କ୍ରିକେଟ୍ ଟିମ୍ ର ଏପରି ଜଣେ ଖେଳାଳୀ , ଯିଏକି ୪ ରନ୍ ରେ ଆଉଟ୍ ହେଲେ ବୋଲି ୩ କିଲୋମିଟର ପାଦରେ ଚାଲିଥିଲା ଅନୁତାପ କରିବା ପାଇଁ – ଦେଖନ୍ତୁ କିଏ ସେ ମହାନ ଖେଳାଳି…
ଆଜି ଆମେ କହିବାକୁ ଯାଉଛୁ , ଏମିତି ଏକ କ୍ରିକେଟିୟର ବିଷୟରେ ଯାହାଙ୍କ ନାଁ ଶୁଣିଲେ ଆମର ମନରେ ଗୋଟେ କଥା ଆସିଥାଏ , ଷ୍ଟିଭ୍ ସ୍ମିଥ୍ ପରି ଆଉ କେହି ନାହାନ୍ତି , ଷ୍ଟିଭ୍ ସ୍ମିଥ୍ ବ୍ୟାଟିଙ୍ଗ୍ ଅଲଗା ପ୍ରକାରର ଅଟେ , କାରଣ ସେ ବହୁତ ହିଁ ଭଲ ଖେଳନ୍ତି , କ୍ରିକେଟ୍ ବିଶେଷଜ୍ଞଙ୍କର ବହୁତ ସାରା ଅଭିଯୋଗ ମାନ ଅଛି , କିନ୍ତୁ ଷ୍ଟିଭ୍ ଖେଳିବାର ଷ୍ଟାଇଲ୍ ଅଲଗା ଅଟେ , ସେ ଖେଳରେ ଲଗାତାର୍ ରନ୍ କରନ୍ତି , ବ୍ୟାନ୍ ରୁ ଫେରିବାପରେ ସେ ଏକ ସିରିଜ୍ ରେ ୭୭୪ ରନ୍ କରିଦେଲେ , ତାପରେ ପାକିସ୍ଥାନ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ଷ୍ଟିଭ୍ ସ୍ମିଥ୍ ବ୍ୟାଟ୍ ରୁ ରନ୍ ବାହାରିଲା , କିନ୍ତୁ ପାକିସ୍ଥାନ ରେ ହୋଇଥିବା ଗୋଆ ଟେଷ୍ଟରେ ଷ୍ଟିଭ୍ ଫେଲ୍ ହୋଇଗଲେ ।
ମ୍ୟାଚରେ ୪ ରନ୍ କରି ୟାସିର୍ ଶାହଙ୍କ ଶିକାର ହେଲେ , ଷ୍ଟିଭ୍ ୱିକେଟ୍ ପାଇବାପରେ ୟାସିର୍ ସାହ ଇସାରା କଲେ , କାରଣ ଟେଷ୍ଟ କ୍ରିକେଟ୍ ରେ ୬ ଟି ମ୍ୟାଚରୁ ପ୍ରାୟ ସାତଥର ସ୍ମିଥ୍ କୁ ୟାସିର୍ ଆଉଟ୍ କରିଥିଲେ , ତାଙ୍କ ପାଇଁ ଏହା ଖୁସିଖବର ଥିଲା ,ପ୍ରଥମ ମ୍ୟାଚ୍ ପରେ ମିଳିଥିବା ଅସଫଳତା ପରେ ଷ୍ଟିଭ୍ ନିଜେ ଏତେ ଅଧିକା ନିରାଶ ହୋଇଗଲେ କି ସେ ୩ କିମି ପାଦରେ ଚାଲିଥିଲେ, ସେ ଷ୍ଟାଡିୟମରୁ ହୋଟେଲ୍ ପାଦରେ ଚାଲି ଚାଲି ପଳେଇଥିଲେ, ନିଜର ଏକ ବୟାନ୍ ରେ କହିଲେ କି ଯେବେ ମୋର ବ୍ୟାଟ୍ ରୁ ରନ୍ ବାହାରୁନି ତେବେ ମୁଁ ନିଜକୁ ଦଣ୍ତ ଦିଏ ।
ସେ କହିଲେ କି ଯେବେ ମୁଁ ଶତକ ମାରେ ତେବେ ନିଜକୁ ଚକଲେଟ୍ ବାର୍ ଗିଫ୍ଟ କରେ , ତାହା ସହ ସ୍ମିଥ୍ ୟାଶିର୍ ଙ୍କ ଇସାରାକୁ ନେଇ ବୟାନ୍ ଦେଲେ କି ଆଗାମୀ ମ୍ୟାଚ ପାଇଁ ୟାଶିର୍ ମୋତେ ମୋଟିଭେଟ୍ କରିଲେ , ତାଙ୍କ ହାତରୁ ଆଉଟ୍ ନହୁଏ । ଏଥିପାଇଁ ଏଡିନେଟ୍ ବାଲା ମ୍ୟାଚରେ ତାଙ୍କ ବିପକ୍ଷରେ ଭଲରେ ବ୍ୟାଟିଙ୍ଗ୍ କରିପାରେ , ଯେବେ ୟାଶିର୍ ଶାହ ମୋତେ ଆଉଟ୍ କରିଲେ , ସେ ଶସ୍ତାରେ କରିଲେ , ଆପଣଙ୍କୁ ଜଣେଇଦେବୁ କି ଏଡିଲେଟ୍ ଓଭରରେ ସିରିଜ୍ ର ଦ୍ୱିତୀୟ ଟେଷ୍ଟ ଖେଳାଯିବ , ଏହି ମଇଦାନରେ ଷ୍ଟିଭ୍ ସ୍ମିଥ୍ ରେକର୍ଡ ଶାନଦାର୍ ଅଛି , ୬୫ ରୁ ଅଧିକା ଆଭରେଜ୍ ସ୍ମିଥ୍ ଏହି ମଇଦାନରେ ରନ୍ ବନାଇଥିଲେ ,
୪୪୫ ରନ୍ ବନାଇବା ଛଡା ସ୍ମିଥ୍ ଆଡିଲେଟ୍ ରେ ଗୋଟେ ଶତକ ଓ ୩ ଟି ଅର୍ଦ୍ଧଶତକ ବନାଇଥିଲେ, ସ୍ମିଥ୍ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି , ତାଙ୍କର ବ୍ୟାଟିଙ୍ଗ୍ ସମସ୍ତଙ୍କୁ ପସ ନ୍ଦ ଆସେ , ତାଙ୍କ ଖେଲିବାର ତରିକା ଅଲଗା ଅଟେ , କ୍ରିକେଟ୍ ଦୁନିଆଁରେ ସ୍ମିଥ୍ ଅଲଗା ପରିଚୟ ବନାଇଛନ୍ତି , କ୍ରିକେଟ୍ ସବୁ ଘରେ ଦେଖାଯାଏ , ଭାରତୀୟ ଖେଳାଳୀଙ୍କ କଥା କହିଲେ ଇଣ୍ତିଆନ୍ କ୍ରିକେଟ୍ ମୁକାବଲା କରିବା ସମସ୍ତଙ୍କ ପକ୍ଷରେ ସକ୍ଷମ ନୁହେଁ , କ୍ରିକେଟ୍ କୁ ଯିଏ ଭଲ ପାଇବସିଛି ତାକୁ ପରେ ଆଉ କିଛି ଭଲ ଲାଗେ ନି ଦେଖିବାକୁ , ଲୋକେ ନିଜର ସବୁ କାମ କାର୍ଯ୍ୟ ଛାଡିକରି ଘରେ ଟିଭି ଖୋଲି ବସନ୍ତି , ତାଙ୍କର ଦେଶ ପ୍ରତି ପ୍ରେମ ଦେଖାଯାଏ , ଆଜି କାଲି ଛୁଆ ବି ଏହାକୁ ପସନ୍ଦ କରୁଛନ୍ତି ।