September 21, 2025

Odia Express

Here, There and Everywhere

Zoom କରି ଏହି ଫଟୋ ସବୁ ଦେଖନ୍ତୁ, ଆପଣଙ୍କ ମସ୍ତିସ୍କ ମଧ୍ୟ ହଲିଯିବ – ନିଶ୍ଚୟ ଦେଖନ୍ତୁ..

1 min read

ପ୍ରାୟତଃ ଏହା କୁହାଯାଏ ଏଯ ଆମେ ଯେଉଁ ଜିନିଷକୁ ଯେପରି ଦୃଷ୍ଟିରେ ଦେଖିଥାଉ , ତାହା ଆମକୁ ସେଭଳି ଦେଖାଯାଏ । କିନ୍ତୁ ଏହି ଫଟୋରେ ବିଲକୁଲ ଓଲଟା ଅଟେ। ଏବେ ଆମେ ଏପରି କାହିଁକି କହୁଛୁ, ଏହା ତ ଆପଣଙ୍କୁ ସ୍ଵୟଂ ଏହି ଫଟୋ ଗୁଡିକ ଦେଖିବା ପରେ ଜଣାପଡିଯିବ । ଜଡୋ ଏହି ଫଟୋ କୁ ବୁଝିବା ପାଇଁ ଆପଣଙ୍କୁ ଏଗୁଡ଼ିକୁ ଥରେ କି ଦୁଇଥର ନୁହେଁ, କିନ୍ତୁ ଅନେକଥର ଦେଖିବାକୁ ପଡିବ, ଏବେ କଣ କରିବେ, ଏହି ଫଟୋକୁ ଏପରି କୋଣରୁ ଉଠାଯାଇଛି ଯେ କେହି ମଧ୍ୟ ଦ୍ଵନ୍ଦରେ ରହିବ। ତେବେ ଆସନ୍ତୁ ଏହେ ଆପଣଙ୍କୁ ପ୍ରତୀକ୍ଷା ନକରେଇ ଏହି ମଜାଦାର ଫଟୋ ସବୁ ଦେଖାଉଛୁ।

ଏହି ଫୋଟୋ ଦେଖିକି ଆପଣଙ୍କ ମୁଣ୍ଡ ମଧ୍ୟ ଘୁରେଇ ଦବ |ଏହାକୁ ଦେଖି ଆପଣ ଭାବୁଥିବେ ପ୍ରକୁତରେ ଝିଅ ଟି ଚୌକି ରେ ବସିଛି ନ ପୁଅ ଟି ଚୌକି ରେ ବସିଛି | ତେବେ ପାଖରେ ଦେଖିଲେ ଆପଣ ଜାଣି ପାରିବେ ଯେ ପୁଅ ଟି ଚୌକି ରେ ବସିଛି ଓ ତାଙ୍କ ପଛ ପାଖେ ଜଣେ ଝିଅ ତାଙ୍କ କାନ୍ଧ ଉପରେ ମୁଣ୍ଡ ରଖିଛନ୍ତି

ଏବେ ଏହି ଫଟୋକୁ ଦେଖନ୍ତୁ । ଏହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ବୁଝାପଡିବ ନାହିଁ ଯେ ଆପଣ କଣ ଦେଖୁଛନ୍ତି। ଏହି ଫଟୋରେ ଦୁଇଟି ଝିଅ ଅଛନ୍ତି ଓ ଏଥିରେ ଗୋଟିଏ ଝିଅ ଦ୍ଵିତୀୟ ଝିଅଟିକୁ ଏପରି ଧରି ରଖିଛି ଯେ ଏହାକୁ ବୁଝିବା ବହୁତ କଷ୍ଟ ଅଟେ । ଏଥିପାଇଁ ଏହାକୁ ଥରେ zoom କରି ଦେଖନ୍ତୁ ।

ଏହି ଫଟୋକୁ ଦେଖି ଆପଣ ନିଶ୍ଚିତ ଚିନ୍ତାରେ ପଡିଯାଇଥିବେ । ଯଦି ଆପଣ ନିରେଖି ଦେଖିବେ ତେବେ ଏହି ଫଟୋରେ ଦୁଇଟି ଝିଅ ବ୍ୟାୟମ କରୁଛନ୍ତି, ଯଦି ଆପଣ ଏହି ଫଟୋ କୁ ସାମାନ୍ୟ ଭାବରେ ଦେଖିବେ ତେବେ ଆପଣଙ୍କୁ ଲାଗିବ ଯେ ଦୁଇଟି ଝିଅ ପରସ୍ପର ମଧ୍ୟରେ ଯୋଡି ହୋଇ ଅଛନ୍ତି କିନ୍ତୁ ଜୁମ କରିବା ପରେ ଆପଣଙ୍କ ସାମ୍ନାରେ ଏକ ଭିନ୍ନ ଦୃଶ୍ୟ ଦେଖାଯିବ । ଯାହା କି ବହୁତ ରୋଚକ ଅଟେ ।

ଏହି ଫଟୋରେ ଭ୍ୟାନ ଉପରେ କେ କାରର ପୋଷ୍ଟର ଲାଗିଛି କିମ୍ବା ସେଠାରେ କୌଣସି କାର ଅଛି, ଏହା ଆପଣଙ୍କୁ ଜୁମ କରି ଦେଖିବା ପରେ ଜଣାପଡିବ ।

ଯଦି ଆପଣ ଏହି ଫଟୋକୁ ନିରେଖି ଦେଖିବେ ତେବେ ଆପଣଙ୍କୁ ଲାଗିବ ଯେ ଖରା ଯୋଗୁ ବିଲେଇର ଛାଇ କାନ୍ଥ ଉପରେ ପଡୁଛି କିନ୍ତୁ ଜୁମ କରିବା ପରେ ଜଣାଗଲା ଯେ ତାହାର ଛାଇ ନୁହେଁ କିନ୍ତୁ କାନ୍ଥରେ ଥିବା ପେଣ୍ଟିଙ୍ଗ ଅଟେ। କିନ୍ତୁ ବାସ୍ତବିକତା କିଛି ଭିନ୍ନ ଅଟେ ।

Leave a Reply

Your email address will not be published. Required fields are marked *