October 17, 2024

Odia Express

Here, There and Everywhere

ଏବେ ବର୍ଷକୁ ଦୁଇଥର ହେବ IPL ର ମହାସଂଗ୍ରାମ, ଜାଣନ୍ତୁ ଏହି ପ୍ଲାନ୍ ପଛର କାରଣ କଣ !

1 min read

କ୍ରିକେଟ୍ ରୋମାଞ୍ଚ ପୁରା ଦୁନିଆଁରେ ବଢିବାକୁ ଲାଗିଛି , ଟି ଟ୍ୱେଣ୍ଟି ଆସିବାରୁ ପୁରା ଦୁନିଆଁ ନାନା ପ୍ରକାରର ଲିଗ୍ ଆରମ୍ଭ ହୋଇସାରିଛି , ଯାହାକୁ ନେଇ ଏହାର ଲୋକପ୍ରିୟତା ସବୁ ଆଡେ ପ୍ରଚାର ହେଉଛି , ସେମିତି ଇଣ୍ତିଆନ୍ ପ୍ରିମିୟର୍ ଲିଙ୍ଗ୍ ଆଇପିଏଲ୍ କଥା କହିଲେ ତେବେ ଏହା ପୁରା ଦୁନିଆଁରେ ସବୁଠାରୁ ଅଧିକା ପସନ୍ଦ ହେଉଥିବା କ୍ରିକେଟ୍ ଲିଗ୍ ଅଟେ,  ଏହାକୁ ନେଇକରି ଫ୍ୟାନ୍ସ ଙ୍କ ମଧ୍ୟରେ ଉତ୍କଣ୍ଠା ବହୁତ ଅଧିକା ଅଛି , କିନ୍ତୁ ଏବେ ଏହି ବର୍ଷ ଏହାର ରୋମାଞ୍ଚ ଅଧିକା ହୋଇପାରେ , କାରଣ ମିନି ଆଇପିଏଲ୍ କୁ ନେଇକରି ବିସିସିଆଇ ବିଚାର କରୁଛି ।

ଖବରରୁ ଜଣାଯାଏ ଯେ ୫ ନଭେମ୍ବରକୁ ଗର୍ଭରିଙ୍ଗ୍ କାଉନସିଲ୍ ବୈଠକରେ ଏହାକୁ ନେଇକରି ଚର୍ଚ୍ଚା ହୋଇଥିଲା,  ଏଥିରେ ମୁଦ୍ଧା ଉଠିଥିଲା କି ପରିଶେଷରେ ଚାମ୍ପିୟନ୍ ଲିଗ୍ ବନ୍ଦ ହେବାପରେ ଖାଲି ସମୟକୁ ଭରାଯାଉ , ଏହାକୁ ନେଇ ଏହି ପ୍ଲାନ୍ ବୁଝାମଣା ହୋଇଛି , ଇଣ୍ତିଆନ୍ ଏକ୍ସପ୍ରେସ୍ ରିପୋର୍ଟରୁ ଜଣାଯାଏ କି ବିସିସିଆଇ ଖାଲି ସମୟକୁ ଭରିବା ପାଇଁ ବିଚାର କରୁଛି , କହିଦେବୁ କି ଚାମ୍ପିୟନ୍ ଲିଗ୍ ସେପ୍ଟେମ୍ବର-ଅକ୍ଟୋବର ମାସ ରେ ୧୫-୨୦ ଦିନ ପାଇଁ ଆୟୋଜିତ ହେଉଥିଲା,  କିନ୍ତୁ ୨୦୧୪ ରୁ ଏହାକୁ ବନ୍ଦ କରିଦିଆଯାଇଛି ,

ଏମିତିରେ ଏହି ସମୟରେ ବିସିସିଆଇ ଆଉ ଏକ ଆଇପିଏଲ୍ ମାନେ ମିନି ଆଇପିଏଲ୍ କରାଇପାରିବ , ଯାହା ଆଇପିଏଲ୍ ବ୍ରାଣ୍ତ ବିସ୍ତର କରିବା ସହ ବିସିସିଆଇ ବିତ୍ତିୟ ଫାଇଦା ମିଳିପାରେ , ଏହି ବୈଠକରେ ଏହି କଥା ବି କୁହାଯାଉଛି କି ଜୁଲାଇ ଓ ଅଗଷ୍ଟରେ ଆଇପିଏଲ୍ ଟିମ୍ ଆସୋସିଏଟ୍ ଦେଶଗୁଡୀକ ଯାଇକରି ମ୍ୟାଚ୍ ଖେଲିବ , ଏବେ ଏହାକୁ ନେଇକରି କିଛି ପ୍ରକାରର ଅଧିକାରିକ ବୟାନ୍ ସାମ୍ନାକୁ ଆସିନାହିଁ ।

Leave a Reply

Your email address will not be published. Required fields are marked *