାନ ରୁହନ୍ତି , ଓ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ଅବତାର ବୋଲି ସମସ୍ତେ ଜାଣୀଛନ୍ତି ।

Leave a Reply

Your email address will not be published. Required fields are marked *