June 22, 2025

Odia Express

Here, There and Everywhere

ବହୁତ୍ ବର୍ଷ ହେଲା ବନ୍ଦ ପଡିଥିଲା ଏହି ଗୁପ୍ତ କବାଟ , ଖୋଲିବା ପରେ ଘର ମାଲିକ କଲେ ଏହାର ଅନୁତାପ – ଦେଖନ୍ତୁ କଣ ଥିଲା ପୁରା ଘଟଣା..

ଆଜିର ସମୟରେ ବହୁତ ସାରା ଘଟଣା ଏପରି ଶୁଣିଥିବେ ଯାହାକୁ ଶୁଣିକରି ଆପଣଙ୍କୁ ବହୁତ ଅଜବ ଅନୁଭବ ଆସିଥିବ , କିନ୍ତୁ ଆପଣଙ୍କୁ କହିଦେବୁ କି ଆଜି ଯେଉଁ ଖବର ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ , ତାହାକୁ ଶୁଣିଲେ ଟିକିଏ ଅଜବ ଲାଗୁଥିବ , କିନ୍ତୁ ହସ ବି ଆସିପାରେ ॥ ସବୁ ବ୍ୟକ୍ତି ଚାହିଁଥାଏ କି ତାକୁ ଖଜଣା ମିଳିବାପରେ ସେ ଧନୀ ହେଇଯାଉ । ଆଜି କାଲିର ସୋସିଆଲ୍ ମିଡିଆ ଏହି ପରି ଖବର ଆସିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ବଢିଯାଉଛି , ଆଜି ପର୍ଯ୍ୟନ୍ତ ଆପଣ ବହୁତ ସାରା ଘଟଣା ବିଷୟରେ ଶୁଣିଥିବେ , କିଛି ଲୋକ ଭାବିଥାନ୍ତି କି ତାଙ୍କ ସହ ଏମିତି କିଛି ହୋଇଯାଉ  ଯାହା ଦ୍ୱାରା ତାଙ୍କ ଜୀବନ ବଦଳିଯିବ ।

ଇମଗୁର୍ ନାମକ ସୋସିଆଲ୍ ସାଇଟ୍ ରେ ଲୋକ ନିଜ ସାଥିରେ କିମ୍ବା ନିଜ ଆଖପାଖରେ ହୋଇଥିବା ଅଜବ ଧରଣର ମଜାଦାର ଘଟଣାକୁ ସେୟର୍ କରିଥାନ୍ତି , ଏହି ସାଇଡ୍ ରେ ଅସଲି ଚିହ୍ନିପାରିବା ଜରୁରୀ ନଥାଏ , ଏମିତିରେ ଲୋକେ ବିନା କେଉଁ ଚିନ୍ତାରେ ନିଜ ସହ ହୋଇଥିବା ଘଟଣା ବିଷୟରେ ସେୟାର୍ କରିଥାନ୍ତି , ଲୋକେ ଏହି ଘଟଣାକୁ ଫୋରମ୍ ଉପରେ କଥାବାର୍ତ୍ତା ହୁଅନ୍ତି , ଏମିତି ଏକ ଘଟଣା ଇମଗୁର୍ ୟୁଜର୍ ସେୟାର୍ କରିଥିଲେ,  ଯାହାକି ଏହି ସାଇଡ୍ ରେ ସାର୍ ବମସ୍ ଏ ଲଟ୍ ନାଁରେ ମହଜୁଦ୍ ଅଛି ।

ଇମଗୁର୍ ଏକ ଏମିତି ସାଇଡ୍ ଅଟେ ଯେଉଁଠି ଆପଣ ନିଜ ସହ ଘଟିଥିବା ଅଜବ ଧରଣର ଘଟଣାକୁ ସାମ୍ନାରେ ଆଣିପାରିବେ , ଏହିଥର ଜଣେ ୟୁଜର୍ ନିଜ ଘରେ ମିଳିଥିବା ଟ୍ରାପ୍ ଡୋର୍ ଦେଖିବା ପରେ ତାର ମନରେ ଏକ ଆଶା ଦେଖାଦେଲା , କିନ୍ତୁ ପରେ ତାହା ଭିତରୁ ଯାହା ବାହାରିଲା ତାହାକୁ ଦେଖିବାପରେ ସେ କେବଳ ଅନୁତାପ କରି ରହିଗଲା । ୟୁଜର୍ ଜଣେ ଲେଖିଲେ କି ଜଙ୍ଗଲ ମଧ୍ୟରେ ତାର ଫ୍ୟାମିଲି ପାଇଁ ଏକ କେବିନ୍ ବନାଇଥିଲା । ଯାହାକି ବହୁତ ଦିନ ହେଲା ବନ୍ଦ ପଡିଥିଲା,  କିନ୍ତୁ ଯେବେ ସେହି ବ୍ୟକ୍ତି ଛୁଟି କାଟିବାକୁ ସେଠାକୁ ଗଲା ତେବେ ଫ୍ଲୋର୍ ରେ ଏକ ଟ୍ରାପ୍ ଡୋର୍ ନଜର ଆସିଲା , ସେ ଟିକିଏ ଡରିଯାଇଥିଲା,  ସେହି ସମୟରେ ଖୋଲିବାର ସାହାସ ସେ କରିପାରୁନଥିଲା,  ତେବେ ତାକୁ ଏକ ବାହାର ବ୍ୟକ୍ତି ସାହାଯ୍ୟ ନେଇଥିଲା ,

ସେ ଆଶା କରିଥିଲା କି ତା ଭିତରୁ କିଛି ଦାମିକା ଜିନିଷ ବାହାରିବ , କିନ୍ତୁ ଭିତରୁ କିଛି ଏପରି ଜିନିଷ ବାହାରିଲା ଯାହାକୁ ଦେଖି ସେ ଚକିତ ହୋଇଗଲା , ତା ଭିତରେ ବହୁତ ସଂଖ୍ୟକ ବୁଢିଆଣୀ ଜାଲ ଓ ବହୁତ ପ୍ରକାର ପୋକଙ୍କ ଛଡା ଆଉ କିଛି ନଥିଲା , ଭିତରକୁ ଯିବାପରେ ଲୁହାର ସିଡିରେ ଜଙ୍କ୍ ଲାଗିଥିଲା,  ଓ କାଠଗୁଡିକୁ ଉଇ ଖାଇସାରିଥିଲେ,  କବାଟ ଖୋଲିବାପରେ ପୋକ ବାହାରକୁ ବାହାରି ଆସିଲେ , ଏହି ବ୍ୟକ୍ତି ଜଣଙ୍କ ଏହି ଫଟୋକୁ ସାଇଟ୍ ରେ ଅପଲୋଡ୍ କରିଦେଲେ , ଓ କହିଲେ କି ସେ ଭିତରୁ ଖଜଣା ଖୋଜିବାକୁ ଯାଇଥିଲା,  କିନ୍ତୁ ତା ଭିତରୁ ପୋକ ବାହାରିଲେ , ସୋସିଆଲ୍ ସାଇଡ୍ ରେ ନିଜେ ଏକ ମଜାକ୍ ହୋଇଗଲେ , ଏହା ପୂର୍ବରୁ କେହି ତାର ମଜାକ୍ ବନାଇଥାନ୍ତା ।

Leave a Reply

Your email address will not be published. Required fields are marked *