ଯଦି ଆପଣଙ୍କ ହାତର ରିଷ୍ଟ୍ ରେ ଅଛି ଏତିକି ରେଖା ତେବେ ଆପଣ ଅଟନ୍ତି ବହୁତ ଖାସ୍ – ଜାଣନ୍ତୁ କିପରି…
1 min readସେମିତି ମନୁଷ୍ୟର ହାତରେ ବହୁତ ସାରା ରେଖା ନଜର ଆସିଥାଏ , ଯେଉଁ ଥିରେ ବ୍ୟକ୍ତିର ହାତରେ ହୋଇଥିବା ମସ୍ତିଷ୍କ ରେଖା, ହୃଦୟ ରେଖା , ଓ ଜୀବନ ରେଖା ମୁଖ୍ୟତଃ ହୋଇଥାଏ , ଏହି ସବୁ ରେଖାର ଆଧାରରେ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କେଉଁ ବ୍ୟକ୍ତି ଭବିଷ୍ୟରେ ହେବାକୁ ଥିବା ଘଟଣାକୁ ନିର୍ଭର କରିଥାଏ , କିନ୍ତୁ କେଉଁ ବ୍ୟକ୍ତିର ସ୍ୱଭାବରୁ ଜାଣିବାପାଇଁ ହାତର ରେଖା ମହତ୍ତ୍ୱପୁର୍ଣ୍ଣ ହୋଇନଥାଏ , ବରଂ ହାତର ରିଷ୍ଟରେ ହୋଇଥିବା ରେଖା ବି ବ୍ୟକ୍ତିର ଜୀବନର ବହୁତ ରହସ୍ୟ ଖୋଲିଥାଏ , ସବୁ ବ୍ୟକ୍ତିଙ୍କର ଅଲଗା ଅଲଗା ଏହା ହୋଇଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ରେଖା ନାଁ ମଣିବନ୍ଧ ରେଖା ଦିଆଯାଇଛି ।
ସମସ୍ତଙ୍କ ହାତର ରିଷ୍ଟରେ ଏହା ମହଜୁତ୍ ଥାଏ , ହସ୍ତରେଖା ବିଜ୍ଞାନ ରିଷ୍ଟରେ ଥିବା ମଣିବନ୍ଧ ରେଖାରୁ ଦେଖି ତାହାର ବୟସ ବିଷୟରେ କହିପାରିବେ , ସମସ୍ତଙ୍କ ହାତରେ ଏହି ରେଖାଗୁଡିକ ସ୍ଥିତି ଅଲଗା ଅଲଗା ହୋଇଥାଏ , ଯାହାର ରିଷ୍ଟରେ ଏହି ରେଖାଗୁଡିକ ସଂଖ୍ୟା ଚାରୋଟି ହୋଇଥାଏ , କୁହନ୍ତି ସେମାନେ ଶତାୟୁ ହୋଇଥାନ୍ତି , ସେମାନଙ୍କୁ ମୃତ୍ୟୁର ଭୟ ହେବାର ଦରକାର ପଡେନି , ଯାହାଙ୍କ ରିଷ୍ଟରେ ତିନୋଟି ମଣିବନ୍ଧ ହୋଇଥାଏ , ସେମାନେ ପ୍ରାୟ ୭୦-୭୫ ବର୍ଷ ଆୟୁ ଯାଏଁ ବଞ୍ଚିପାରିବେ , ଏହି ରେଖାଗୁଡିକ ଯଦି ରିଷ୍ଟରେ ଦୁଇଟି ନଜର ଆସିଥାଏ ତେବେ ଲୋକ କେବଳ ୫୦-୫୫ ବର୍ଷ ଯାଏଁ ଜିବିତ ରହିପାରିବ ।
ଅସଲରେ ସମୁଦ୍ରଶାସ୍ତ୍ର ରେ ଏହି ଦୁଇଟି ରେଖାରେ ମଣିବନ୍ଧ ରେଖା କୁହାଯାଇଛି , ଯାହା ହାତର ରେଖା ସହ ଅଧିକା ବ୍ୟକ୍ତି ଜୀବନରେ ପ୍ରଭାବ ପକାଇଥାଏ , ସମୁଦ୍ରଶାସ୍ତ୍ର ଅନୁସାରେ କେବଳ ଏହି ରେଖାଗୁଡିକର ଜରିଆରେ କେଉଁ ବ୍ୟକ୍ତିର ଜୀବନରେ ଆସୁଥିବା ସୁଖଦ ଓ ଦୁଃଖଦ ଘଟଣା ବିଷୟରେ ସହଜରେ ପତ୍ତା ଲଗାଯାଇପାରିବ , ସେମିତି ପୁରୁଷଙ୍କ ହାତରେ ଏହି ରେଖାଗୁଡିକ ଡାହାଣ ହାତରେ ଦେଖାଯାଇଥାଏ , ଯେବେ କି ମହିଳାଙ୍କ ବାମ ହତରେ ଦେଖିକରି ଅଧ୍ୟୟନ କରାଯାଏ ।
ଯଦି ଆପଣ ଧ୍ୟାନ ଦେବେ ତେବେ କେଉଁ ବ୍ୟକ୍ତିର ରିଷ୍ଟରେ ଦୁଇଟି ରେଖା ହୋଇଥାଏ କିମ୍ବା କାହାର ୩-୪ ଟି ରହିଥାଏ , ଆଜି ଆମେ ଆପଣଙ୍କୁ ଏହି ମଣିବନ୍ଧ ରେଖ ବିଷୟରେ କିଛି ସୁଚନା ଦେବୁ , ଯାହା ଦ୍ୱାରା ବ୍ୟକ୍ତିର ସ୍ୱଭାବ ଓ ଜୀବନ ବିଷୟରେ କିଛି ଜାଣିପାରିବେ ।
ଯଦି କେଉଁ ବ୍ୟକ୍ତିର ରିଷ୍ଟରେ ମଣିବନ୍ଧ ରେଖାଗୁଡିକ ସିଧା ହୋଇଥାଏ , ତେବେ ଜୀବନରେ କିଛି ବି ଅସୁବିଧା ଆସିନଥାଏ , ଓ ସେ ସୁଖ ସୁବିଧା ଓ ଧନ ଦୌଲତରେ ପରିପୂର୍ଣ୍ଣ ରହିଥାଏ , ଯେଉଁ ବ୍ୟକ୍ତିଙ୍କର ରିଷ୍ଟରେ ତିନୋଟି ରେଖା ହୋଇଥାଏ , ଓ ବିଲକୁଲ୍ ସିଧାନଥାଏ , ଓ ରିଷ୍ଟର ଚାରିପଟ ବୁଲିକରି ଆସିଥାଏ , ତେବେ ସେହି ବ୍ୟକ୍ତିମାନେ ବହୁତ ଭଲ ଭାଗ୍ୟବାନ ହୋଇଥାନ୍ତି , ସେମାନେ ସଂସାରର ସବୁ ସୁଖ ପ୍ରାପ୍ତି କରନ୍ତି , କିନ୍ତୁ ଯଦି ତିନୋଟି ରେଖା ବିଲକୁଲ୍ ସିଧା ନହୋଇ ଭାଙ୍ଗିଥିବ ତେବେ ତାହା ବ୍ୟକ୍ତିପାଇଁ ଅଶୁଭ ସଙ୍କେତ ଦେଇଥାଏ ।
ଏମିତି ରେ ବ୍ୟକ୍ତିର ଆୟୁ କମ୍ ହୋଇଥାଏ , ଏବେ କଥା ହେବା ଏମିତି ଲୋକଙ୍କର ଯାହାଙ୍କର ରିଷ୍ଟରେ ଚାରୋଟି ରେଖା ହୋଇଥାଏ , କିନ୍ତୁ ସିଧା , ଏମିତି ଲୋକଙ୍କର ବୟସ ବହୁତ ଲମ୍ବା ହୋଇଥାଏ , ଓ ଶାସ୍ତ୍ରର ମୁତାବିକ ଏମିତି ବ୍ୟକ୍ତି ସବୁବେଳେ ନିଜ କାମରେ ସଫଳ ହୋଇଥାନ୍ତି , ଓ ଉନ୍ନତି କରିଥାନ୍ତି ।