October 17, 2024

Odia Express

Here, There and Everywhere

ଘରର ଏହି ଦିଗରେ ଭୁଲ୍ ରେ ବି ଦର୍ପଣ ରଖନ୍ତୁ ନାହିଁ , ନଚେତ ଦରିଦ୍ର ଆଉ ମୃତ୍ୟୁ ଆପଣଙ୍କ ପିଛା ଛାଡିବ ନାହିଁ…

ଭାରତରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ୱ ଦିଆଯାଏ , ଏଠାରେ ସବୁ ଘରର ବାସ୍ତୁରେ ନିୟମଗୁଡିକରେ ପାଳନ ହୋଇଥାଏ , ଯେବେ କେଉଁ ବ୍ୟକ୍ତି ନିଜ ଘର ତିଆରି କରିଥାଏ ତେବେ ବାସ୍ତୁ ଉପରେ ଅଧିକା ଧ୍ୟାନ ଦେଇଥାଏ , ଏମିତି କୁହାଯାଏ କି ଯେଉଁ ଘରର ବାସ୍ତୁ ଠିକ୍ ହୋଇନଥାଏ , ତେବେ ସେଠାରେ ପଜେଟିଭ୍ ଏନର୍ଜୀ ଆସିନଥାଏ , ଯେଉଁ ଘରେ ବାସ୍ତୁ ଖରାପ ହୋଇଥାଏ ସେଠାରେ ନେଗେଟିଭ୍ ଏନର୍ଜୀ ଆସିଥାଏ , ଏହି ପଜେଟିଭ୍ ଓ ନେଗେଟିଭ୍ ଏନର୍ଜି କାରଣରୁ ଘରେ ସୁଖ ଓ ଦୂଃଖ ଆସିବା ଯିବା ଲାଗିଥାଏ , ଏହି କାରଣରୁଘରର କିଛି ବାସ୍ତୁ ବହୁତ କିଛି ହୋଇଥାଏ , ଏହା ସବୁ ପରେ ବହୁତ ଥର ଲୋକ ଭୁଲ୍ କରିବାରେ ତ୍ରୁଟି ହୋଇଥାଏ , ଲୋକ ନିଜ ଘର ତିଆରି କରୁଥିବା ବେଳେ ବାସ୍ତୁର ନିୟମଗୁଡିକୁ ପାଳନ କରିନିଅନ୍ତି , ଯେବେ ଘର ମଧ୍ୟରେ ଜିନିଷ ରଖିବାର ସମୟ ଆସେ ତେବେ ସେମାନେ ବାସ୍ତୁକୁ ଧ୍ୟାନ ଦିଅନ୍ତି ନାହିଁ , ଓ ବହୁତଥର କିଛି ଭୁଲ୍ କରିବସନ୍ତି ,

ସେମିତି ଘରର ସବୁ ଜିନିଷକୁ ସଠିକ୍ ସ୍ଥାନରେ ରଖିବାରେ ବହୁତ ବାସ୍ତୁ ଟିପ୍ସ ଅଛି , ଆଜି ଏହି ଆର୍ଟିକିଲ୍ ରେ ଆମେ ଆପଣଙ୍କୁ ଘରର ଆଇନା ବିଷୟରେ କିଛି କହିବାକୁ ଯାଉଛୁ , ଆଇନା ଏପରି ଏକ ଜିନିଷ ହୋଇଥାଏ , ଯାହା ଆପଣଙ୍କୁ ସବୁ ଘରେ ଦେଖିବାକୁ ମିଳିଯିବ , ଏହି ଆଇନା ବି ବାସ୍ତୁ ଉପରେ ଗଭୀର ପ୍ରଭାବ ପକାଇଥାଏ , ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।ଘର ମଧ୍ୟରେ ଭୁଲ୍ ରେ ବି ଭଙ୍ଗା ଆଇନାକୁ ଜାଗା ଦେବା ଉଚିତ୍ ନୁହେଁ । ବହୁତ ଲୋକ ଆଇନା ଭଙ୍ଗା ହୋଇଯିବା ପରେ ବି ତାକୁ ବ୍ୟବହାରକରିଥାନ୍ତି , କିଛି ଲୋକ ଅଛନ୍ତି ତାହାକୁ ଫିଙ୍ଗିବା ବଦଳରେ ଷ୍ଟୋର୍ ରୁମ୍ ରେ ସାଇତିକରି ରଖିଦିଅନ୍ତି ,

ଏହି ଦୁହେଁ ଜିନିଷ ବାସ୍ତୁର ହିସାବରେ ଅଶୁଭ ହୋଇଥାଏ , ଘରେ ଭାଙ୍ଗିଯାଇଥିବା ଆଇନାକୁ ରଖିଲେ ବହୁତ ବିପଦ ଘେରେଇହୋଇ ଆସେ , ଏହା ଘରେ ଲଢେଇ ଝଗଡା ବଢିବା ସହ ଦାରିଦ୍ରତା ଆସିଥାଏ ,ତାହା ସହ ପରିବାର ଓ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳେ , ଏକ ଭଙ୍ଗା ଆଇନା ସବୁଠାରୁ ଅଧିକା ନକରାତ୍ମକ ଉର୍ଜା ସୃଷ୍ଟିକରିଥାଏ , ଯାହା ଦ୍ୱାରା ସବୁ ନେଗେଟିଭ୍ ଏନର୍ଜି ଆପଣଙ୍କୁ ସହ୍ୟ କରିବାକୁ ପଡିପାରେ , ଏହା ପାଇଁ ଘରେ ଭଙ୍ଗା ଆଇନା ରଖିବାରେ ଦୁରେଇ ରୁହନ୍ତୁ ।

ଆପଣ ଘର ମଧ୍ୟରେ କେଉଁ କୋଣରେ ଆଇନା ଲଗାଉଛନ୍ତି ଏହା ବାସ୍ତୁ ଉପରେ ପ୍ରଭାବ ପକାଇଥାଏ , ନିଜ ଘରର ଦକ୍ଷିଣ ଦିଗରେ ଭୁଲ୍ ରେ ବି ଆଇନା ଲଗାଇବା ଉଚିତ୍ ନୁହେଁ , ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗ ସବୁଠାରୁ ଅଧିକା ନକରାତ୍ମକ ଉର୍ଜା ଆସିଥାଏ । ଏହି ଦିଗରେ ଆଇନା ଲଗାଇକରି ନିଜ ପ୍ରତିବିମ୍ବ ଦେଖିବା ଦ୍ୱାରା ସବୁ ନେଗେଟିଭ୍ ଏନର୍ଜି ଆପଣଙ୍କ ମଧ୍ୟରେ ଆସିଯାଏ , ଏହା ଦ୍ୱାରା ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ,  ଆପଣ ଅଧିକା କ୍ରୋଧି ହେବାକୁ ଲାଗିଥାନ୍ତି , ଓ ଘରରେ ଲଢେଇ ଝଗଡା ହୋଇଥାଏ , ଖାଲି ଏହି କାରଣରୁ ଆପଣଙ୍କୁ ଘରର ଦକ୍ଷିଣ ଦିଗରେ ଆଇନା ଲଗାଇବା ଉଚିତ୍ ନୁହେଁ , ଏହି ଦିଗରେ ଅତିରିକ୍ତ ଆପଣ ଘରର ଅନ୍ୟ ଦିଗରେ ଏହାକୁ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *