June 26, 2025

Odia Express

Here, There and Everywhere

ଆଜି ରାତିରେ ଶୋଇବା ବେଳେ ଆପଣଙ୍କ ପଲଙ୍କ ତଳେ ରଖନ୍ତୁ ଏହି ସାମଗ୍ରୀ, ରାତାରାତି ବଦଳିଯିବ ଆପଣଙ୍କ ଭାଗ୍ୟ…

ଶାସ୍ତ୍ରରେ କିଛି କଥା ଅନୁମାନ ଆଧାରରେ ମଧ୍ୟ ଲେଖି ଦିଆଯାଇଥାଏ, କିନ୍ତୁ ଏ କଥା ସତ୍ୟ ଯେ ସଫଳତାର ଏକମାତ୍ର ମାର୍ଗ ‘ପରିଶ୍ରମ’। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଓ ଦଶାର ପ୍ରଭାବ ସମସ୍ତ ମନୁଷ୍ୟଙ୍କ ଜୀବନ ଉପରେ ହୋଇଥାଏ , ଯାହାର ପ୍ରଭାବ ତାଙ୍କର ଦୈନିକ ଜୀବନରେ ଦେଖାଯାଇଥାଏ । ଶାସ୍ତ୍ରରେ କିଛି କଥା ଅନୁମାନ ଆଧାରରେ ମଧ୍ୟ ଲେଖି ଦିଆଯାଇଛି କିନ୍ତୁ ଏକଥା ପରମ ସତ୍ୟଯେ ସଫଳତାର ଏକମନ୍ତ୍ର ମାର୍ଗ ‘ପରିଶ୍ରମ’ ଅଟେ। କିନ୍ତୁ ଆମ ମଧ୍ୟରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପରିଶ୍ରମ କରିବାରେ କିଛି ଅଭାବ କରନ୍ତି ନାହିଁ ଏହାବାଦ ମଧ୍ୟ ସଫଳତା ତାଙ୍କଠାରୁ କୋଶ ଦୂରରେ ରହେ । କିନ୍ତୁ ଚିନ୍ତାର କୌଣସି କଥା ନାହିଁ , କାରଣ କିଛି ଏପରି ଉପାୟ ମଧ୍ୟ ଅଛି ଯାହା ସାହାଯ୍ୟରେ ଏମାନଙ୍କୁ ଦୂର କରାଯାଇପାରିବ । କିନ୍ତୁ ଏହାପୂର୍ବରୁ ଏହାର ଜାଣିବା ଜରୁରୀ ଅଟେ, ଏଭଳି ହୁଏ କାହିଁକି

ଏହା ପଛରେ ଜ୍ୟୋତିଷ ବିଦ୍ଵାନ ମାନଙ୍କର କହିବ ହେଲା ଯେ ଏପରି କୁଣ୍ଡଳୀ ଦୋଷରୁ ସମ୍ଭବ ହୋଇଥାଏ ଯେ ଆପଣ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ପାଇପାରନ୍ତି ନାହିଁ । ଏଭଳି ଦୋଷର ସମାଧାନ ମଧ୍ୟ କୁଣ୍ଡଳୀ ଆଧାରରେ କରାଯାଇପାରିବ । ଏମିତିରେ ଆଜି ଆପଣଙ୍କୁ କୁଣ୍ଡଳୀ ରେ ହେଉଥିବା କିଛି ମୁଖ୍ୟ ଦୋଷ ଓ ଏମାନଙ୍କର ଉପାୟ କହିବାକୁ ଯାଉଛୁ ।

କୁଣ୍ଡଳୀ ଦୋଷ ଓ ଉପାୟ

ଯେଉଁ ଲୋକଙ୍କର କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ସେମାନଙ୍କର ସାମ୍ନା ଅନେକ ପ୍ରକାର ଅସୁବିଧ ସହ ହୋଇଥାଏ , ଏଥିରୁ ରକ୍ଷା ପାଇବାକୁ ଆପଣ ନିଜର ପଲଙ୍କ ତଳେ କଂସା ବାସନରେ ପାଣି ଭର୍ତ୍ତିକରି ରଖିଦିଅନ୍ତୁ । ନତୁବା ସ୍ଵର୍ଣ୍ଣ ବା ଚାନ୍ଦିର ଗହଣା ରଖିଦିଅନ୍ତୁ ।

ଯଦି ଆପଣଙ୍କ କୁଣ୍ଡଳୀରେ ବୃହଷ୍ପତ୍ତିଙ୍କର ଦୋଷ ରହିଛି ତେବେ ଆପଣଙ୍କ ସହ ସଫଳତାର କୌଣସି ସମ୍ବନ୍ଧ ରହିବ ନାହିଁ , ଆପଣାକୁ ପ୍ରତି କାର୍ଯ୍ୟରେ ଅସଫଳତା ମିଳିବ । ଏହାକୁ ଦୂର କରିବା ନିମନ୍ତେ ଆପଣ ନିଜ ମୁଣ୍ଡ ତଳେ (ତକିଆ ତଳେ) ଏକ କପଡାରେ ହଲଦିଖଣ୍ଡ ଗୁଡେଇ ରଖନ୍ତୁ ।

ଚନ୍ଦ୍ରଦୋଷ ଥିବା କୁଣ୍ଡଳୀର ଲୋକମାନେ ଚାନ୍ଦି ବାସନରେ ପାଣି ଭର୍ତ୍ତିକରି ପଲଙ୍କ ତଳେ ରଖିଦିଅନ୍ତୁ । ବିଶେଷଜ୍ଞ ମାନଙ୍କର କହିବ ଅନୁଯାୟୀ ଏହି ଉପାୟ ଗୁଡିକୁ ଗ୍ରହଣ କଲେ ଆପଣଙ୍କ କୁଣ୍ଡଳୀର ଦୋଷ ନଷ୍ଟ ହୋଇଯାଏ ଓ ତାପରେ ସଫଳତା କେବେ ମଧ୍ୟ ଆପଣଙ୍କ ଠାରୁ ଦୂରରେ ରହିବ ନାହିଁ । ଦୋଷମୁକ୍ତ କୁଣ୍ଡଳୀ ସହ ଅପନକ ଜୀବନରେ ନୂଆ ନୂଆ ଖୁସିର ଆଗମନ ହେବ ଓ ଆପଣଙ୍କ ଜୀବ ପୁଣି ଥରେ ହସି ଉଠିବ ।

Leave a Reply

Your email address will not be published. Required fields are marked *