September 17, 2024

Odia Express

Here, There and Everywhere

ତୁଳସୀର ଏହି ୫ ଟି ପତ୍ର ଆପଣଙ୍କୁ ବନାଇଦେବ ଗରିବରୁ କୋଟିପତି , ଆଜି କରନ୍ତୁ ଏହି ଖାସ୍ ଉପାୟ…

1 min read

ହିନ୍ଦୁ ଧର୍ମରେ ତୁଳସୀର ଗଛ ଆଧ୍ୟାତ୍ମିକ କଥା ସହ ଜଡିତ । ପୁରାଣରେ ତୁଳସୀକୁ ଧାର୍ମିକ କଥାରେ ଆଲୋଚନା କରାଯାଇଛି ତେବେ ଧାର୍ମିକ ରୁପରେ ତୁଳସୀ ଗଛ ସହ ବହୁତ ସାରା ମାନ୍ୟତା ବି ଅଛି , ଏହା ସହ ଏହି ଗଛ ବୈଜ୍ଞାନିକ ଗବେଷଣାରେ ବି ଲାଭ ଦାୟକ ଅଟେ , ତୁଳସୀର ଗଛରେ ଆୟୁର୍ବେଦିକ ଓ ଧାର୍ମିକ ଉଭୟରେ ମହତ୍ତ୍ୱ ରଖେ , ଯେଉଁଠି ହିନ୍ଦୁ ଧର୍ମରେ ତୁଳସୀର ଗଛକୁ ପୁଜା କରାଯାଏ , ତେବେ ଅନ୍ୟ ପଟେ ଏହାର ପତ୍ରକୁ ସେବନ କରିଲେ ରୋଗଗୁଡିକ ଠିକ୍ ହୋଇଯାଏ , ପ୍ରାଚୀନ କାଳରେ ତୁଳସୀକୁ ଘରର ଅଗଣାରେ ଲଗାଯାଉଥିଲା,  ତୁଳସୀ ହିନ୍ଦୁ ଧର୍ମରେ ପବିତ୍ର ଓ ଧାର୍ମିକ ଗଛ ବୋଲି ଜଣାଯାଏ , ବହୁତ ଧାର୍ମିକ କଥାବସ୍ତୁରେ ତୁଳସୀର ବିଷୟରେ ଆଲୋଚନା ହୋଇଛି , ଜ୍ୟୋତିଷ୍ୟଙ୍କ କହିବା କଥା କି ତୁଳସୀର ଗଛ ଘରେ ରହିଲେ ବହୁତ ଶୁଭ ହୋଇଥାଏ , ତୁଳସୀକୁ ଭଗବାନ କୃଷ୍ଣଙ୍କର ଭୋଗ ହିସାବରେ ରଖାଯାଏ , କୁହାଯାଏ କି ଯଦି ସମ୍ଭବ ହୋଇପାରେ ତେବେ ଘରର ଅଗଣାରେ କିମ୍ବା ଘରେ ତୁଳସୀର ଗଛ ଲଗାନ୍ତୁ , ଓ ସବୁ ଦିନ ସକାଳ ଓ ସଂନ୍ଧ୍ୟାରେ ଦୀପ ପ୍ରଜ୍ଜଳନ କରାନ୍ତୁ ଏହା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ସେମିତି ଯଦି ତୁଳସୀର ଗଛକୁ କାର୍ତ୍ତିକ ମାସରେ ଲଗାଯାଏ ତେବେ ଏହାର ବିଶେଷ ମହତ୍ତ୍ୱ ଥାଏ , ଏହା କାର୍ତ୍ତିକ ମାସରେ ଲଗାଇଲେ ଘର ମଧ୍ୟରେ ନକରାତ୍ମକ ଉର୍ଜାର ସଂଚାର କମ୍ ହୋଇଯାଏ , ଓ ସକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ , ଯାହା ଦ୍ୱାରା ଘରେ ସୁଖମୟ ଜୀବନ ବ୍ୟତିତ ହୁଏ , ତୁଳସୀର କେବଳ ପାଞ୍ଚଟି ପତ୍ର ଆପଣଙ୍କ ଘରେ ବହୁତ ଅଧିକା ଚମତ୍କାରୀ ସିଦ୍ଧ ହୋଇପାରେ ।

ତୁଳସୀର ପତ୍ରରେ ରୋଗ ପ୍ରତିରୋଧକ କ୍ଷମତା ରହିଥାଏ , ଏହି ପତ୍ରର ସେବନରେ ଆମର ରୋଗ ପ୍ରତିରୋଧକ କ୍ଷମତା ମଜବୁତ୍ ହୋଇଥାଏ , ନିୟମିତ ରୁପରେ ତୁଳସୀର ସେବନ କଲେ ଥଣ୍ତା କାଶ ଓ ଫ୍ଲୁ ପରି ରୋଗ ଠିକ୍ ହୋଇଯାଏ , ତୁଳସୀର ପତ୍ରକୁ ନେଇଥିବା ରିସର୍ଚ୍ଚ ମୁତାବିକ ତୁଳସୀର ପତ୍ରରେ କ୍ୟାନ୍ସର ପରି ଗମ୍ଭୀର ରୋଗ ଦୂର କରିବାର ଗୁଣ ମିଳିଥାଏ , କୁହାଯାଏ କି ତୁଳସୀର ପତ୍ର ଓ ବିଜକୁ ସେବନ କରିଲେ ନପଂସୁକତା ଶେଷ ହୋଇଯାଏ । ଭୁତ ପ୍ରେତକୁ ବିଶ୍ୱାସ କରୁଥିବା ଲୋକଙ୍କୁ ଏହା ଜାଣିବା ଜରୁରୀ କି ତୁଳସୀର ଗଛ ହେବା ଦ୍ୱାରା ଜୀବନରେ ବାଧା କେବେ ଆସିବ ନାହିଁ , ଓ ଏହା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ କେବେ ପଡିବ ନାହିଁ ,

ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଓ ଧାର୍ମିକ ଗଛ ବୋଲି ଜଣାଯାଏ , ଯଦି ଆପଣଙ୍କ ଘରେ କଳି ହେଉଛି ତେବେ ତୁଳସୀର ଗଛ ଆପଣଙ୍କ ପାଇଁ ସହାୟକ ହେବ । ପୂର୍ବ ଦିଗର ଝରକା ପାଖରେ ରଖିଲେ ଯଦି ପୁଅ ଜିଦ୍ଦି ସ୍ୱଭାବର ହୋଇଥିବ ତେବେ ତୁଳସୀର ଗଛର ତିନୋଟୀ ପତ୍ର  କେଉଁ ରୁପରେ ସନ୍ତାନକୁ ଖୁଆଇଲେ ସନ୍ତାନ ଆଜ୍ଞାନୁସାରେ ବ୍ୟବହାର କରିଥାଏ ,

ଚାକିରି ଓ ଯଦି ଉଚ୍ଚଅଧିକାରୀ କାରଣରୁ ଚିନ୍ତିତ ଥିଲେ କିମ୍ବା ଅଫିସ୍ ରେ ଖାଲି ଜାଗା କିମ୍ବା କେଉଁ ଅସୁବିଧାରେ ପଡୀଥିଲେ ଏକ ମାଠିଆ ଯେଉଁଠି ମାଟି ଥିବ ସୋମବାର ଦିନ ତୁଳସୀର ଶୋଳଟି ବିଜ କେଉଁ ଧଳା କପଡାରେ ବାନ୍ଧିକରି ସକାଳୁ ପୋତିଦିଅନ୍ତୁ , ଏହା ଦ୍ୱାରା ସମ୍ମାନ ବୃଦ୍ଧି ହେବ , ନିତ୍ୟ ପଞ୍ଛାବୃତ  ବନାଇକରି ଯଦି ଘରର ମହିଳା ଶଳିଗ୍ରାମ ଜୀଙ୍କ ଅଭିଷେକ କରନ୍ତି ତେବେ ଘରର ବାସ୍ତୁ ଦୋଷ ହେବ ନାହିଁ ।

Leave a Reply

Your email address will not be published. Required fields are marked *