December 22, 2024

Odia Express

Here, There and Everywhere

ପୁରୁଷଙ୍କ ପ୍ରଥମ ପସନ୍ଦ ହୋଇଥାଏ ଏହି ୨ ଟି ନାମକ ମହିଳାମାନେ , ଆସନ୍ତୁ ଜାଣିବା ତାଙ୍କ ବିଷୟରେ..

1 min read

ଆମର ଗୁରୁ ଗୁରୁଜନ ଓ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁସାରେ କୁହାଯାଇଛି କି ନାଁରେ କଣ ଅଛି , ମଣିଷ ନିଜ କର୍ମରୁ ଜଣାଯାଇଥାଏ,  ଓ ଏହି କଥା ବିଲକୁଲ୍ ସତ ଅଟେ , କଣ ଆପଣ ଏହି କଥାରେ ସମର୍ଥନ କରୁଛନ୍ତି , କମେଣ୍ଟ କରି ନିଶ୍ଚିତ ଏହାର ମତାମତ ଦିଅନ୍ତୁ , ଆଜିର ଯୁଗରେ ନାଁ ଦ୍ୱାରା ଯେକୌଣସି ବ୍ୟକ୍ତିର ସ୍ୱଭାବ ଓ ଆଚରଣ ବିଷୟରେ ପତ୍ତା କରିପାରିବେ , ଆଜି ଆମେ କଥା ହେବା ଏମିତି ୨ ଟି ନାଁ ବାଲା ମହିଳାଙ୍କ ସ୍ୱଭାବ ବିଷୟରେ ଯିଏକି ପୁରୁଷଙ୍କୁ ପସନ୍ଦ ଆସିଥାଏ ।

S ନାମକ ମହିଳାମାନେ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଏମିତି ଝିଅମାନଙ୍କର ସ୍ୱଭାବ ଟିକିଏ ଆଟିଟ୍ୟୁଡ୍ ରହିଥାଏ , ସବୁ ବ୍ୟକ୍ତି ଚାହଁନ୍ତିକି ତାଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ , ଏହି ଝିଅମାନଙ୍କର ଚାହାଣି ଓ ହାବଭାବ ଟିକିଏ ଭଲ ହୋଇଥାଏ , ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ପୁରୁଷଙ୍କ ସବୁ କାର୍ଯ୍ୟରେ ସାଥ୍ ଦେଇଥାନ୍ତି , ଓ ଜୀବନ ସାରା ଏହାକୁ ପାଳନ କରିଥାନ୍ତି , ଓ ସେମାନଙ୍କ ମଧ୍ୟରେ କେବେ କେଉଁ ମତାନ୍ତର ହୁଏ ନାହିଁ ।

V ନାମକ ମହିଳାମାନେ : ପୁରୁଷଙ୍କ ପ୍ରଥମ ପସନ୍ଦର ସୂଚୀରେ ଆସିଥାଏ ଏହି ଅକ୍ଷରର ଝିଅମାନେ , ଏମାନେ ବେଶୀ ଗପସପ କରିବାରେ ପସନ୍ଦ କରନ୍ତି , କିମ୍ବା ଅଧିକା ଚୁପ୍ ଚାପ୍ ରହିବାକୁ ପସନ୍ଦ କରନ୍ତି , ଏହି ଅକ୍ଷରର ଝିଅମାନେ ଫାଲତୁ କଥାକୁ ଦୂରେଇ ନିଜ କାମରେ ମତଲବ କରନ୍ତି , ଏହି ଅକ୍ଷରର ମହିଳାମାନେ ବହୁତ ଅଧିକା ସୁନ୍ଦର ହେବା କାରଣରୁ ଯେ କୌଣସି ପୁରୁଷଙ୍କ ହୃଦୟ ଜିତିପାରନ୍ତି , ଏମାନେ ସୁନ୍ଦର ହେବା ସହ ବୁଦ୍ଧିମାନ ବି ହୋଇଥାନ୍ତି , ଏହି ନାମକ ଝିଅ ମାନେ ନିଜ ଜୀବନ ଜଣେ ପୁରୁଷକୁ ଭଲ ପାଇବା ଦେଇ ଜୀବନ ଅତିବାହିତ କରିନିଅନ୍ତି ।

Leave a Reply

Your email address will not be published. Required fields are marked *