September 13, 2024

Odia Express

Here, There and Everywhere

ମିଳିଗଲା ଏହାର ଉତ୍ତର : ପ୍ରଥମେ ଅଣ୍ତା ଆସିଥିଲା ନା କୁକୁଡା ,ଏବେ ଯାଣିନିୟନ୍ତୁ ଏହାର ସଠିକ ଉତର..

ଏହି ଦୁନିଆଁରେ ପ୍ରଥମେ କୁକୁଡା ଆସିଲା କି ଅଣ୍ତା ଆସିଲା ଏଇ ପ୍ରଶ୍ନ ବହୁତ ଲୋକଙ୍କର ମୁହଁରୁ ଶୁଣିଥିବେ , କିନ୍ତୁ ଏହି ପ୍ରଶ୍ନର ଉତ୍ତର୍ କେହି ଦେଇପାରନ୍ତି ନାହିଁ । କାରଣ ଏହି ପ୍ରଶ୍ନ ସେପରି ସହଜ ହୋଇନଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ , ଯଦି ଆପଣଙ୍କୁ କିଏ ପ୍ରଶ୍ନ କରୁଛି । ତେବେ ତାଙ୍କୁ ବିନା କେଉଁ ଭାବି ବିନା ତର୍କରେ ଏହାର ଉତ୍ତର ଦେଇପାରିବେ ।ଆପଣଙ୍କୁ କହିଦେବୁ କି ସେଫିଲ୍ଡ ଓ ବାରବିକ୍ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକମାନେ ଏକ ଟିମ୍ ଏହି ବିଷୟରେ ଲମ୍ବା ସମୟରୁ କାମ କରୁଛି , ବହୁତ ରିସର୍ଚ୍ଚ କରିବାପରେ ବାରବିକ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହା ଦାବି କରିଥିଲେ କି ଅଣ୍ତାରୁ କୁକୁଡାର ଜନ୍ମ ହୋଇଥିଲା ,

ଏହି ଦୁନିଆଁରେ ପ୍ରଥମ ଅଣ୍ତା ଆସିଛି , କିମ୍ବା କୁକୁଡାରୁ ଅଣ୍ତା  ଏହି ପ୍ରଶ୍ନର ଜବାବରେ ସେଫିଲ୍ଡ ଓ ବାରବିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ରିସର୍ଚ୍ଚରେ ଜାଣିପାରିଲେ କି ଓବୋକ୍ଲାଇଡିନ୍ ନାମକ ପ୍ରୋଟିନ୍ ଅଣ୍ତାର ଖୋଳ ନିର୍ମାଣରେ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । କୁକୁଡା ଓଭାରିରୁ ଓବୋକ୍ଲାଇଡିନ୍ ପ୍ରୋଟିନ୍ ବାହାର କରେ , ଓ ସେହି ଅଣ୍ତାରୁ କୁକୁଡା ଚିଆଁ ଜାତ ହୁଏ , ବୈଜ୍ଞାନିକମାନଙ୍କର ଏକ ଟିମ୍ କମ୍ପୁଟର୍ ହ୍ୟାକରଙ୍କ ସାହାଯ୍ୟରେ ଅଣ୍ତାକୁ ଖୋଲିଲେ , କହିଦେବୁ କି ଏହି କଥା ଅଣ୍ତାକୁ ଖୋଲିକରି ଟେଷ୍ଟ କରିବାପରେ ଜଣାପଡିଲା କି ଓବୋକ୍ଲାଇଡିନ୍ ନାମକ ଏହି ପ୍ରୋଟିନ୍ କୁକୁଡା ଅଣ୍ତାଶୟରୁ ଜନ୍ମ ନେଇଥାଏ ,

ଏବେ ଆପଣଙ୍କୁ ଅନ୍ଦାଜା ଲାଗିଯାଇଥିବ କି ପ୍ରଥମେ ଅଣ୍ତା ଆସିଛି କି କୁକୁଡା , ରିସର୍ଚ୍ଚରେ ଯୋଡି ହୋଇଥିବା ପ୍ରମୁଖ ବୈଜ୍ଞାନିକ ଡାକ୍ତର କୋଲିନ୍ ଫ୍ରିମେନ୍ କହିଲେ କି ଲମ୍ବା ସମୟରୁ ଏହି ସନ୍ଦେହ ହୋଇଥିଲା କି ଅଣ୍ତା ପ୍ରଥମେ ଆସିଥିଲା , କିନ୍ତୁ ଆମର ବୈଜ୍ଞାନିକ ମାନେଏହାର ପ୍ରମାଣ ଦେଇଛନ୍ତି  ଯାହା ଆମକୁ କହିଥାଏ କି ପ୍ରଥମେ କୁକୁଡା ଆସିଥିଲା , ଏହି ରିପୋର୍ଟରେ ଏହା କୁହାଯାଇନଥିଲା କି କୁକୁଡା କେଉଁଠୁ ଆସିଥିଲା,  କିନ୍ତୁ ଏହି ତଥ୍ୟରେ ନଜର ପକାଇଲେ ଏମିତି ସମ୍ଭବ ହୋଇପରେ କି ଏହି ପୃଥିବୀରେ ବିନା ଅଣ୍ତାରେ କୁକୁଡା ଆସିଥିବ ।

Leave a Reply

Your email address will not be published. Required fields are marked *