June 20, 2025

Odia Express

Here, There and Everywhere

୧ ମାସରୁ ଖରାପ ହୋଇଥିବା ATM ଠିକ୍ କରିବାକୁ ପହଞ୍ଚିଲେ ବ୍ୟାଙ୍କ୍ କର୍ମଚାରୀ, ଖୋଲିଲା ପରେ ଦେଖିଲେ କିଛି ଏପରି , ଦେଖିକରି ଚମକି ପଡିଲେ..

1 min read

ଆମେ ସବୁଦିନ ନିଜ ଆଖପାଖରେ ବହୁତ ପ୍ରକାରର ଖବର ଶୁଣିବାକୁ ପାଇଥାଉ , ଏଥିରେ କିଛି ଖବର ଏପରି ହୋଇଥାଏ କି ଯାହାକୁ ଦେଖିକରି ଆମେ ତା ଉପରେ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । କିଛି ଖବର ଏମିତି ହୋଇଥାଏ କି ଆମେ ଜଲଦି ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ଆଜି ଆମେ ଆପଣଙ୍କୁ ଆସାମର ତିନସୁକିୟା ରୁ ଆସିଥିବା ଏକ ଖବର ବିଷୟରେ କହିବାକୁ ଯାଉଛୁ , ଯିଏବି ଏହି ଖବର ଶୁଣିଲା ବିଶ୍ୱାସ କରିପାରିଲା ନାହିଁ , ତେବେ ଆସନ୍ତୁ ଜାଣିବା କଣ ହୋଇଛି ପ୍ରକୃତ ଘଟଣା । କହିଦେବୁ କି ୨୦ ମେ ରୁ ଆସାମର ତିନସୁକିଆ ରେ ହୋଇଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଏକ ଏଟିଏମ୍ ଖରାପ ହୋଇଯାଇଥିଲା,  ଖରାପ ଏଟିଏମ୍ ପାଇଁ ଗ୍ରାହକମାନେ ବହୁତଥର ଅଭିଯୋଗ କରିଥିଲେ,  କିଛି ଦିନ ପର୍ଯ୍ୟନ୍ତ କିଛି କେହି ଶୁଣିଲେ ନାହିଁ , ଯେବେ କର୍ମଚାରୀ ଏଠିଏମ୍ ଠିକ୍ କରିବାକୁ ପହଞ୍ଚିଲେ , ତେବେ କିଛି ଏପରି ଜିନିଷ ଦେଖିଲେ ଯାହାକୁ ଦେଖି ତାଙ୍କ ପାଦ ତଳୁ ମାଟି ଖସିଗଲା ।

ଯେବେ ଏଟିଏମ୍ କର୍ମଚାରୀ ମେସିନ୍ ଖୋଲିକରି ଦେଖିଲେ ତେବେ ସେ ଦେଖିଲେ କି ଯେତେ ବି ନୋଟ୍ ଥିଲା ତେବେ ମୁଷା ସବୁ ନୋଟ୍ କୁ କାଟି ନଷ୍ଟ କରିଦେଇଛନ୍ତି , ସେହି ମେସିନ୍ ରେ ଥିବା ନୋଟ୍ ଦାମ୍ ୧୦-୨୦ ହଜାର ନୁହେଁ ବର୍ଂ ଲକ୍ଷାଧିକ ଟଙ୍କା ପାଖାପାଖିଥିଲା,  ଏବେ ଏହି ଏଟିଏମ୍ ସେଣ୍ଟରରେ ବହୁତ କ୍ଷତି ହୋଇଛି ।

ଏହି ବିଷୟରେ ଏସ୍ ବିଆଇ ଅଧିକାରୀ କହିଲେ କି ତିନସୁକିଆ ଲେପୁଲିରେ ହୋଇଥିବା ଏସ୍ ବି ଆଇ ଗୋଟେ ଏଟିଏମ୍ ରୁ ୨୦ ମେ ରେ କୌଣସି ଯାନ୍ତ୍ରିକ ତ୍ରୁଟି ସକାଶେ ଖରାପ ହୋଇଯାଈଥିଲା,  ଯେବେ ଏହି ଏଟିଏମ୍ କୁ ଠିକ୍ କରିବାକୁ କର୍ମଚାରୀ ଆସିପହଞ୍ଚିଲେ ତେବେ ଏପରି ଦୃଶ୍ୟ ଦେଖିବାକୁ ପାଇଲେ ,

ଏହାର ମେଣ୍ଟେନାନ୍ସରେ ଥିବା କମ୍ପାନୀ ଗ୍ଲୋବାଲ୍ ବିଜନେସ୍ ସଲ୍ୟୁସନ୍ ଜିବିଏସ୍ କୁ ଅଭିଯୋଗ କରିଥିଲେ  ଓ ତାପରେ ଏଟିଏମ୍ ଠିକ୍ କରିବାପାଇଁ ୧୧ ଜୁନ୍ କୁ କର୍ମଚାରୀ ଆସିଥିଲେ ।ଏସ୍ ବି ଆଇ ଅଧିକାରୀ କହିଲେ କି ଏଟିଏମ୍ ରେ ଥିବା ୧୨ ଲକ୍ଷ ୩୮ ହଜାର ଟଙ୍କା ମୁଷା କାଟି ନଷ୍ଟ କରିଦେଇଥିଲେ , ଓ କେବଳ ୧୭ ଲକ୍ଷ ଟଙ୍କା ରହିଯାଇଥିଲା,  ଯେଉଁଦିନ ଗ୍ଲୋବାଲ୍ ବିଜନେସ୍ ସଲ୍ୟୁସନ୍ ଏହି ଏଟିଏମ୍ ରୁ ୨୯ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ , ତାପର ଦିନ ଏଟିଏମ୍ କାମ କରିବା ବନ୍ଦ କରିଦେଇଥିଲା , ଏଟିଏମ୍ ଖରାପ ହେବାର ଅଭିଯୋଗ ତାଙ୍କୁ ପଛରେ ମିଳିଥିଲା ।

ଏହି ଘଟଣାର ଯାଞ୍ଚ କରିବାପାଇଁ ଏଫ୍ ଆଇଆର୍ ଦର୍ଜ କରାଯାଇଛି, କିଛି ଲୋକଙ୍କର କହିବା କଥା କି ଏହି ଘଟଣା ଏକ ଯୋଜନାବଦ୍ଧ ଭାବେ ହୋଇଛି, ଲୋକଙ୍କୁ ସନ୍ଦେହ ନ ହେଉ ସେଥିପାଇଁ ବ୍ୟାଙ୍କ୍ କର୍ମଚାରି ୧ ମାସ ପରେ କଣ ପାଇଁ ଆସି୍ଥିଲେ ,

Leave a Reply

Your email address will not be published. Required fields are marked *